Health Tips- ସିଜରିୟନ ଡେଲିବରୀ ର 5 ଟି କ୍ଷତି ଶୁଣିଲେ ଆପଣ ବି ସିଜରିୟନ କରିବାକୁ ଡରିବେ

ନମସ୍କାର ବନ୍ଧୁଗଣ , ନାରୀର ବିବାହ ପରେ ସନ୍ତାନ ପ୍ରାପ୍ତି ହେଉଛି ଏକ ବରଦାନ । ଏହି ଦୁନିଆରେ କେବଳ ନାରୀ ହିଁ ସନ୍ତାନ କୁ ଜନ୍ମ କରି ବଂଶକୁ ଆଗକୁ ନେଇକି ଯିବାର କର୍ତ୍ତବ୍ୟ କୁ ନିବାଇଥାନ୍ତି । କିନ୍ତୁ ଯେବେ ଜଣେ ନାରୀ ଗର୍ଭ ଧାରଣ କରିଥାଏ ତେବେ ସେ ପୂର୍ବରୁ ଜାଣିଥାଏ ଯେ ସନ୍ତାନ ଟିକୁ ପ୍ରସବ କରିବା ସମୟରେ ଯନ୍ତ୍ରଣା ଭୋଗିବାକୁ ପଡିଥାଏ ବୋଲି । ସାଧାରଣ ଭାବରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଦୁଇ ପ୍ରକାର ଉପାୟରେ ପ୍ରସବ କରିଥାନ୍ତି ।

ଗୋଟାଏ ହେଉଛି ଯନ୍ତ୍ରଣା ସହି ଯାହାକୁ ଆମେ ନର୍ମାଲ ଡେଲିବରୀ କହିଥାଉ ଏବଂ ଆଉ ଗୋଟେ ହେଉଛି ସିଜେରିନ ଡେଲିବରୀ । ପ୍ରଥମ ନର୍ମାଲ ଡେଲିବରୀ ହେଉଛି ଇଶ୍ଵରଙ୍କ ଦ୍ଵାରା ନାରୀ କୁ ଦିଆଯାଇଥିବା ପ୍ରସବ । କିନ୍ତୁ ଆଜି କଲି ଆମେ ଯଦି ମେଡିକାଲ ଅନୁସାରେ ରିସର୍ଚ କରିବା ତେବେ ଆମେ ଏହା ଜାଣିବାକୁ ପାଇଥାଉ ।

ଯେ ଶହେ ପ୍ରତିଶତ ରୁ ୬୦% ସିଜେରିନ ଡେଲିଭେରୀ ହେଉଛି କିନ୍ତୁ ଏହା ନ ହୋଇ ନର୍ମାଲ ଡେଲିବରୀ ର ପ୍ରତିଶତ ବୃଦ୍ଧି ହେବ ଉଚିତ୍ । କିନ୍ତୁ ଆଜି କାଲି ର ଯୁବ ପିଡି ଏହାର ବିପରୀତ କରୁଛି ନର୍ମାଲ ଡେଲିବେରୀ ବଦଳରେ ଅପରେସନ୍ କରି ସନ୍ତାନକୁ ଜନ୍ମ ଦେଇଥାନ୍ତି  । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆମ କେବଳ ୧୦% ସିଜେରିନ ଡେଲିବରୀ ର ବ୍ୟବହାର କରିବା ଉଚିତ୍ ।

ଇଶ୍ଵର  ଆମକୁ ଯେଉଁ ପ୍ରାକୃତିକ ଉପରେ ପ୍ରସବ ଦେଇଛନ୍ତି ତାହାକୁ କରିବା ଆମ ପାଇଁ ଏବଂ ଆମ ସନ୍ତାନ ପାଇଁ ମଧ୍ୟ ଭଲ ହୋଇଥାଏ । କିନ୍ତୁ ଲୋକେମାନେ ଏହାକୁ ନ ମାନି ନିଜ ସୁଖ ପାଇଁ ସିଜେରିନ ଉପାୟ କୁ କରିଥାନ୍ତି , ପରେ ସେମାନଙ୍କୁ ଏହାର ଖରାପ ପ୍ରଭାବ ର ଫଳ ଭୋଗିବାକୁ ପଡିଥାଏ । ଯଦି ଆପଣ ଶରୀରରେ କୋଣସି ରୋଗ ହୋଇଥାଏ ବା ସନ୍ତାନକୁ ପ୍ରସବ କରିବେ ବାଧା ସୃଷ୍ଟି ହୋଇଥାଏ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏବଂ ଏହି ପରିସ୍ଥିତିରେ ଆମ ଏହି ଉପାୟ କୁ କରିବା ଉଚିତ୍ ହୋଇଥାଏ ।

ଅନେକ ସମୟରେ ପ୍ରାରମ୍ଭ ରୁ ସମସ୍ତ ବିଷୟ ଠିକ ଚାଲି ଥାଏ କିନ୍ତୁ ପ୍ରସବ ସମୟରେ ନର୍ମାଲ ଡେଲିବେରୀ ନ ହୋଇ ଅପରେସନ୍ ପଦ୍ଧତି ରେ ସନ୍ତାନ ଜନ୍ମ କରିଥାଏ । ଆସନ୍ତୁ ଜାଣିବା ଯେ ଏହି ଦୁଇ ପଦ୍ଧତିରେ ସନ୍ତାନ ଜନ୍ମ କରିବା ଦ୍ଵାରା ଆମ କେଉଁ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ଯେଉଁ ମାନେ ଅପରେସନ୍ ପଦ୍ଧତିରେ ସନ୍ତାନ ଜନ୍ମ କରନ୍ତି ସେମାନଙ୍କୁ ଠିକ ହେବାରେ ସମୟ ଲାଗିଥାଏ କିନ୍ତୁ ପ୍ରାକୃତିକ ଉପରେ ଜନ୍ମ ଦେଇଥିବା ମହିଳା ଜଳଦୀ ଠିକ ହୋଇଯାଇଥାଏ ।

ପ୍ରାକୃତିକ ସମସ୍ୟରେ ଯେଉଁ ଯନ୍ତ୍ରଣା ହୋଇଥାଏ ସନ୍ତାନ ଏବଂ ମାତା ଯେଉଁ ଯୁଦ୍ଧ କରିଥାନ୍ତି । ଏହା ଦ୍ଵାରା ସନ୍ତାନ ଭିତରୁ ସ୍ଵାସ୍ଥବାନ ହୋଇ ଜନ୍ମ ହୋଇଥାଏ ।  ଯାହି ଆପଣ ପ୍ରାକୃତିକ ଉପାଯରେ ସନ୍ତାନ କୁ ଜନ୍ମ ଦେଇବାକୁ ଚାହିଥାନ୍ତି । ତେବେ ଶରୀରରେ କାର୍ବନ ହାଇଡ୍ରେଟ ର ମାତ୍ରା କମମ ନେବେ ଏବଂ ଡାଇବେଟିସ , ରକ୍ତଚାପ ଆଦି କୁ ନିୟମିତ ରଖିବା ଉଚିତ୍ । ଶରୀରରେ ଚଳା ବୁଲା ବାୟାମ ଆଦି କରିବା ଦ୍ଵାରା ଆମେ ଅପରେସନ୍ ପଦ୍ଧତି ରୁ ବଞ୍ଚିତ ହେଇଥାଉ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *