Vastu Tips- ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, 24 ଘଣ୍ଟାରେ ବଦଳେଇଦେବ ଆପଣଙ୍କ ଭାଗ୍ୟ

ନମସ୍କାର ବନ୍ଧୁଗଣ ,  ପଇସାକୁ ଚୁମ୍ବକ ଫଟୋ ଟାଣି ଥାଏ ଏହି ଗଛ । ୨୪ ଘଣ୍ଟା ରେ ବଦଳି ଯାଏ ଆପଣଙ୍କ ଭାଗ୍ୟ । ଏହି ଗଛ କୁ ଆମେ ଆମ  ଆଖ ପାଖ ରେ ଦେଖିଥାଉ , କିନ୍ତୁ ଏହାକୁ ଆମେ ଜଙ୍ଗଲି ଗଛ ଭାବି ଉପାଡି ଦେଇଥାଉ , ମାତ୍ର ଏହି ଗଛରେ ମହାଦେବ ଶିବଙ୍କ ବାସ ହୋଇଥାଏ ଏବଂ ମା ‘ ଗଙ୍ଗାଙ୍କ ବାସ ହୋଇଥାଏ । ଏହି ଗଛରେ ଆୟୁର୍ବେଦିକ ଏବଂ ତାନ୍ତ୍ରିକ ଗୁଣ ରହିଛି ଯାହାକୁ ଆପଣ ନିଜର ଦିନ ବ୍ୟବହାର କରିପାରିବେ ।

ଯଦି ଆପଣଙ୍କ ଜୀବନରେ ଦରିଦ୍ରତା , ଧନର ଅଭାବ କଷ୍ଟ , ଦୁଃଖ ଆଦି ରହିଥାଏ , ଏହି ପରିସ୍ଥିତିରେ ଏହି ଗଛ କୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ । ଶତ୍ରୁ ଯଦି ଆପଣଙ୍କ ବିନାଶ କରିବାକୁ ଚାହିଥାଏ । ମାତ୍ର ଏହି ଗଛ କୁ ବ୍ୟବହାର କରିବା ଦ୍ଵାରା ଆସୁଥିବା ବିପଦ ଓଲଟା ସେହି ବ୍ୟକ୍ତିଙ୍କ ପାଖ କୁ ଯାଇଥାଏ । ଜୀବନରେ ଭାଗ୍ୟ ବଦଳାଇବାକୁ ଇଛା କରିଥାନ୍ତି ତେବେ ଏହି ଗଛର ବ୍ୟବହାର ନିଶ୍ଚୟ କରନ୍ତୁ ।

ମହାଶିବଙ୍କ ଆର୍ଶୀବାଦ ଯେଉଁମାନଙ୍କ ଉପରେ ରହିଥାଏ କାଳ ବି  ସେମାନଙ୍କ ର କିଛି କ୍ଷତି କରିନଥାଏ । ଏହି ଗଛର ଦୁଇଟି ଗୁଣ ରହିଛି ଆୟୁର୍ବେଦିକ ଗୁଣ ଏବଂ ତାନ୍ତ୍ରିକ ଗୁଣ । ଶାରୀରକ ସମସ୍ୟାରେ ଯଦି ପୀଡିତ ଅଛନ୍ତି ଲକ୍ଷ ଲକ୍ଷ ଟଙ୍କା କର୍ଚ କରିସାରିଛନ୍ତି କିନ୍ତୁ ଲାଭ ହୋଇନଥାଏ । ତେବେ ଆପଣ ଏହାକୁ ନିଶ୍ଚିତ  କରନ୍ତୁ ଏବଂ ଆପଣଙ୍କ ରୋଗ  ଧୀରେ ଧୀରେ ଭଲ ହୋଇଯାଇଥାଏ ।

ଯଦି ଆପଣ ଏହି ଗଛ ତାନ୍ତ୍ରିକ ଗୁଣ ବିଷୟରେ ଜାଣିବେ ତେବେ ଆପଣ ଏହାକୁ ନିଶ୍ଚୟ ବ୍ୟବହାର କରି ଧନ ଜନିତ ସମସ୍ୟାକୁ ଦୁତ କରିବେ । ଏହି ଗଛ କୁ ଅପାମାର୍ଗ ଗଛ କୁହାଯାଇଥାଏ ଏବଂ ଆମ ଓଡିଶା ରେ ଏହି ଗଛ ଅଧିକ ଦେଖାଯାଇଥାଏ । ଏହି ଗଛ ସବୁ ଗଛ ଭଳି ସିଧା ଉଠି ନ ଥାଏ ଏହା ଉପର ଆଡୁ  ଉଠିଥାଏ  ତେଣୁ ଏହି ଗଛର ନାମ ଅପାମାର୍ଗ କୁହାଯାଇଥାଏ ।

ଏହି ଗଛ ଆମ ଶାସ୍ତ୍ର ପୁରାଣ ଅନୁସାରେ ଏହି ଗଛ ଉପରେ ଅମୃତ ର କିଛି ବୁଦା ପଡିଥିଲେ ଆଗ କାଳର ସାଧୁ ମାନେ ଏହି ଗଛ କୁ ନିଜ ପାଖରେ ରଖୁଥିଲେ । ଯଦି ଆପଣଙ୍କୁ ଦାନ୍ତ ଜନିତ ସମସ୍ୟା ରହିଥାଏ ତେବେ ଏହାକୁ ଦାନ୍ତ ରେ ଲଗାଇବା ଦ୍ଵାରା ଦନ୍ନ୍ତ ସମସ୍ୟା ଦୂର ହୋଇଥାଏ । ପ୍ରାଚୀନ କାଳର ଲୋକମାନେ ଦାନ୍ତ ସଫା କରିବା ପାଇଁ ଏହାକୁ ବ୍ୟବହାର କରିଥିଲେ ।

ଆଣ୍ଠୁ ଜନିତ ସମସ୍ୟା ପାଇଁ ଏହାକୁ ପାଉଡର  କରି ସୋରିଷ ତେଲରେ ମିଶେଇ ଏହାକୁ ବ୍ୟବହାର କରିବା ଦ୍ଵାରା ଆଣ୍ଠୁ ବିନ୍ଧା ଦୂର ହୋଇଥାଏ । ଯଦି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଶତ୍ରୁ ରହିଥାଏ ତେବେ ଆପଣ ଏହି ଗଛର ମଞ୍ଜି କୁ ଆଣି  କନାରେ ଗୁଡାଇ ଶନିବାର ଦିନ ଶନିଦେବଙ୍କ ଆଗରେ ରଖି ଶନି ଚାଳିଶା ୫୧ ଥର ଜପ କରନ୍ତୁ । ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କ ଶତ୍ରୁ କରିବା ଉପାୟ ତାଙ୍କ  ଉପରରେ ଓଲଟା ପଡିଥାଏ । ଏହି ଗଛକୁ ନିଜର ଦୈନନ୍ଦିକ  ଜୀବନରେ ବ୍ୟବହାର କରି ଜୀବନରେ ଥିବା ସମସ୍ତ ସମସ୍ୟା ର ସମାଧାନ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *