Ajira Anuchinta- ଯଦି ଆପଣ ବି ଏମିତି ଭୁଲ କରୁଛନ୍ତି ସାବଧାନ ! ଜାଣନ୍ତୁ କଣ କଲେ ଘରକୁ ଆସିଥାଏ ଦରିଦ୍ରତା !

ନମସ୍କାର ବନ୍ଧୁଗଣ, ଜୀବନରେ ଦରିଦ୍ରତା ଆସିବାର ଏବଂ ଅଭାବ ଭୋଗ କରିବା ପଛରେ ଆମର ହିଁ କର୍ମ ଦାୟୀ ହୋଇଥାଏ । ଆମେ କରୁଥିବା କର୍ମ ଆମକୁ କାଙ୍ଗାଳ ବନାଇଦେଇଥାଏ । ଯାହାର ଜ୍ଞାନ ଆମ ପାଖରେ ନଥାଏ ତେଣୁ ଆମେ ଜୀବନରେ ଗରିବୀକୁ ଆମନ୍ତ୍ରଣ କରିଥାଉ ନିଜେ । ଏଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ କଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ଦାରିଦ୍ରତା ଆସିଥାଏ । ଏହାସହିତ ଆପଣଙ୍କୁ ଆହୁରି ମଧ୍ୟ କିଛି ଜ୍ଞାନ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।

୧-  ମୁଣ୍ଡରେ ପଗଡି ଭିଡି, ଗାଲରେ ହାତ ରଖି ଏବଂ ମୁଣ୍ଡରେ ହାତ ରଖି, ପାଦରେ ହାତ ରଖି ଖାଇବେ ନାହିଁ । ଏହାଦ୍ୱାରା ଆପଣଙ୍କର ଅମଙ୍ଗଳ ହୋଇଥାଏ । ୨- ପ୍ରତ୍ୟକଦିନ ସକାଳେ ଆପଣ ଦୁଇଟି ନିମ୍ବ ପତ୍ର ମୁଣ୍ଡରେ ମାରି ସେହି ନିମ୍ବପତ୍ର ଦୁଇଟିକୁ ଖାଆନ୍ତି ତେବେ ଆପଣଙ୍କ ମୁହଁ ତେଜ ବଢିଥାଏ ଏବଂ ମୁହଁର ଦାଗ କମାଇବା ସସହ ଦେହର ଅନେକ ରୋଗକୁ ମଧ୍ୟ ଏହା ନଷ୍ଟ କରିଦେଇଥାଏ ।

୩- ସକାଳୁ ଉଠିବା ପରେ ବାସି ମୁହଁରେ ତଥା ବ୍ରସ ପୂର୍ବରୁ ଯଦି ଆପଣ ଏକ ଗ୍ଳାସ ପାଣି ପିଅନ୍ତି ତେବେ ଆପଣଙ୍କର ବହୁତ ମଙ୍ଗଳ ହୋଇଥାଏ । ୪- କେବେ ମଧ୍ୟ ସମ୍ପୂର୍ଣ ଉ-ଲ-ଗ-ନ ହୋଇ ଗାଧୋଇବା ଉଚିତ ନୁହେଁ ଏହାଦ୍ୱାରା ପିତୃଦୋଷ ଲାଗିଥାଏ । କାରଣ ପିତୃପୁରୁଷ ମାନେ ଆମେ ଗାଧୋଉଥିବା ବସ୍ତ୍ରରୁ ପଡୁଥିବା ପାଣିକୁ ଗ୍ରହଣ କରିଥାନ୍ତି ।

୫- ମୁଣ୍ଡରେ ସିନ୍ଦୁର ଆଙ୍ଗୁଠି ସାହାର୍ଯ୍ୟରେ ଲାଗାଇବା ଅନୁଚିତ । ଆପଣମାନେ ଝିଙ୍କ କଣ୍ଟା କିମ୍ବା କାଠି ସାହାର୍ଯ୍ୟରେ ଲଗାନ୍ତୁ । ୬-  ସନ୍ଧ୍ୟା ସମୟରେ ଆପଣ ଖାଇବେ ନାହିଁ । ସନ୍ଧ୍ୟା ସମୟରେ ଶୋଇବା ମଧ୍ୟ ଅନୁଚିତ । ସନ୍ଧ୍ୟା ସମୟରେ ଭୁଲରେ ମଧ୍ୟ ମୈ-ଥୁ-ନ କରିବେ ନାହିଁ । ଏବଂ ଧ୍ୟାନ ରଖିବେ ସନ୍ଧ୍ୟା ସମୟରେ ପଢିବେ ନାହିଁ ମଧ୍ୟ ।

୭-  ନଡିଆରୁ ବାହାରି ଥିବା ଗଜାକୁ ଆପଣ କେବେ ମଧ୍ୟ ଖାଇବେ ନାହିଁ । ୮-  ଯଦି ଆପଣଙ୍କ ଘର ଉପରେ ଏକ ଧଳା ପେଚା ବସେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଘର ଭିତରକୁ ଧଳା ପେଚା ପସିଯାଏ ତେବେ ଧନଲାଭ ହୋଇଥାଏ । କିନ୍ତୁ କଳା ପେଚା ଏହାର ବିପରୀତ ଫଳ ଦେଇଥାଏ । ୯- ଲୁଣ କେବେ ତଳେ ପକାଇବେ ନାହିଁ କିମ୍ବା ଆପଣଙ୍କ ହାତରେ ଲାଗିଥିବା ଲୁଣକୁ କେବେ ଆପଣ ପିନ୍ଧିଥିବା ବସ୍ତ୍ରରେ ପୋଛିବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କର ଋଣ ବଢିବାକୁ ଲାଗିଥାଏ ।

୧୦- ସକାଳୁ ଉଥିବା ପରେ ନିଜ ମୁହଁ ପ୍ରଥମେ କେବେ ଆଇନାରେ ଦେଖନ୍ତୁ ନାହିଁ । ମୁହଁ ଧୋଇସାରି ପ୍ରଥମେ କୌଣସି ଠାକୁରଙ୍କ ଫାଟୋ ଦେଖନ୍ତୁ । ଏହାପରେ ଯାଇ ନିଜ ମୁହଁ ଦେଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *