Vastu Tips- ଶୋଇବା ପୁର୍ବରୁ ତକିଆ ତଳେ ରଖି ଦିଅନ୍ତୁ ଏହି ଜିନିଷ ଯାହା ଇଚ୍ଛା କରିବେ ତାହା ପାଇବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାତିରେ ଶୋଇବା ସମୟରେ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ତକିଆ ର ଆବଶ୍ୟକତା ରହିଥାଏ । ଯଦିଓ ତକିଆ ଦେଖିବାକୁ ସାମନ୍ୟ ହୋଇଥାଏ, କିନ୍ତୁ ଦେଖିବାକୁ ସବୁ ସାମନ୍ୟ ଜିନିଷ କାର୍ଯ୍ୟ ରେ ସାମନ୍ୟ ହୋଇନଥାଏ ।

ଯେତେ ମଧ୍ୟ ଧନୀ ବ୍ୟକ୍ତି ହୋଇଥାଉ ନା କାହିଁକି ରାତିରେ ଶୋଇବା ପାଇଁ ତା’କୁ ତକିଆ ର ଆବଶ୍ୟକତା ନିଶ୍ଚିତ ଭାବରେ ପଡ଼ିଥାଏ । ଏହି ସାମନ୍ୟ ଦେଖା ଯାଉଥିବା ତକିଆ ର ସଠିକ ଉପଯୋଗ ଦ୍ୱାରା ଆପଣଙ୍କ ଭାଗ୍ୟ ରାତାରାତି ଚମକି ଉଠିବ । ତେବେ ଆଜି ଆମେ ଆପଣ ମାନଙ୍କୁ ୪ଟି ଏଭଳି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ଶୋଇବା ସମୟରେ ନିଜର ତକିଆ ତଳେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ ଏବଂ ଆପଣ ସଫଳତା ହାସଲ କରିବେ ।

ଏହି ଜିନିଷ ଦ୍ଵାରା ଆପଣଙ୍କ ଜୀବନ ସକାରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ମୟୁର ପର କୁ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ ଏବଂ ଆପଣଙ୍କୁ ଜୀବନରେ ସଫଳତା ହାସଲ ହେବ । ଆପଣଙ୍କ ଜୀବନ ର ସମସ୍ତ ନକରାତ୍ମକ ଉର୍ଜା ର ନଷ୍ଟ ହେବ । ଆପଣ ସକାଳୁ ଉଠିବା ପରେ ତକିଆ ତଳେ ଥିବା ମୟୁର ପର ର ଦର୍ଶନ ଅବଶ୍ୟ କରନ୍ତୁ । ଏହାର ପରିଣତି ଶୁଭ ଦାୟକ ହୋଇଥାଏ । ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ଦୋଷ ମଧ୍ୟ ଦୁର ହୋଇଥାଏ ।


୨. ବନ୍ଧୁଗଣ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ଚାରି ରୁ ପାଞ୍ଚ ଟି ତୁଳସୀ ପତ୍ର କୁ ନେଇ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଆଖପାଖରେ ଥିବା ସମସ୍ତ ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ ଏବଂ ଆପଣଙ୍କ ଚାରିପାଖ ର ବାତାବରଣ ଶୁଦ୍ଧ ଓ ସକରାତ୍ମକ ଉର୍ଜା ରେ ପୂର୍ଣ ହୋଇଯିବ । ସକାଳୁ ଉଠିବା ପରେ ସେହି ତୁଳସୀ ପତ୍ରକୁ ଖାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ ଓ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । କିନ୍ତୁ ଏଥିପ୍ରତି ଧ୍ୟାନ ରଖିବେ ଯେ ସନ୍ଧ୍ୟା ବା ରାତି ସମୟରେ ତୁଳସୀ ପତ୍ରକୁ ଛିଣ୍ଡାଇବେ ନାହିଁ ।


୩. ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ ଏକ ଟଙ୍କିଆ ମୁଦ୍ରା ନିଜ ତକିଆ ତଳେ ରଖି ଦିଅନ୍ତୁ ଏବଂ ଏହାକୁ ସକାଳୁ ଉଠି କୌଣସି ଗରିବ କୁ ଦାନ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ତଥା ଅସୁବିଧା ଦୁର ହେବ ଏବଂ ଏପରି ଏକ ମାସ କରିବା ପର୍ଯ୍ୟନ୍ତ ଧୀରେ ଧୀରେ ଆପଣଙ୍କ ଦୋଷ ଦୂର ହେବ ଏବଂ ଆପଣଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ର ସଞ୍ଚାର ହେବ ।


୪. ବନ୍ଧୁଗଣ ଯଦି ଆପଣଙ୍କ କୁଣ୍ଡଳୀ ରେ ଚନ୍ଦ୍ରମା ର ସ୍ଥିତି ଠିକ ଭାବରେ ନାହିଁ ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ଚାନ୍ଦି ର ମୁଦ୍ରା ରଖି ଦିଅନ୍ତୁ । ଏହା ସହିତ ଯଦି ଆପଣଙ୍କ କୁଣ୍ଡଳୀ ରେ ମଙ୍ଗଳ ବା ବୁଧ ଗ୍ରହ ଦୋଷ ରହିଛି ତେବେ ଆପଣ ନିଜ ତକିଆ ତଳେ ଚାନ୍ଦି ବା ସୁନା ରୁ ନିର୍ମିତ ସାମଗ୍ରୀ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ରେ ଥିବା ସବୁ ପ୍ରକାର ଦୋଷ ଦୂର ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *