IVF କଣ ? ଟେଷ୍ଟ ଟ୍ଯୁବ ବେବିରେ କିପରି ହୋଇଥାଏ ପିଲା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହ ପରେ ଦମ୍ପତି ମାନେ ସନ୍ତାନ ପ୍ରାପ୍ତି ପାଇଁ ଯୋଜନା କରିଥାନ୍ତି । ବହୁତ ଦମ୍ପତି ମାନେ ବିବାହର ବହୁତ ଅଳ୍ପ ସମୟ ମଧ୍ୟରେ ହିଁ ବାପାମାଆ ହେବାର ସୁଖ ପାଇଯାଇଥାନ୍ତି । ତଥାପି ଏପରି ବହୁତ ଦମ୍ପତି ମାନେ ଅଛନ୍ତି । ଯେଉଁ ମାନେ ବିବାହର ବହୁତ ବର୍ଷ ପର୍ଯ୍ୟନ୍ତ ମଧ୍ୟ ସନ୍ତାନ ସୁଖରୁ ବଞ୍ଚିତ ରହିଥାନ୍ତି । ସେଥିପାଇଁ ସେମାନେ ଟେଷ୍ଟ ଟ୍ଯୂବ ବେବି ମାଧ୍ୟମରେ ସନ୍ତାନ ପ୍ରାପ୍ତି କରିବାର ଆଶା ରଖିଥାନ୍ତି ।

ଏହି ପ୍ରଣାଳୀ ସନ୍ତାନ ପ୍ରାପ୍ତି ପାଇଁ ଇଛୁକ ମହିଳାଙ୍କ ପାଇଁ ବରଦାନ ଠାରୁ କିଛି କମ୍ ହୋଇନଥାଏ । କାରଣ ଏହି ପ୍ରଣାଳୀ ଦ୍ଵାରା ମହିଳାଙ୍କ ଠାରେ ପ୍ରାକୃତିକ ପ୍ରଣାଳୀରେ ସନ୍ତାନ ସୃଷ୍ଟି କରାଯାଇଥାଏ । ଟେଷ୍ଟ ଟ୍ଯୂବ ପ୍ରଣାଳୀରେ ବେବି କୌଣସି ଟେଷ୍ଟ ଟ୍ଯୂବରେ ବିକଶିତ ହୋଇନଥାଏ ବଂର ଏହା ସନ୍ତାନ ପ୍ରାପ୍ତିର ଇଛୁକ ଥିବା ମହିଳାଙ୍କ ପେଟରେ ବିକାଶ କରାଯାଇଥାଏ ।

ଟେଷ୍ଟ ଟ୍ଯୂବ ଏକ ଏପରି ଆଧୁନିକ ପ୍ରଣାଳୀ ଅଟେ । ଯେଉଁ ପ୍ରଣାଳୀରେ ମହିଳାର ଗର୍ଭାଶୟରୁ ଅଣ୍ଡାକୁ କାଢିକି ସ୍ପମ ସହିତ ଆଧୁନିକ ଲ୍ୟାବରେ ଫର୍ଟିଲାଇଜ କରାଯାଇଥାଏ । ଏହାର ପ୍ରସ୍ତୁତି କରାଯାଇ ଏହାକୁ ଅନ୍ୟ ଏକ ମହିଳାର ଗର୍ଭାଶୟରେ ଟ୍ରାଂସପର କରାଯାଇଥାଏ । ଯାହାକୁ IVF କୁହାଯାଇଥାଏ । ଯେଉଁ ମହିଳା ମାନେ ଇନଫର୍ଟିଲିଟି ବା ବନ୍ଧ୍ୟାଦୋଷର ଶିକାର ହୋଇଥାନ୍ତି ।

ସେମାନଙ୍କୁ IVF ପ୍ରଣାଳୀର ଆବଶ୍ୟକତା ରହିଛି । ଅଭ୍ୟୁଲେସନରେ ଅସୁବିଧା କାରଣରୁ ମହିଳାଙ୍କ ଠାରେ ଗର୍ଭ ଧାରଣ କରିବାରେ ସମସ୍ଯା ଆସିଥାଏ । IVF ଦ୍ଵାରା ଏହି ସମସ୍ଯା ସମାଧାନ ମଧ୍ୟ କରାଯାଇଥାଏ ।  ଯେଉଁ ମହିଳା ମାନଙ୍କର ଗର୍ଭାଶୟରେ ଯଦି କୌଣସି କିଛି ସନ୍ତାନ ଆସିବାରେ ବ୍ୟାଘାତ ରହୁଥାଏ ।

ଏହାକୁ ବି IVF ଦ୍ଵାରା ଠିକ କରାଯାଇ ବେବି ଆସିବାର ବାଟ କଢା ଯାଇଥାଏ । ମହିଳାଙ୍କ ପରି ମଧ୍ୟ ପୁରୁଷଙ୍କ ଠାରେ ଇନଫର୍ଟିଲିଟି ବା ବନ୍ଧ୍ୟାଦୋଷ ଭଳି ସମସ୍ଯାମାନ ରହିଥାଏ । ଯେପରି ପୁରୁଷଙ୍କ ଠାରେ ସ୍ପମର ଆକାର ଛୋଟ, ସ୍ପମର କ୍ଵାଲିଟି କମ୍ ରହିବା, ସ୍ପମର ସଂଖ୍ୟା କମ୍ ରହିବା କିମ୍ବା ସ୍ପମର ଗତିରେ ଅସୁବିଧା ହେବା ଭଳି ସମସ୍ଯାରୁ ପୁରୁଷଙ୍କ ଠାରେ ଇନଫର୍ଟିଲିଟି ରହିଥାଏ ।

ମହିଳାଙ୍କ ଠାରେ ମାସକୁ ଗୋଟିଏ ଲେଖା ଅଣ୍ଡା ରିଲିଜ ହୋଇଥାଏ । ମହିଳାଙ୍କ ଠାରେ ଅଣ୍ଡା ସଂଖ୍ୟା ବଢାଇବା ପାଇଁ ତାଙ୍କୁ ଏକ ଇଂଜେକସନ ଦିଆଯାଇଥାଏ । ଯାହା ଦ୍ଵାରା ସେମାନଙ୍କ ଠାରେ ଅଣ୍ଡା ସଂଖ୍ୟା ବୃଦ୍ଧି କରାଯାଇଥାଏ । ତାପରେ ସେହି ସବୁ ଅଣ୍ଡା ଗୁଡିକୁ ଏକତ୍ର କରି ତାହାକୁ ଲ୍ୟାବରେ ଅପରେସନ କରାଯାଇ ମହିଳାର ଗର୍ଭାଶୟରେ ଛଡାଯାଇଥାଏ ।

ଏହାର ୧୦ ରୁ ୧୨ ପରେ ୟୁରିନ ଟେଷ୍ଟ କରାଯାଇ ପ୍ରେଗେନ୍ସିର ଟେଷ୍ଟ କରାଯାଇଥାଏ। ଯାହା ଦ୍ଵାରା  ଦମ୍ପତି ମାନେ ସନ୍ତାନ ପ୍ରାପ୍ତି ଆରାମରେ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *