Health Tips- ପ୍ରତିଦିନ ଖାଆନ୍ତୁ କେବଳ ଗୋଟିଏ Vitamin-E କ୍ୟାପସୁଲ ! ଶରୀରରେ ଆସିଥାଏ ଏହି 9 ଟି ବଡ ପରିବର୍ତ୍ତନ ଯାହା ଆପଣ କେବେ ବି ଭାବି ନଥିବେ

ନମସ୍କାର ବନ୍ଧୁଗଣ , ଏହି ଜଗତରେ ଜୀବନଯାପନ କରିଥିବା ମଣିଷ ର ଗୋଟେ ମାତ୍ର  ଇଛା ରହିଥାଏ । ଯେ ସେ ଯେମିତି ସୁଖ ଶାନ୍ତି ଓ ସୁସ୍ଥ ସବଳ ଜୀବନ କାଟୁ । କିନ୍ତୁ ଆଧୁନିକ ଜୀବନ ପ୍ରଣାଳୀ ଦ୍ଵାରା ମଣିଷ ର ଦୂଷିତ ବାୟୁପ୍ରଦୂଷଣ , ଦୂଷିତ ଓ ମସଲା ଜାତୀୟ ଖାଦ୍ୟର ସେବନ ମଣିଷ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ । ଯାହାର ପ୍ରଭାବ  ମଣିଷର    ଦୈନନ୍ଦିକ ଜୀବନ  ଉପରେ ପଡିଥାଏ । ଶାରୀରିକ ଅସୁବିଧା  ମଣିଷ କୁ ବହୁତ ଦୁର୍ବଳ କରିଥାଏ , ଯାହା ଫଳରେ ସେ କାମ କରିପାରି ନ ଥାଏ ।

ତେଣୁ କରି ମଣିଷ ଶରୀର ପ୍ରତି ଧ୍ୟାନ ଦେବା ଉଚିତ୍ । ମୁ ଆଜି ଆପଣଙ୍କୁ ଭିଟାମିନ-E ର ବ୍ୟବହାର ସମ୍ବନ୍ଧରେ ଅବଗତ କରେଇବି । ଏହାକୁ ସେବନ ଦ୍ଵାରା ଆମ ଶରୀରରେ କ’ଣ ଉପକାର ହୋଇଥାଏ । ସମସ୍ତେ ଏହାକୁ ସେବନ କରିପାରିବେ । ମାତ୍ର କିଛି ଲୋକ ପାଇଁ ଏହାକୁ ଅଧିକ ପରିମାଣରେ ନେବା ଅନୁଚିତ୍ ହୋଇଥାଏ । କିନ୍ତୁ  ଭିଟାମିନ-E ରେ ବହୁତ ପରିମାଣରେ ପାଇଦା ରହିଛି ଯାହା ଆମ ଶରୀର ର ପ୍ରଚୁର ଉପକାର ସାଧନ କରିଥାଏ ।

ଆମେ ଭାବି ଥାଉ କି  ଭିଟାମିନ-ଇ ଏକ ସାଧାରଣ ଜିନିଷ । କିନ୍ତୁ ଏହା ସାତଟି କୋମପାଉଣ୍ଡ କୁ ନେଇ ତିଆରି ହୋଇଥାଏ ଏହାକୁ ଆମେ ଆଲଫା -ଟେକୋଫେରୋଲ୍  କହିଥାଉ । ଏହାକୁ ସେବନ କରିବା ଦ୍ଵାରା ଆମ ଶରୀରର oxidative କ୍ଷତି କୁ ପୁରଣ କରିଥାଏ । ଯେତେ ବେଳେ ଆମ କୋଷ ରେ ଅମ୍ଳଜାନ ଯିବା ଦ୍ଵାରା ଯେଉଁ ରାସାୟନିକ କ୍ଷତି ଘଟିଥାଏ , ତାହାକୁ ପୂରଣ କରିଥାଏ ।

ଦ୍ଵିତୀୟ ହେଲା ଏହା ଆମ ହୃଦୟ ପାଇଁ ବହୁତ ଉପକାରୀ ଭାବରେ କାମ କରିଥାଏ । ଯେବେ ଆମ ହୃଦୟରେ କଲୋଷ୍ଟ୍ରୋଲ ର ମାତ୍ରା ଅଧିକ ହୋଇଥାଏ ବା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଏ ତେବେ ଭିଟାମିନ ଇ ଏହା ପାଇଁ ଏକ ଔଷଧ ଭାବରେ କାମ କରିଥାଏ । ଯଦି ଆପଣଙ୍କ ଶରୀରରେ ଲିଭର ଫ୍ୟାଟି ରୋଗ  ହୋଇଥାଏ , ଏହା ଏକ ଏପରି ରୋଗ ଅଟେ ଯାହା ଆମ ଶରୀରରେ ହାର୍ଟ ରେ କଲୋଷ୍ଟ୍ରୋଲ କୁ ବୃଦ୍ଧି ହେବାକୁ ଦେଇଥାଏ । ଏହା ଦ୍ଵାରା ଆମ କୁ ହୃଦୟ ସମ୍ବନ୍ଧିତ ସମସ୍ୟା ଆସିଥାଏ ।

ଯଦି ଆପଣ ଭିଟାମିନ ଇ 5ର ସେବନ କରିବେ , ତେବେ ଏହା ଆପଣଙ୍କ ହୃଦୟର କଲୋଷ୍ଟ୍ରୋଲ କୁ କମ୍ କରିବାରେ ସାହାଯ୍ୟ କରିଥାଏ । ଝିଅ ପିଲାମାନଙ୍କର ଋତୁସ୍ରାବ ରେ ସେମାନଙ୍କୁ ଯେଉଁ ପେଟର ଯନ୍ତ୍ରଣା ହୋଇଥାଏ । ଏହି ସମୟରେ ଭିଟାମିନ ଇ ଟାବ୍ଲେଟ ଖାଇବା ଉଚିତ । ଭିଟାମିନ ଯନ୍ତ୍ରଣାକୁ କମ କରିଥାଏ ଏହା ପରୀକ୍ଷା ସିଦ୍ଧ ଅଟେ । ଭିଟାମିନ-ଇ ଆପଣଙ୍କ ସ୍କିନ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ମୁହ ର ସୁନ୍ଦରତାକୁ ବଢେଇଥାଏ ।

ଏହା ସହିତ ଆମ ଚୁଟି ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ଏହା ସ୍ମରଣ ଶକ୍ତି କୁ ବୃଦ୍ଧି କରେ ଥରେ ପଢିଲେ ଆମେ ମନେ ରଖିଥାଉ ।  ଭିଟାମିନ- ଇ ଆମ ବୟସ ବଢିବା ଦ୍ଵାରା ଯେଉଁ ସବୁ ସମସ୍ୟା ଦେଖାଯାଇଥାଏ , ତାହାର ନିବାରଣ କରିଥାଏ । ଏହା ଆମ ର ଇମ୍ମୁନିଟି କୁ ବୃଦ୍ଧି କରିଥାଏ । ତେଣୁ ଆପଣମାନଙ୍କୁ ଏହାକୁ ସେବନ କରିବା ନିହାତି ଜରୁରୀ ଅଟେ । ଏହି ପୋଷ୍ଟ ଭଲ ଲାଗିଲେ ଆମ ପେଜ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କୁ ଶେୟାର କରନ୍ତୁ । ଆପଣାମାନଙ୍କ ମତକୁ କମେଣ୍ଟ ମାଧ୍ୟମରେ ଆମମାନଙ୍କୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *