ସହବାସରେ ଅନିଚ୍ଛା ! ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ (Dr Debabrata Sabat)

ନମସ୍କାର ବନ୍ଧୁଗଣ, ସହବାସ ମଣିଷ ପାଇଁ ନିହାତି ଭାବରେ ଆବଶ୍ୟକ । ଏହାରି ପାଇଁ ହିଁ ଆଜି ସଂସାର ଆଗକୁ ବଢୁଛି । କିନ୍ତୁ ସହବାସ କରିବା ପାଇଁ ଯେଉଁ ଇଛା ଏବଂ ଆଗ୍ରହ ବୟସ ଥିବା ବେଳେ ଆସିଥାଏ ତାହା ବୟସ ବଢିବା ପରେ କିଛି ଲୋକଙ୍କ ଠାରେ କମିଯାଇଥାଏ । ତେବେ ଏହା କାହିଁକି ହୋଇଥାଏ ଏହା ପଛର କାରଣ କଣ ? ଏହା ଏକ ରୋଗ ନା ସାଧାରଣ ଭାବରେ ଏଭଳି ହୁଏ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ସହବାସ ପାଇଁ ଇଛା କମିବାର ପ୍ରଥମ କାରଣ ହେଉଛି କି ଆଜିକାଲିର ବହୁତ କମ ବୟସର ପିଲା ଫୋନ ମାଧ୍ୟମରେ ସହଜରେ ସେ-କ-ସୁ-ଆ-ଲ ଭିଡିଓ ମାନ ଦେଖି ନିଜର ସ୍ପ-ର୍ମ କ୍ଷୟ କରୁଛନ୍ତି ଯେଉଁଥିପାଇଁ ତାଙ୍କର ଇଚ୍ଛା 30, 35 ବର୍ଷ ବେଳକୁ କମିଯିବା ସ୍ଵାଭାବିକ । ବୟସ କମ ଥିବା ସମୟରେ ସେ-କ-ସୁ-ଆ-ଲ ହରମୋନ ଉର୍ଦ୍ଧରେ ଥାଏ ଏବଂ ଅଧିକ ସେ-କ-ସ କରିବା ପାଇଁ ଆଗ୍ରହ ଆସିଥାଏ ।

କିନ୍ତୁ ଆଜିକାଲିର ପିଲା ହରମୋନ ଉର୍ଦ୍ଧରେ ଥିବା ସମୟରେ ନିଜ କ୍ୟାରିଅର ପ୍ରତି ଧ୍ୟାନ ଦେଇ ବହୁତ ଡେରିରେ ବିବାହ କରୁଛନ୍ତି । ଆଉ ସେତେବେଳକୁ ସେ-କ-ସ ହରମୋନ ଏତେ ଅଧିକ ସିକ୍ରିସନ ଆଉ ହେଉନଥାଏ ତେଣୁ ଇଛା ଶକ୍ତି ମଧ୍ୟ ଆସିନଥାଏ ସେ-କ-ସ କରିବା ପାଇଁ । କାମ ପ୍ରେସର ପାଇଁ ଆଜିକାଲି ବହୁତ ଲୋକ ଡିପ୍ରେସନକୁ ଚାଲି ଯାଉଛନ୍ତି ଏବଂ ଥକି ଯାଉଛନ୍ତି ।

ତେଣୁ ବହୁତ ପ୍ରକାର ମେଡିସିନ ସେମାନେ ନେଉଛନ୍ତି ଷ୍ଟ୍ରେସକୁ କମ କରିବା ପାଇଁ । ଯାହାଦ୍ୱାରା ସେମାନଙ୍କ ପାଇଁ ସେ-କ-ସ ଦିତୀୟ କାମ ଭାବରେ ଯାଉଛି ତେଣୁ ଆଉ ଇଛା ହେଉନାହିଁ ସେ-କ-ସ ପ୍ରତି । ଏହାକୁ ଆପଣ ଜାଣିବା ପାଇଁ କିଛି ଲକ୍ଷଣ ଦେଖା ଦେଇଥାଏ । ଆପଣଙ୍କୁ କୌଣସି କାମ କରିବା ପାଇଁ ଇଛା ହୋଇନଥାଏ । ଅଳ୍ପ କାମ କରିବା ଦ୍ଵାରା ଆପଣ ଥକି ଯିବାର ଅନୁଭବ କରିବେ ।

ଏହି ଲକ୍ଷଣ ଦେଖି ବ୍ଲଡ଼ ଟେଷ୍ଟ କରାଯାଇଥାଏ ଏହା ସମ୍ପର୍କରେ ଜାଣିବା ପାଇଁ । ପୁରୁଷ ମାନଙ୍କ ଶରୀରରେ ଟେଷ୍ଟୋଷ୍ଟିରନ ତାଙ୍କ ବୟସ ଅନୁଯାୟୀ ଯଦି ନଥାଏ ତେବେ ତାଙ୍କୁ ଟେଷ୍ଟୋଷ୍ଟିରନ ଦେବା ପାଇଁ ଡାକ୍ତର ମାନେ ପ୍ରୟାସ କରିଥାନ୍ତି । ଟେଷ୍ଟୋଷ୍ଟିରନ କ୍ୟାପସୁଲ ହେଉ କିମ୍ବା ଇଞ୍ଜେକସସନ ମାଧ୍ୟମରେ ତାଙ୍କୁ ଦିଆଯାଏ ।

ଟେଷ୍ଟୋସିରନ ଠିକ ରହିବା ଦ୍ଵାରା ପ୍ରାୟ ରୋଗୀ ନିଜର ସେ-କ-ସ କରିବାର ଆଗ୍ରହକୁ ଫେରି ପାଆନ୍ତି । ସେ-କ-ସ ସହ କାର୍ଯ୍ୟକ୍ଷେତ୍ରରେ କାମ କରିବାର ଇଚ୍ଛା ମଧ୍ୟ ବଢିଯାଏ । ଏହା ବ୍ଯତୀତ ଆପଣଙ୍କୁ ରେଗୁଲାର ଏକସରସାଇଜ ଏବଂ ଆପଣଙ୍କ ଖାଦ୍ୟପେୟର ଧ୍ୟାନ ରଖିବା ନିହାତି ଭାବରେ ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *