Health Tips- କେବଳ ଖାଆନ୍ତୁ ଏହି 3 ଟି ଜିନିଷ, ହାର୍ଟଟାକ, ଶିର ବ୍ଲକେଜ, ଖରାପ କୋଲେଷ୍ଟ୍ରୋଲ, ରକ୍ତ ଗାଢା ହେବା କେବେ ବି ହେବ ନାହିଁ

ବନ୍ଧୁଗଣ, ଆଜିଭଳି ଦିନରେ ଏକ ଗମ୍ଭୀର ସମସ୍ୟା ଉପୁଜିବାରେ ଲାଗିଅଛି । ତାହା ଆମର ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ । ସେହି ସମସ୍ୟା ଟି ହେଉଛି ହାର୍ଟ ର ସମସ୍ୟା । ସେହି ସମସ୍ୟା ଟି ରକ୍ତ ଗାଢା ହେବା କାରଣରୁ ଅଥବା ରକ୍ତ ଅପରିଷ୍କାର ହେବା କାରଣରୁ ହୋଇଥାଏ । ଏହା ଆମ୍ଭ ଧମନୀ ରେ ଏକ ଖରାପ କଲେଷ୍ଟ୍ରୋଲ ହିସାବରେ ଜମା ହୋଇଯାଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଏହି ସବୁ ସମସ୍ୟା ଉପୁଜିଥିଲେ ଆପଣ ଘରେ ବସି କେଉଁ ଉପାୟ କରିବେ ?

କଲେଷ୍ଟ୍ରୋଲ ହେଲେ ଆମ୍ଭର ଧମନୀ ଶଙ୍କୁରି ଯାଇଥାଏ ଅଥବା ଶିକୁଡି ଯାଇଥାଏ । ଏହା ଫଳରେ ଆମ୍ଭ ଶରୀରର ଯେତେକ ଅଙ୍ଗ ପର୍ଯ୍ୟନ୍ତ ରକ୍ତ ସଠିକ ଭାବେ ପହଞ୍ଚି ପାରି ନଥାଏ । ଏହା ଫଳରେ ଆମ୍ଭ ହୃଦୟ ଏବଂ ମସ୍ତିଷ୍କ ରେ ଭଲ ଭାବରେ ରକ୍ତ ପହଞ୍ଚି ପାରି ନଥାଏ ।

ଏହି କାରଣରୁ ଆମ ହୃଦୟରେ କଷ୍ଟ ତଥା ଯନ୍ତ୍ରଣା ହେବାକୁ ଲାଗିଥାଏ । ଆମ ମସ୍ତିଷ୍କ ରେ ମଧ୍ୟ ଏହାର ପ୍ରଭାବ ପଡିବାକୁ ଲାଗିଥାଏ ଏବଂ ଆମ୍ଭେ ଅଧିକାଂଶ ସମୟରେ ଅନେକ ବିଶେଷ କଥା ମଧ୍ୟ ଭୁଲିଯାଇଥାଊ । ଶରୀର ମଧ୍ୟରୁ ଖରାପ କୋଲେଷ୍ଟ୍ରୋଲ କୁ ବାହାର କରିବା ନିମନ୍ତେ ଏହିଭଳି ଜିନିଷ ର ସେବନ କରନ୍ତୁ ଯାହା ସାର ପ୍ରକୃତିର ହୋଇଥିବ ।

୧- ଲାଉ;- ଆପଣ ଲାଉ ର ପ୍ରୟୋଗ ଗୋଲମରୀଚ ସହିତ କରନ୍ତୁ । ନୀତିଦିନ ସକାଳୁ ଆପଣ ଲାଉ ଜୁଷ କରି ସେଥିରେ ୧ ଚାମଚ ଗୋଲ ମରୀଚ ଗୁଣ୍ଡ ମିଶାଇ ତାହାକୁ ସେବନ କରନ୍ତୁ । ଏଭଳି କରିବା ଦ୍ଵାରା ଆପଣ ଦେଖିବେ ଆପଣଙ୍କର କୋଲେଷ୍ଟ୍ରୋଲ ବହୁତ ଧୃତ ଗତିରେ କ୍ଷୟ ହେବାକୁ ଲାଗୁଛି ।

୨- ଡାଲଚିନି;- ଆୟୁର୍ବେଦ ରେ ହାର୍ଟ ତଥା କୋଲେଷ୍ଟ୍ରୋଲ କୁ ଦୂର କରିବା ନିମନ୍ତେ ସବୁଠାରୁ ବେଷ୍ଟ ଔଷଧୀୟ ଅଟେ ଡାଲଚିନି । ଆପଣ ଏକ ଗିଲାସ ପାଣି ରେ ଏକ ଚାମଚ ଡାଲଚିନି ପାଉଡର ସାଙ୍ଗେ ଅର୍ଜୁନ ଗଛର ଛାଲ ର ପାଉଡର ୧ ଚାମଚ ମିଶାଇ ରାତିରେ ରଖି ଦିଅନ୍ତୁ । ଏହାପରେ ଏହାକୁ ଆପଣ ସକାଳେ ହାଲ୍କା ଗରମ କରି ଏହାକୁ ଛାଣି ସେବନ କରନ୍ତୁ ।

୩- ମଥିଦାନା;- ଏହାର ସେବନ ଆପଣଙ୍କୁ ୩ ମାସ ପର୍ଯ୍ୟନ୍ତ କରିବାକୁ ହେବ । ଯଦି ଆପଣଙ୍କ ଶରୀରରେ ଖରାପ କଲେଷ୍ଟ୍ରୋଲ ବନୁଅଛି ତେବେ ଆପଣ ଏକ ଗିଲାସ ପାଣିରେ ରାତିରେ ଭିଯାଇ ରଖି ଦିଅନ୍ତୁ ଏବଂ ସକାଳେ ଏହାର ସେବନ କରନ୍ତୁ । ଯଦି ଆପଣଙ୍କ ଶରୀରରେ ହାଇ ବ୍ଲଡ଼ ପ୍ରେସର ଅତ୍ୟଧିକ ରହିଅଛି ଅଥବା ବାୟୁ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଅଛି କିମ୍ବା ଅର୍ଥରାଇଡେଟିଶ ର ସମସ୍ୟା ରହିଅଛି ସେଥିପାଇଁ ମଧ୍ୟ ମେଥିଦାନା ଲାଭଦାୟକ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *