Vastu Tips- ଶୁକ୍ରବାର ଦିନ ବାସ ଗୋଟିଏ ଲବଙ୍ଗ ଓ ଗୋଟିଏ ଗୁଜୁରାତି ଗୁଜୁରାତିର ଏହି ଉପାୟ, ଏତେ ପଇସା ଆସିବ କି ସମ୍ଭାଳି ପାରିବେନି…. 

ନମସ୍କାର ବନ୍ଧୁଗଣ ,     ଶୁକ୍ରବାର ଦିନ ଏହି ଉପାୟ କରିବା ଦ୍ଵାରା ଘରର ସମସ୍ତ ସମସ୍ୟା ଦରିଦ୍ରତା ଦୂର ହୋଇଯାଇଥାଏ । ମଣିଷ ଜୀବନରେ ଦୁଃଖ କଷ୍ଟ ଆସିବା ସାଧାରଣ ବିଷୟ ଅଟେ ଏହି ସମୟରେ ମଣିଷ କୁ ଧାର୍ଯ୍ୟ ଧରି ଜୀବନରେ ଆସୁଥିବା ସମସ୍ତ ପ୍ରକାରର ଅସୁବିଧାକୁ ଇଶ୍ଵରଙ୍କ ଠାରେ ବିଶ୍ଵାସ ରଖି ସାମ୍ନା କରିବା ଉଚିତ୍ । କିନ୍ତୁ ମଣିଷ ତାହା ନ କରି ତାହାର ଅକର୍ମ ଦୋଷ କୁ ବିଧାତାଙ୍କ ଉପରେ ଦୋଷା ଆରୋପ କରିଥାନ୍ତି ।

କଷ୍ଟକର ସମୟରେ ବିଶ୍ଵାସ ସହିତ ଆଗକୁ ବଢି ଏହାର ସମାଧାନ ବାହାର କରିବା ଦରକାର । ଆଜି ମୁଁ ଆପଣଙ୍କୁ ଲବଙ୍ଗ ଏବଂ ଇଲାଚି କୁ ବ୍ୟବାହାର କରି ସମାସ ସମସ୍ୟା କୁ ଦୂର କରିପାରିବେ । ଏହା ସତ୍ୟ ଅଟେ ଯେ କଷ୍ଟ ପରିସ୍ଥିତିରେ ଧୋର୍ଯ୍ୟ ରଖିବା ଅସମ୍ଭବ ଅଟେ , କିନ୍ତୁ ଯଦି ଆମେ ଏହି ଅବସ୍ଥାରେ ଆମ ପ୍ରାଚୀନ କାଳର କିଛି ଉପାୟ କୁ କରି ଏହାର ସମାଧାନ କରିପାରିବା ।

ସନାତନ ଧର୍ମରେ ଲବଙ୍ଗ ଏବଂ ଗୁଜୁରାତି କୁ ବହୁତ ପବିତ୍ର ମାନା ଯାଇଛି । ଏହାକୁ ସ୍ଵାସ୍ଥ ପାଇଁ ଉପକାରୀ ହେବା ସହିତ ଜ୍ଯୋତିଷ ଶାସ୍ତ୍ର ପାଇଁ ମଧ୍ୟ ଏହା ଉପଯୋଗୀ ହୋଇଥାଏ । ଯଦି ଆପଣଙ୍କ ଘରେ ନାକାରାତ୍ମକ ଶକ୍ତି ର ରହିଥାଏ , କିନ୍ତୁ ଯଦି ଆପଣ ଏହାକୁ ଦୂର କରିବାକୁ ଚାହିଥାନ୍ତି । ତେବେ ଆପଣ ଲବଙ୍ଗର ପ୍ରୋୟଗ କରି ଏହାକୁ କରିପାରିବେ ।

ଆପଣ ତିନୋଟି କର୍ପୁର ଏବଂ ଇଲାଚି କୁ ନେଇ ଏହାକୁ ଜଳେଇ ଦେବେ ଏବେ ଆପଣ ଅଙ୍ଗାର ଥିଲା ସମୟରେ ଏହାକୁ ଘର ର ଚାରି ପାଖରେ ବୁଲାନ୍ତୁ । ଏହା ସମ୍ପୁର୍ଣ୍ଣ ପାଉଁଶ ହେଲା ପରେ ଏଥିରେ ପାଣି ମିଶେଇ ଘର ମୁଖ୍ୟ ଦ୍ଵାର ରେ ପକେଇ ଦେବେ ଏହା ଦ୍ଵାରା ଘରେ ସକାରାତ୍ମକ ଉଜା ପ୍ରବେଶ କରିଥାଏ । ଯେଉଁମାନଙ୍କ ଜାତକରେ ଶୁକ୍ର ମଜବୁତ ହୋଇଥାନ୍ତି ସେ ଘରେ ସୁଖ ସମବୃଦ୍ଧି , ଧନ ଆଦି ରହିଥାଏ ।

ତେଣୁ ଯଦି ଆପଣମାନଙ୍କ ଜୀବନରେ ଶୁକ୍ର କୁ ସୁଦୂଢ କରିବାକୁ ଚାହାନ୍ତି ତେବେ ଶୁକ୍ରବାର ଦିନ ଏହି ଉପାୟ କୁ କରନ୍ତୁ । ଗୁଜୁରାତି କୁ ନେଇ ଏହାକୁ ପାଣିରେ ପକେଇ ଶୁକ୍ରବାର ଦିନ ମା ‘ ଲକ୍ଷ୍ମୀଙ୍କ ଆଗରେ ରଖି ତାହାଙ୍କ ପୂଜା କରନ୍ତୁ । ଏହା ଦ୍ଵାରା ସମସ୍ତ କୁପ୍ରଭାବ ଦୂର ହୋଇ ସୁଖ , ସମ୍ପତି , ଧନ ଆଦି ଆପଣଙ୍କ ଜୀବନରେ ବୃଦ୍ଧି ହୋଇଥାଏ ।

ଯଦି ଆପଣ ଚାକିରୀ କ୍ଷେତ୍ରରେ ବା ଚାକିରୀ ପାଇବାକୁ ଚାହୁଛନ୍ତି ତେବେ ଶୁକ୍ରବାର ଦିନ ଗୁଜୁରାତି ଏବଂ ମିଶ୍ରି କୁ ଅଶ୍ଵତଥ ଗଛର ପତ୍ର ରେ ରଖି ଆସିଲା  ବେଳେ ପଛ କୁ ଭୁଲି ଦେଖିବେ ନାହିଁ , ଏହାକୁ କରିବା ଦ୍ଵାରା ଶିକ୍ଷା କ୍ଷେତ୍ରରେ ସଫଳ ହୋଇଥାନ୍ତି ଏବଂ ଆପଣଙ୍କୁ ଚାକିରୀ ମିଳିଥାଏ । ମଙ୍ଗଳବାର ଦିନ ହନୁମାନଙ୍କ ଆଗରେ ସୋରିଷ ତେଲରେ ଦୁଇଟି ଲବଙ୍ଗ ପକେଇ ଆପଣ ମନରେ ଥିବା ସମସ୍ୟା କୁ କହିବେ ଏହା ଦ୍ଵାରା ଆପଣଙ୍କ ସମସ୍ୟା ଦୂର ହୋଇଯାଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।    

Leave a Reply

Your email address will not be published. Required fields are marked *