Jyotish Shastra- ସରିଲା ଶନି ଦୋଷ ! ଆଜି ଠାରୁ 5 ଟି ରାଶିରେ ଆରମ୍ଭ ହେଲା ଖୁସିର ସମୟ, ଆପଣଙ୍କ ସବୁ ଦୁଃଖ କଷ୍ଟ ହରିବେ ଶନିଦେବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ଯେଉଁ ବ୍ୟକ୍ତି ଅତ୍ୟନ୍ତ ନିଷ୍ଟା ଓ ହୃଦୟର ସହିତ ତାଙ୍କୁ ପୂଜା ଆରାଧନା କରିଥାଏ । ସେହି ବ୍ୟକ୍ତିର ଜୀବନରେ ଆସୁଥିବା ସମସ୍ତ ଦୁଃଖ ଯନ୍ତ୍ରଣା ଭଗବାନ ଶନିଦେବ ଦୂର କରିଥାନ୍ତି । ଯେଉଁ ଲୋକ ଥରେ ଶନିଦେବଙ୍କର କୋପର ଶିକାର ହୋଇଯାଇଥାନ୍ତି । ତେବେ ସେମାନଙ୍କୁ ପ୍ରଭୁ ଶନିଙ୍କରର ପ୍ରଚଣ୍ଡ କୋପ ସାମ୍ନା କରିବାକୁ ପଡିଥାଏ ।

୫ ଟି ରାଶିରେ ପ୍ରଭୁ ଶନିଦେବଙ୍କର କୋପଦ୍ରୁଷ୍ଟି କମି ଶୁଭ ଦ୍ରୁଷ୍ଟି ପଡିବା ପାଇଁ ଯାଉଛି । ସେହି ୫ ଗୋଟି ରାଶିର ଭାଗ୍ୟଫଳ ଆଲୋଚନା କରିବା । ମେଷ ରାଶି ;- ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର ବିଶେଷ କୃପା ଦ୍ରୁଷ୍ଟି ପଡିବା ପାଇଁ ଯାଉଛି । ଏମାନଙ୍କର ଦୁଃଖର ଦିନ ସରି ଖୁସିର ଦିନ ଆଗମନ ହେବା ପାଇଁ ଯାଉଛି । ଏମାନଙ୍କ ଉପରକୁ ଆସୁଥିବା ସମସ୍ତ ଖରାପ ପରିସ୍ଥିତିର ସାମ୍ନା ଏବେ ପ୍ରଭୁ ସ୍ଵୟଂ ଶନିମହାରାଜା କରିବେ ।

କର୍କଟ ରାଶି ;- ଏହି ରାଶିର ଜୀବନରେ ବହୁତ ବଡ ଲାଭ ବନିବାର ଯୋଗର ସମ୍ଭାବନା ରହୁଛି । କର୍କଟ ରାଶିର ଲୋକଙ୍କୁ ତାଙ୍କ କାର୍ଯ୍ୟ ପାଇଁ ସଂପୂର୍ଣ୍ଣ ସହଯୋଗ ମିଳିବ । ବନ୍ଧୁ ମାନଙ୍କ ଠାରୁ କ୍ଯାରିଅର ପାଇଁ ଭଲ ପ୍ରସ୍ତାବ ମିଳିବ । ଆର୍ଥିକ ସ୍ଥିତିରେ ସ୍ଥିରତା ଆସିବ । ଏମାନଙ୍କ ଜୀବନ ଖୁସିମୟ ହେବା ସହିତ ମନ ଅତ୍ୟନ୍ତ ପ୍ରସନ୍ନ ରହିବ ।

ବିଛା ରାଶି ;-ଏହି ରାଶି ଉପରେ ପ୍ରଭୁ ଶନି ମହାରାଜାଙ୍କର ଅଶେଷ କୃପା ବନୁଥିବାରୁ ଏମାନଙ୍କର ଅଟକି ରହିଥିବା କାର୍ଯ୍ୟ ଆଗକୁ ବଢିବ । ବହୁତ ଦିନ ହେବ, ଯେଉଁ କାର୍ଯ୍ୟ ମନସ୍ଥ ହୋଇ ରହିଥିଲା । ତାହାକୁ ପୂରଣ କରିବେ । ଘର ପରିବାରରେ ଖୁସିର ବାତାବରଣ ରହିବ । କାର୍ଯ୍ୟକ୍ଷେତ୍ରରେ ବହୁତ ବଡ ଲାଭ ମିଳିବ ।

ସିଂହ ରାଶି ;-  ଏହି ରାଶି ଉପରେ ପ୍ରଭୁ ଶନିଦେବ ଅତ୍ୟନ୍ତ ଖୁସି ପୂର୍ଣ୍ଣ ରହିବେ । ଖାସ୍ କରି ଆସୁଥିବା ଆଗାମୀ ସମୟ ବେପାରୀ ମାନଙ୍କ ପାଇଁ ବହୁତ ଭଲ ଯୋଗ ଲାଭ କରିବା ପାଇଁ ଆସିବ । ମାନ ସମ୍ମାନ ବୃଦ୍ଧି ପାଇବ । ଅର୍ଥ ପାଇଁ ଯେଉଁ ସବୁ ସମସ୍ଯାର ସାମ୍ନା କରୁଥିଲେ । ତାହା ଦୂର ହେବ ।

କୁମ୍ଭ ରାଶି ;- ଏହି ରାଶିର ଲୋକଙ୍କର ଆଗାମୀ ଜୀବନ ଖୁସିରେ ଭରି ହୋଇଯିବ । ବିଶେଷ କରି ଏହି ରାଶିର ଯେଉଁ ମାନେ ପ୍ରେମ କରୁଥିଲେ । ସେମାନଙ୍କର ପ୍ରେମ ବିବାହ ପାଇଁ ଘରେ ସୀକୃତି ମିଳିବାର ସମ୍ଭାବନା ବହୁ ମାତ୍ରାରେ ରହୁଛି । କାର୍ଯ୍ୟରେ ଇଛା ମୁତାବକ ଖୁସି ପ୍ରାପ୍ତ ହୋଇବ । ନୂତନ ଜିନିଷ କ୍ରୟ କରିପାରନ୍ତି ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *