Health Tips- ଶୋଇବା ପୂର୍ବରୁ 1 ଗ୍ଲାସ ପିଅନ୍ତୁ, 90 ବର୍ଷର ବୁଢାପା ବି ଦୂର ହୋଇଯିବ…ରକ୍ତ ଅଭାବ, କ୍ୟାଲସିୟମ ଅଭାବ ଓ ଭିଟାମିନ ଅଭାବରୁ ମୁକ୍ତି

ନମସ୍କାର ବନ୍ଧୁଗଣ , ଆମ ଶରୀରରେ କାଲସିୟମ ଅଭାବ  , ରକ୍ତ ଅଭାବ ଦେଖିବାକୁ ପାଇଥାଉ । ଅଳ୍ପ ସମୟରେ ଥକାପଣ ଅନୁଭବ କରିଥାଉ । ଅନେକ ବ୍ୟକ୍ତିକ ର ଏହି ସବୁ କାରଣ ଯୋଗୁ ବୟସ ରୁ ଅଧିକ ବୁଢା ଦେଖାଯାଇଥାନ୍ତି । କିନ୍ତୁ ଏହି ସବୁ ବିଷୟ ର ଉପକରଣ ଆମେ ଘରୋଇ ଉପଚାର ଦ୍ଵାରା ଠିକ କରିପାରିଥାଉ । ଡାକ୍ତରଙ୍କ  ପରାମର୍ଶ ଅନୁସାରେ ଆମେ କାଲସିୟମ ଅଭାବ , ରକ୍ତର ଅଭାବ , ଶରୀରରେ ଗଣ୍ଠି ବିନ୍ଧା ଆଦି କୁ ଘରୋଇ ଉପକରଣ ଦ୍ଵାରା ସହଜରେ ଦୂର କରିପାରିଥାଉ ।

କାଲସିୟମ ଆମ ଶରୀରରେ ଏପରି ଏକ ମିନେରାଲ ହୋଇଥାଏ ଯାହା ଶରୀର ହାଡରେ , ଦାନ୍ତରେ  ଏହା ଅଧିକ ପରିମାଣରେ ରହିଥାଏ । ଆମ ବୟସ ର ବୃଦ୍ଧି ହେବା ସହ କାଲସିୟମର ଅଭାବ ଦେଖିବାକୁ ମିଳିଥାଏ । ଏହାର ଅଭାବ ରୁ ଚାଲିବା ଉଠିବା ରେ ଅସୁବିଧା ହୋଇଥାଏ , ଥକାପଣ ଅନୁଭୂତି ହୁଏ , ଶରୀର ର ସବୁ ଅଙ୍ଗ ବିନ୍ଧା , ଆଣ୍ଟୁ ବିନ୍ଧା ଆଦି ସମସ୍ୟା ଦେଖିବାକୁ ପାଇଥାଉ ।

କାଲସିୟମ ର ଅଭାବ କୁ ପୂରଣ କରିବା ପାଇଁ ଆମ ଘରୋଇ ଉପାୟ କୁ କରିବେ । ଏହାକୁ ତିଆରି କରିବା ସହଜ ହୋଇଥାଏ ଏହା ଆବଶ୍ୟକ ଜିନିଷ ଘରୁ ଆପଣଙ୍କୁ ମିଳିଯାଇଥାଏ । ପ୍ରଥମରେ ଆପଣ ଏକ ଚାମୁଚ ପୋସ୍ତ ନେବେ ଏହାକୁ ତାୱା ଉପରେ ପାଞ୍ଚ ମିନିଟ୍ ପାଇଁ ଉତ୍ତାପ ଦେବା ଦରକାର । ଏବେ ଏହାକୁ ଗ୍ରାଇଣ୍ଡିଗ ସାହାଯ୍ୟ ରେ ମିଶ୍ରିତ କରି ଏହାର ପାଉଡର ପ୍ରସ୍ତୁତ କରିନେବେ ।

ଏବେ ଏହି ପାଉଡର ରେ ମିଶେଇବେ ଏକ ଚାମୁଚ ମିଶ୍ରି ର ଗୁଣ୍ଡ କୁ ଏବେ ଏହି ଦୁଇ କୁ ସବୁ ଦିନ ଶୋଇବା ପୂର୍ବରୁ ଏକ ଗ୍ଳାସ କ୍ଷୀରରେ ପକେଇ ପିଇବେ ଏହା ଦ୍ଵାରା ଆପଣଙ୍କ କାଲସିୟମ ର ଅଭାବ ଦୂର ହୋଇଥାଏ ଏବଂ ଶରୀର ରେ ଦେଖାଯାଉଥିବା ଅସୁବିଧା ଗୁଡିକ ସମାଧାନ ହୋଇଥାଏ । ଏହି ଉପାୟକୁ ସୁସ୍ଥ ବ୍ୟକ୍ତି ପିଇବା ଦ୍ଵାରା କାଲସିୟମ ଆହୁରି ଅଧିକ ହୋଇଥାଏ ଏବଂ ଯେଉଁ ବ୍ୟକ୍ତିକ ଶରୀରରେ ଏହା ଅଭାବ ରହିଥାଏ ତାହା ମଧ୍ୟ ଦୂର ହୋଇଥାଏ ।

ଅନେମିଆ ଆମ ଶରୀରରେ ରକ୍ତର ଅଭାବ ରୁ ଦେଖାଯାଇଥାଏ ।  ଆମ ଶରୀରରେ ଅନେମିଆ ହିମୋଗ୍ଲୋବିନ ର ମାତ୍ରା କୁ କମ କରିଥାଏ ଏବଂ ଅନେମିଆ ଯୋଗୁ ଥକାପଣ , ମୁଣ୍ଡ ବିନ୍ଧା , ଛୁଟି ଝଡିବା , ଚାଳି ଣ ପାରିବ , ମୁହଁ ହଳଦିଆ ହେଇଯିବା ଆଦି ଲକ୍ଷଣ ଦେଖାଯାଇଥାଏ । ଅନେମିଆ କୁ ଦୂର କରିବା ପାଇଁ ଆପଣ ଙ୍କୁ ଏକ ଗ୍ଳାସ ବିଟ ରସ ନେବାର ଅଛି ଏବଂ ଏଥିରେ ଏକ ଚାମୁଚ ମହୁ କୁ ପକେଇ ଏହାକୁ ଦିନରେ ଥରେ ସେବନ କରିବା ହୋଇଥାଏ । ଏ

ହାକୁ ନିହାତି ସପ୍ତାହ କରିବା ଉଚିତ୍ । ବିଟ ର ରସ କୁ ପିଇବା ଦ୍ଵାରା ଏଥିରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ ଯାହା ଆପଣଙ୍କ ଶରୀରରେ ହିମୋଗ୍ଲୋବିନ କୁ ବଢିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ଶରୀରରେ ଦୁର୍ବଳତା ରହିଥାଏ ଓଜନ ବୃଦ୍ଧି ହୋଇନଥାଏ ତେବେ ଆପଣ ଏକ କଦଳୀ କୁ ନେଇ ଏହାକୁ ଛୋଟ ଖଣ୍ଡ କରି ନେବେ ଏଥିରେ ଏକ ଚାମୁଚ ଦଳ ଚିନି ଏବଂ ଏକ ଚାମୁଚ ମହୁ ପକେଇ ଖାଇବେ । ଏହା ଦ୍ଵାରା ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ଓଜନ ମଧ୍ୟ ବଢି ଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *