Health Tips- 100 ବର୍ଷ ପର୍ଯ୍ୟନ୍ତ ଖରାପ ହେବ ନାହିଁ Liver, ବାସ ଦିନକୁ 2 ଥର ଏହାକୁ ପିଇ ନିଅନ୍ତୁ

ବନ୍ଧୁଗଣ ଲିଭର ଆମ ଶରୀର ର ଏକ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଙ୍ଗ ଅଟେ । ଏହା ଆମ ଶରୀର ରେ ରହି ଆମେ ପ୍ରତିଦିନ ଖାଉଥିବ ଖାଦ୍ୟ କୁ ପଚନ କରିବାରେ ସାହାର୍ଯ୍ୟ କରିଥାଏ । ଆମ ଶରୀର ସୁସ୍ଥ ରହବାରେ ଲିଭର ଅନେକ ଭୂମିକା ରହିଅଛି । ତେଣୁ ବ୍ୟକ୍ତି କୁ ସୁସ୍ଥ ରହିବାକୁ ହେଲେ ତାକୁ ତାର ଲିଭର କୁ ମଧ୍ୟ ସୁସ୍ଥ ରଖିବାକୁ ପଡେ। ଲିଭର ଜନିତ ଯେଉଁ ସବୁ ରୋଗ ହୋଇଥାଏ ସେ ସବୁ ମଧ୍ୟରୁ ଫ୍ୟାଟି ଲିଭର ରୋଗ ଅନ୍ଯତମ ।

ଯାଞ୍ଚ ରୁ ଜଣ ଆପଡିଛି ଆମ ଦେଶ ର ଯୁବା ମାନଙ୍କ ମଧ୍ୟରେ ୩୩% ଲୋକ ଙ୍କ ଠାରେ ଫ୍ୟାଟି ଲିଭର ଜନିତ ସମସ୍ଯା ଦେଖିବାକୁ ମିଳୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଉପଚାର ଯାହା ସାହାର୍ଯ୍ୟ ରେ ଆପଣ ଅତି ସରଳତମ ଉପାୟ ରେ ହିଁ ଫ୍ୟାଟି ଲିଭର ଜନିତ ସମସ୍ଯା ରୁ ମୁକ୍ତ ହୋଇ ପାରିବେ ।

ବନ୍ଧୁଗଣ ଆଜିର ଏହି ଉପାୟ ଟି କୁ ଆପଣ ଙ୍କୁ ନିୟମିତ ରୂପରେ ଦିନକୁ ଦୁଇଥର ପ୍ରୟୋଗ କରିବାକୁ ପଡିବ । ଆଜିର ଏହି ଉପାୟ ଟି ପାଇଁ ଆପଣ ସର୍ବପ୍ରଥମେ ସକାଳୁ ଉଠି ଏକ ଗ୍ଳାସ ଉଷୁମ ପାଣି ନେଇ ନିଅନ୍ତୁ । ଏହା ପରେ ଏହି ଉଷୁମ ପାଣି ରେ ଏକ ଚାମଚ ଆପଲ ସାଇଡର ଭିନେଗାର, ଏକ ଚାମଚ ଲେମ୍ବୁ ରସ ଓ ଏକ ଚାମଚ ମହୁ କି ମିଶାଇ ଏକ ଡ୍ରିଂକ୍ସ କୁ ପ୍ରସ୍ତୁତ କରି ନିଅନ୍ତୁ ।

ଏହି ଡ୍ରିଂକ୍ସ ରେ ମିଶ୍ରିତ ହୋଇଥିବା ସମସ୍ତ ପଦାର୍ଥ ଆପଣ ଙ୍କ ଲିଭର ପାଇଁ ଖୁବ ଭଲ ହୋଇଥାଏ । ଏଗୁଡିକ ଲିଭର ର କାର୍ଯ୍ୟ କରିବା କ୍ଷମତା କୁ ବଢାଇ ଦେଇ ଥାଏ । ତାସହ ଲିଭର ରେ ଜମା ରହିଥିବା ଫ୍ୟାତ କୁ ମଧ୍ୟ ଶେଷ କରି ଦେଇଥାଏ । ଏହା ର ସେବନ ପ୍ରତିଦିନ ସକାଳେ ଓ ରାତି ରେ କରିବା ଦ୍ଵାରା ଲିଭର ଦୀର୍ଘ କାଳ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ । ଏହାଛଡା ପ୍ରତିଦିନ ଅଁଳା ଜୁସ ର ସେବନ କରିବା ମଧ୍ୟ ଲିଭର ପାଇଁ ଖୁବ ଲାଭଦାୟୀ ହୋଇଥାଏ ।

ଅଁଳା ଜୁସ ପ୍ରସ୍ତୁତ କରିବା ପାଇଁ ଏକ ଗ୍ଳାସ ପାଣି ରେ ୨ ରୁ ୩ ଟି ଅଁଳା ଖଣ୍ଡ ପକାଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହା ପରେ ଏଥିରେ ଅଧ ଚାମଚ ହଳଦୀ ଗୁଣ୍ଡ ଓ ଏକ ଚାମଚ ଲେମ୍ବୁ ରସ ଓ ଶେଷ ରେ ଏକ ଚୁଟ୍କିଆ ଗୋଲ ମରୀଚ ପାଉଡର ପକାଇ ଭଲ ଭାରେ ଗୋଳାଇ ଦିଅନ୍ତୁ ।

ଏହା ପରେ ଏହାର ସେବନ ପ୍ରତିଦିନ ରାତି ରେ ଶୋଇବା ସମୟ ରେ କରି ସୋଇ ପଡନ୍ତୁ । ଏହା ଲିଭର ର ଆଖ ପାଖରେ ଥିବା ଫ୍ୟାଟ କି ଦୂର କରି ଦେଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *