Jyotish Shastra- ଏହି 3 ଟି ନାମର ଝିଅ ହେଇଥାନ୍ତି ବହୁତ ଭାଗ୍ୟଶାଳି, ଘରେ ପାଦ ଦେବା ମାତ୍ରେ ଘରେ ବଢିଚାଲେ ଧନ ସମ୍ପତ୍ତି

ଅନେକ ଲୋକ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି । ଅନେକ କରନ୍ତିନି । ତେବେ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ନିଜର ଭବିଷ୍ୟତ ସମ୍ଭନ୍ଧ ରେ ସଂକ୍ଷେପ ରେ  ଜାଣିବା ନିମନ୍ତେ  ବିଭିନ୍ନ ଜ୍ୟୋତିଷ ଙ୍କ ସାହାର୍ଯ୍ୟ ନେଇଥାନ୍ତି । ତେବେ ଏହା ଜାଣିବାକୁ ହେଲେ ରାଶି, କର, ଓ ଜାତକ ଆଦି ଦେଖାଯାଏ ।

କିନ୍ତୁ କଣ ଆପଣ ଜାଣନ୍ତି କି ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ଦ୍ୱାରା ଏହାର ସ୍ଵଭାବ ଓ ବ୍ୟକ୍ତିତ୍ୱ ଜଣା ପଡ଼ିଥାଏ । ହଁ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ଦ୍ୱାରା ମଧ୍ୟ ବ୍ୟକ୍ତି ର ବ୍ୟକ୍ତିତ୍ୱ ଓ ସ୍ବଭାବ ଜଣା ପଡି ଥାଏ । ତେବେ ସମସ୍ତେ ନିଜ ଭାବି ସ୍ତ୍ରୀ ଠାରୁ ବହୁତ କିଛି ଆଶା କରିଥାନ୍ତି । କେବଳ ପୁରୁଷ ନୁହେଁ ନାରୀ ମାନର ମଧ୍ୟ ନିଜ ଜୀବନସାଥୀ ଠାରୁ କମ ବେଶି ଭାବେ କିଛି ନା କିଛି ଆଶା କରିଥାନ୍ତି ।

ତେବେ ଏହିପରି ତିନୋଟି ଅକ୍ଷରର  ଝିଅ ମାନଙ୍କ ବିଷୟରେ ଜାଣିବା ଯେଉଁମାନେ ବହୁତ ଭାଗ୍ୟବତୀ । ଏମାନେ ନିଜ ପରିବାର ପାଇଁ ସ୍ୱଭାଗ୍ୟ ଆଣି ଥାନ୍ତି । ଏମାନେ ଯାହା ଘର କୁ ବାହା ହୋଇ ଯାଇଥାନ୍ତି ସେମାନଙ୍କ ଘରକୁ ସ୍ୱଭାଗ୍ୟ ସହ ସୁଖ ଓ ଶାନ୍ତି ଆଣିଥାନ୍ତି । ଯଦି ଏହି ଅକ୍ଷର ରୁ ଆରମ୍ଭ ହେଉଥିବା କୌଣସି ଝିଅ ସହ ଆପଣଙ୍କ ବିବାହ ପ୍ରସ୍ତାବ ଆସେ ତେବେ ତୁରନ୍ତ ହଁ କହିଦେବେ। କାରଣ ଏମାନଙ୍କୁ ବିବାହ କରିବା ପୁଅମାନେ ବହୁତ ଭାଗ୍ୟବାନ ହୋଇ ଥାନ୍ତି ।

ତେବେ ଜାଣନ୍ତୁ କେଉଁ ଅକ୍ଷର ର ଝିଅ ମାନେ ଅଟନ୍ତି ପ୍ରଥମ ଅକ୍ଷର “P” । ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ର ଝିଅ ମାନେ ନିଜ ଜୀବନ ସାଥୀ କୁ ବହୁତ ଭଲ ପାଇଥାନ୍ତି । ନିଜ ପରିବାର ଓ ନିଜ ସ୍ୱାମୀ କୁ ଖୁସି ରଖିବା ପାଇଁ କିଛି ବି କରିପାରନ୍ତି। ଏମାନେ ନିଜ ର ମଧୁର କଥା ଓ ନିଜର ସୁନ୍ଦରତା ରେ ସମସ୍ତଙ୍କ ମନ କିଣି ନେଇ ଥାନ୍ତି । ଦ୍ଵତୀୟ ଅକ୍ଷର ଟି ହେଉଛି “S” ଏହି ଅକ୍ଷରରୁ  ଆରମ୍ଭ ହେଉଥିବା ନାମ ର ଝିଅ ମାନେ ବହୁତ ସୁନ୍ଦର ଓ ବହୁତ କୋମଳ ହୃଦୟ ର ଅଟନ୍ତି ।

ଏମାନେ ନିଜ ର ପରିବାର ପାଇଁ ବହୁତ ସୌଭାଗ୍ୟ ଆଣି ଥାନ୍ତି । ତୃତୀୟ ନାମ ଟି ହେଉଛି “R” ଅଟେ । ଏମାନେ ନିଜ ସ୍ୱାମୀ ଙ୍କୁ ପ୍ରକୃତ ପ୍ରେମ କରିଥାନ୍ତି । ଏମାନେ ବହୁତ ପତିବ୍ରତା ନାରୀ ଅଟନ୍ତି । ତୃତୀୟ ଅକ୍ଷର ହେଉଛି ଆର । ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନେ କେବେବି ନିଜ ଜୀବନସାଥୀ କୁ କୌଣସି କଥା ଲୁଚାଇ ନଥାନ୍ତି ।

ଏମାନେ ସବୁ କଥା ନିଜ ସ୍ୱାମୀ ସହ ବାଣ୍ଟି ଥାଆନ୍ତି । ଏମାନେ ନିଜ ଖୁସି ଅପେକ୍ଷା ନଜ ଜୀବନ ସାଥୀ ର ଖୁସି କୁ ବେଶୀ ଗୁରୁତ୍ୱ ଦେଇ ଥାନ୍ତି । ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ର ଝିଅ ମାନେ ବହୁତ ଭାଗ୍ୟବତୀ ଅଟନ୍ତି । ଏମାନେ ନିଜ ପରିବାର ଓ ସ୍ୱାମୀ ର ଖୁସି ପାଇଁ ନିଜ ଖୁସି ର ତ୍ୟାଗ କରିଥାନ୍ତି । ଏମାନେ ବହୁତ ସରଳ ଓ ନିରୀହ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *