Bollywood ଓ South ଇଣ୍ଡଷ୍ଟ୍ରି ର ଏହି ଅଭିନେତା ଓ ଅଭିନେତ୍ରୀ ମାନେ ରିଅଲ ଲାଇଫ ରେ ଅଟନ୍ତି ଶାଳି-ଭିଣେଇ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଆପଣ ମାନେ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନଙ୍କ ମଧ୍ୟରେ ଭେଣେଇ ଓ ଶାଳିର ସମ୍ପର୍କ ରହିଛି । ଏହି ଭିଣେଇ ଓ ଶାଳି ମାନଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି ।

ଏହା ସହିତ ଏମାନେ କେତେକ ସ୍ଥାନରେ ଏକା ସହ ମଧ୍ୟ ନଜର ଆସନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଫେମସ ଭେଣେଇ ଓ ଶାଳି ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଜୟ ଦେବଗନ ଓ ରାନୀ ମୁଖାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ ରାନୀ ମୁଖାର୍ଜୀ । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କର ବହୁତ ଫିଲ୍ମ ଦେଖିଥିବେ । ବନ୍ଧୁଗଣ ଅଜୟ ଦେବଗନ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ସହ ବିବାହ କରିଛନ୍ତି ଓ କାଜୋଲଙ୍କ ସମ୍ପର୍କୀୟ ଭଉଣୀ ହେଉଛନ୍ତି ରାନୀ ମୁଖାର୍ଜୀ । ରାନୀ ଓ ଅଜୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ଏହି ଦୁଇଜଣ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ କରନ୍ତି । ଏହି ଦୁଇଜଣ ପରସ୍ପରକୁ ବହୁତ ସମ୍ମାନ ଦେବା ସହ ବହୁତ ଏଞ୍ଜୋଏ ମଧ୍ୟ କରନ୍ତି ।

କାଜୋଲ ଅଗ୍ରୱାଲ ଓ କରନ ବଲୁଚା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ସାଉଥ ଅଭିନେତ୍ରୀ କାଜୋଲ ଅଗ୍ରୱାଲ ଓ ତାଙ୍କ ଭେଣେଇ କରନ ବଲୁଚା । ବନ୍ଧୁଗଣ ଆପଣ ମାନେ ସମସ୍ତେ କାଜୋଲଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । କାଜୋଲଙ୍କର ଏକ ବଡ ଭଉଣୀ ଅଛନ୍ତି ଯିଏ ବିଜନେସ ମ୍ୟାନ କରନ ବଲୁଚାଙ୍କ ସହ ବିବାହ କରିଛନ୍ତି । କାଜୋଲ ଓ କରନ ପରସ୍ପର ସହ ବହୁତ ଭଲ ସମ୍ପର୍କ ରଖିଛନ୍ତି । ଏହା ସହିତ ଏହି ଭେଣେଇ ଶାଳିଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବହୁତ ପସନ୍ଦ କରନ୍ତି ।

ଅକ୍ଷୟ କୁମାର ଓ ରିଙ୍କି ଖନା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ଶାଳି ରିଙ୍କି ଖନା । ଅକ୍ଷୟ କୁମାର ବଲିଉଡ ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କୁ ବିବାହ କରିଛନ୍ତି ଓ ଟ୍ଵିଙ୍କଲଙ୍କ ଭଉଣୀ ହେଉଛନ୍ତି ରିଙ୍କି ଖନା । ଅକ୍ଷୟ ଓ ରିଙ୍କିଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଏହି ଦୁଇଜଣ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ କରନ୍ତି ।

ମହେଶ ବାବୁ ଓ ଶିଳ୍ପା ଶିରୋଡକର- ଚତୁର୍ଥ ଯୋଡି ଟି ହେଉଛି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ମହେଶ ବାବୁ’ ଏବଂ ଅଭିନେତ୍ରୀ ‘ଶିଳ୍ପା ଶିରୋଦକର’ ଙ୍କ ଯୋଡି। ମହେଶ ବାବୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପୂର୍ବ ଅଭିନେତ୍ରୀ ‘ନମ୍ରତା ସିରୋଦକର’ ଙ୍କୁ ଵିଵାହ କରିଛନ୍ତି ତେବେ ଏହି ଦୃଷ୍ଟି ରୁ ମହେଶ ବାବୁ ଏବଂ ଶିଳ୍ପା ଶାଳୀ ଭିଣେଇ ଅଟନ୍ତି। ଏହି ଯୋଡି ପରସ୍ପର କୁ ବହୁତ ମାନ ସମ୍ମାନ ପ୍ରଦାନ କରନ୍ତି ଏବଂ ଏହି ଯୋଡି ଏକାଠି ବହୁତ ସୁନ୍ଦର ଦେଖାଯାଆନ୍ତି।ବର୍ତ୍ତମାନ ସମୟରେ ଏହି ଶାଳୀ ଭିଣେଇ ଙ୍କ ଯୋଡି ଟପ ଲିଷ୍ଟ ରେ ଅଛି।

ସୁରିୟା ଓ ନଗମା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥ ଅଭିନେତା ସୁରିୟା ଓ ତାଙ୍କ ଶାଳି ନଗମା । ସୁରିୟା ସାଉଥ ଅଭିନେତ୍ରୀ ଜ୍ଯୋତିଙ୍କ ସହ ଅଭିନେତା ସୁରିୟା ବିବାହ କରିଛନ୍ତି ଓ ଜ୍ଯୋତିଙ୍କ ଭଉଣୀ ହେଉଛନ୍ତି ଅଭିନେତ୍ରୀ ନଗମା । ସୁରିୟା ଓ ନଗମାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ଏହି ଶାଳି ଭେଣେଇ ଯୋଡିଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *