ସକାଳ 8 ଟା ପରେ ସ୍ନାନ କରୁଥିବା ମହିଳା ମାନେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ଗାଧୋଇବା ସମୟରେ ଆମକୁ କିଛି କଥାର ଧ୍ୟାନ ରଖିବା ଉଚିତ ହୋଇଥାଏ । କାରଣ ଆପଣ ଗାଧୋଇବା ସମୟରେ ଅଜାଣତରେ କରୁଥିବା ଭୁଲର ଏକ ବଡ ମୂଲ ଦେବାକୁ ପଡିଥାଏ ଜୀବନରେ । ଧନ ସମ୍ପତ୍ତି, ସୁଖ ଶାନ୍ତିରୁ ଆପଣଙ୍କୁ ହାତ ଧୋଇବାକୁ ପଡିପାରେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ଗାଧୋଇବା ସମୟରେ କେଉଁ ଭୁଲ କରିବା ଅନୁଚିତ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

1- ଯଦି ଆପଣ ସମ୍ପୂର୍ଣ ଗାଧୋଇବେ ନାହିଁ ତଥା ଅଧା ଗାଧୋଉଥିବେ ତେବେ ଆପଣଙ୍କ କୁଣ୍ଡଳୀରେ ଦୋଷ ଆସିବା ଆରମ୍ଭ ହୋଇଯାଏ । ତେଣୁ କେବେ ମଧ୍ୟ ଅଧା ଗାଧୋଇବା ଉଚିତ ନୁହେଁ । 2- କୌଣସି ମହିଳାଙ୍କୁ ସମ୍ପୂର୍ଣ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ । ଗାଧୋଇବା ସମୟରେ ଆପଣଙ୍କୁ ଧ୍ୟାନ ରଖିବା ଉଚିତ କି ଆପଣଙ୍କ ଉପରେ ଗୋଟିଏ ବସ୍ତ୍ର ତ ନିହାତି ରହିବା ଆବଶ୍ୟକ । ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ଘରକୁ ଦାରିଦ୍ରତା ମାଡି ଆସିଥାଏ ।

3- ଗାଧୋଇ ସାରିବା ପରେ କେବେ ମଧ୍ୟ ଅନ୍ୟ କୌଣସି ବ୍ୟକ୍ତିଙ୍କ ଟାଉଏଲ ସାହାର୍ଯ୍ୟରେ ଦେହକୁ ପୋଛିବା ଉଚିତ ନୁହେଁ । 4- ଗାଧୋଇବା ଆରମ୍ଭ କରିବା ପୂର୍ବରୁ ତୁରନ୍ତ ମୁଣ୍ଡରେ ପାଣି ଢଳିବା ଅନୁଚିତ । ଆପଣ ଏହା କରିବା ଦ୍ଵାରା ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ । ତେଣୁ ଗାଧୋଇବା ସମୟରେ ସର୍ବପ୍ରଥମେ ନିଜ ପାଦରେ ପାଣି ଢାଳନ୍ତୁ ।

5- ଗାଧୋଇବା ପୂର୍ବରୁ ଆପଣଙ୍କୁ ଠାକୁର ପୂଜା ପାଇଁ ଫୁଲ ତୋଳି ରଖିବା ଆବଶ୍ୟକ । ଏହା ମଧ୍ୟ ନିୟମ ରହିଛି କି ପୂଜା ପୂର୍ବରୁ ଠାକୁର ବାସନ ସବୁକୁ ମଧ୍ୟ ଧୋଇକି ରଖିଦେବା ଉଚିତ । 6- ଗାଧୋଇ ସାରିବା ପରେ ବସ୍ତ୍ର ଆଦି ସଫା କରିବା ଉଚିତ ନୁହେଁ କିମ୍ବା ଗାଧୋଇ ସାରିବା ପରେ ଠାକୁର ପୂଜା ନକରି ରୋଷେଇ ଘରକୁ ଯାଇ ରୋଷେଇ କାର୍ଯ୍ୟ କରିବା ଉଚିତ ନୁହେଁ ।

7- ଗାଧୋଇସାରିବା ପରେ ଆପଣଙ୍କୁ ସର୍ବ ପ୍ରଥମ ଠାକୁର ପୂଜା କରିବା ଉଚିତ । 8- ସକାଳ ସମୟର ସୂର୍ଯ୍ୟ କିରଣ ମନକୁ ଶାନ୍ତି ଦେଇଥାଏ ଏବଂ ଏହାର କିରଣ ଆମ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ । ତେଣୁ ଆପଣ ଭୋର ସମୟରେ ଉଠି ସ୍ନାନ କରି ସୂର୍ଯ୍ୟ ଆସିବା ପରେ ତାଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂରେଇ ଯାଇଥାଏ ।

ତେଣୁ ଆପଣଙ୍କୁ ସକାଳ 8ଟା ପରେ ଗାଧୋଇ ପୂଜା କରିବାର ଫଳ କମ ମିଳିଥାଏ । ଏଥିପାଇଁ ସୂର୍ଯ୍ୟଦୟ ପୂର୍ବରୁ ଉଠନ୍ତୁ ଏବଂ ସ୍ନାନ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *