Ajira Anuchinta- ଘରକୁ ବିଛା ଆସିଲେ ଭୁଲରେ ବି ମାରନ୍ତୁ ନାହିଁ, କେବଲ ଏତିକି କରନ୍ତୁ  

ନମସ୍କାର ବନ୍ଧୁଗଣ,  ନ କରିବା କାର୍ଯ୍ୟକୁ ଆପଣ ଅଜାଣତରେ କରିଥାନ୍ତି ସତ । କିନ୍ତୁ ତାହା ଆପଣଙ୍କ କର୍ମରେ ଯୋଡି ହୋଇଯାଏ ଆଉ ସେହି ଅନୁଯାୟୀ ଆପଣଙ୍କୁ ଫଳ ପ୍ରାପ୍ତ ହୁଏ । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ପ୍ରାୟତଃ କିଛି ସାଧାରଣ କଥା ବିଷୟରେ ଜାଣିବା ପାଇଁ । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ କଥା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ଆଉ ଆଶା କରୁଛୁ ତାହାର ଆପଣ ପାଳନ କରିବେ ଏବଂ ଶୁଭ ଫଳ ପାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଯଦି ଶନି ଆପଣଙ୍କ ପ୍ରତି କ୍ଷତିକାରକ ବୋଲି ମନେ କରୁଥାନ୍ତି ତେବେ  କଳା ଘୋଡାର ନାଲ ଆପଣ ଅଙ୍ଗୁଳିରେ ଆଣି ମୁଦି କରି ପିନ୍ଧନ୍ତୁ । ଏବଂ କାଉ ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ । 2- ଯଦି ଆପଣଙ୍କ ଠାରେ ମେଦ ବହୁଳତା ସମସ୍ୟା ରହିଛି ତେବେ ଆପଣ ରାତିରେ ଅଳ୍ପ ଜୀରା ଆଣି ଏକ ଗ୍ଲାସ ପାଣିରେ ପକାଇ ଦିଅନ୍ତୁ । ସକାଳୁ ଆପଣ ସେହି ଜୀରାକୁ ଛାଣି ଦିଅନ୍ତୁ ପାଣିରୁ । ଆପଣ ଏହି ପାଣିକୁ ଏକ ମାସ ସେବନ କରନ୍ତୁ । ଏହାପରେ ଆପଣ ଦେଖିବା ପାଇଁ ପାଇବେ ପରିବର୍ତ୍ତନ ।

3- ଖାଇ ସାରିବା ପରେ କିଛି ଲୋକ ନିଜର ହାତ ଚାଟନ୍ତି । ଆପଣ ଯଦି ହାତ ଚାଟୁଛନ୍ତି ତେବେ ଆଙ୍ଗୁଳିର ଆଗପଟ ଚାଟନ୍ତୁ କିନ୍ତୁ ଭୁଲରେ ମଧ୍ୟ ଅଙ୍ଗୁଳିରେ ପଛ ପଟ ଚାଟନ୍ତୁ ନାହିଁ । 4-  ଧ୍ୟାନ ରଖନ୍ତୁ ଘର ଭିତରେ ବସି କେବେ ମଧ୍ୟ ନଖ କାଟିବେ ନାହିଁ । ନଖ କାଟିବା ସମୟରେ ଆପଣ ବାରଣ୍ଡାରେ କିମ୍ବା ପଦାରେ ବସି ନଖ କାଟିବେ ।

5-  ବାପା ମାଆଙ୍କ ପାଖରେ କେବେ ମିଛ କୁହନ୍ତୁ ନାହିଁ ଏବଂ ଯଦି କିଛି ଗୁରୁତ୍ଵପୂର୍ଣ କଥା ଥାଏ ତେବେ ସ୍ତ୍ରୀ ଆଗରେ କୁହନ୍ତୁ ନାହିଁ । କାରଣ ନାରୀଙ୍କ ପେଟରେ କେବେ ମଧ୍ୟ କଥା ରହି ନଥାଏ । 6- ମନେ ରଖନ୍ତୁ କେବେ ମଧ୍ୟ ବିଛାକୁ ମାରିବେ ନାହିଁ । କାରଣ ବିଛା ବାପା ମାଆଙ୍କ ଏକମାତ୍ର ସନ୍ତାନ ହୋଇଥାଏ ।

ଆଉ ଯଦି ଆପଣ ବିଛାକୁ ମାରୁଛନ୍ତି ତେବେ ଆପଣ ପାଇଁ ଏକ ବଂଶ ବୁଡିଗଲା ବୋଲି ଆପଣ ଜାଣିବେ । ଯଦି ଆପଣ କୁଆଡେ ଯାତ୍ରା କରୁଥିବା ସମୟରେ ବିଛାଟିଏ ଦେଖନ୍ତି ତେବେ ଏହା ବହୁତ ଅଧିକ ଶୁଭ ହୋଇଥାଏ । 7- ଆପଣଙ୍କ ଘରେ ଯଦି ବିଛା ବାହାରିଲା ତେବେ ଜାଣିଯିବେ ୮ ଦିନ ମଧ୍ୟରେ ଆପଣଙ୍କର କିଛି ମନସ୍କାମନା ପୁରା ହେବାକୁ ଯାଉଛି ।

8- ନିଜ ଯୌବନକୁ ଅଧିକ ଦିନ ରଖିବା ପାଇଁ ଚାହୁଁଥିଲେ ପ୍ରତ୍ୟକ ଦିନ ଗାଜର ଖାଆନ୍ତୁ । ଯେତେ ପ୍ରକାର କୋଳି ରହିଛି ଆପଣ ଖାଆନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *