Gk Questions & Answers- ୮ ଟି କଦଳୀ କୁ ବିନା କାଟି ବିନା ଭାଙ୍ଗି ୩ ଜଣଙ୍କୁ କେମିତି ବାଣ୍ଟିବେ ? ୯୯ % ଲୋକ ଫେଲ

ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥାନ୍ତି । ଏମିତିକି ଚାକିରି କ୍ଷେତ୍ରରେ କେତେକ ସାଧାରଣ ଜ୍ଞାନର ବହୁତ ଗୁରୁତ୍ଵ ରହିଥାଏ ।

ବନ୍ଧୁଗଣ ସବୁଠାରୁ କଠିନ ପରୀକ୍ଷା ହେଉଛି ଆଇଏଏସ ପରୀକ୍ଷା । ଆପଣ ମାନେ ସମସ୍ତେ ଏହି ପରୀକ୍ଷା ବିଷୟରେ ନିଶ୍ଚୟ ଜାଣିଥିବେ ।

ଏହି ପରୀକ୍ଷାରେ ବହୁତ କଠିନ ପ୍ରଶ୍ନ ପଚରା ହୋଇଥାଏ ଓ ବହୁତ କମ ଲୋକ ଏହି କଠିନ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଆଇଏଏସ ପରୀକ୍ଷାରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଜୀବନରେ ବହୁତ ଆବଶ୍ୟକ ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧. ଏମିତି କେଉଁ ଜିନିଷ ଅଛି ଯାହା ଭାରତର ଯେକୌଣସି ସ୍ଥାନରୁ କିଣିଲେ ମଧ୍ୟ ତାର ଦର ବଦଳି ନଥାଏ ?

ଉତ୍ତର- ଭାରତୀୟ ଚାଲାଣ

୨. କେଉଁ ସିଷ୍ଟରର ସ୍ଵାମୀଙ୍କୁ ଆପଣ ଭେଣେଇ କହିପାରିବେ ନାହିଁ ?

ଉତ୍ତର- ନର୍ସର ସ୍ଵାମୀକୁ ଆପଣ ଭେଣେଇ କହିପାରିବେ ନାହିଁ

୩. ଯଦି କୌଣସି ମଣିଷ ପଞ୍ଜାବ ନାସନାଲ ବ୍ଯାଙ୍କର ଲୋନ ଚୁକ୍ତା କରିବ ନାହିଁ ତା ହେଲେ କଣ ହେବ ?

ଉତ୍ତର- ଯଦି ଲୋନ ଚୁକ୍ତା ହେବ ନାହିଁ ତା ହେଲେ ସେହହୀ ବ୍ୟକ୍ତିର ସମସ୍ତ ସମ୍ପତ୍ତିକୁ ନିଲାମ କରାଯିବ ।

୪. ଦୁନିଆର କେଉଁ ଦେଶରେ ଗୋଟିଏ ହେଲେ ମନ୍ଦିର ଓ ମସ୍ଜିଦ ନାହିଁ ?

ଉତ୍ତର- ଭେଟିକାନ ସହରରେ କୌଣସି ମନ୍ଦିର ବା ମସ୍ଜିଦ ନାହିଁ ।

୫. ବଲିଉଡ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ଫିଲ୍ମ ହୋଇ ସାରିଛି ?

ଉତ୍ତର- ୭୩୫୩୮ଟି ଫିଲ୍ମ ହୋଇ ସାରିଛି ।

୬. ସ୍ପେସରେ କଣ ମଣିଷର ଉଚ୍ଛତା ବଢିଥାଏ ?

ଉତ୍ତର- ହଁ ବଢିଥାଏ

୭. ରାଜା ମହାରାଜା ମାନେ ପୁରାତନ ଯୁଗରେ ନିଜର ଦାଢିକୁ କେମିତି କାଟୁ ଥିଲେ ?

ଉତ୍ତର- ଧାରୁଆ ପଥର ଦ୍ଵାରା ନିଜର ଦାଢି କାଟୁଥିଲେ ।

୮. ଦୁନିଆର ସବୁଠାରୁ ମାରାତ୍ମକ ଫାଇଟର ପ୍ଳେନ କେଉଁ ଦେଶରେ ଅଛି ?

ଉତ୍ତର- ଭାରତ ଓ ଇଜରାଇଲ ପାଖରେ ଅଛି ।

୯. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର କେତୋଟି ବିବାହ ହୋଇଛି ?

ଉତ୍ତର- ତିନୋଟି ବିବାହ ହୋଇଛି ।

୧୦. ବର୍ଷା ଦିନରେ ବେଙ୍ଗ ମାନେ ହଠାତ କେଉଁଠି ଆସି ଯାଇଥାନ୍ତି ?

ଉତ୍ତର- ବର୍ଷା ଦିନରେ ବେଙ୍ଗ ମାନେ ହଠାତ ସମସ୍ତ ସ୍ଥାନକୁ ଖାଦ୍ୟ ସେବନ କରିବା ପାଇଁ ଆସିଯାଇଥାନ୍ତି ।

୧୧. ଭାରତର କେଉଁ ରାଜ୍ୟରେ ଲୋକ ମାନେ ସବୁଠାରୁ ଅଧିକ କଦଳୀ ଖାଇଥାନ୍ତି ?

ଉତ୍ତର- ତାମିଲନାଡୁ ରାଜ୍ୟରେ

୧୨. କେଉଁ ଦେଶରେ ଚିତ୍କାର କରୁଥିବା ଲୋକ ମାନେ ଜୋତା ଚପଲ ପିନ୍ଧି ପାରିବେ ନାହିଁ ?

ଉତ୍ତର- ଇଟାଲୀ ଦେଶରେ

୧୩. କେଉଁ ଦେଶରେ କୁକୁର ମାଂସ ଖାଇଥାନ୍ତି ?

ଉତ୍ତର- ଚୀନ ଦେଶରେ

୧୪. ଭାରତର କେଉଁ ରାଜ୍ୟରେ ଝିଅ ମାନେ ଅଧିକ ସିଲେଇ କାମ କରିଥାନ୍ତି ?

ଉତ୍ତର- ରାଜସ୍ଥାନ ରାଜ୍ୟରେ

୧୫. 8 ଟି କଦଳୀ କୁ ବିନା କାଟି ବିନା ଭାଙ୍ଗି 3 ଜଣଙ୍କୁ ସମାନ ଭାବରେ କେମିତି ବାଣ୍ଟିବା ?

ଉତ୍ତର- କଦଳୀ ର ସେକ ତିଆରି କରି

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *