Tarot card reading- ହୃଦୟରୁ ବାଛନ୍ତୁ ଯେ କୌଣସି 1 ନମ୍ବର ଓ ଜାଣନ୍ତୁ କୋଟିପତି ହେବା ପୂର୍ବରୁ ଇଶ୍ଵର ଆପଣଙ୍କୁ ଦିଅନ୍ତି କେଉଁ ସଙ୍କେତ ?

ବନ୍ଧୁଗଣ ଆଜି ଆମେ ଆପ୍ନ ମାନକ ପାଇଁ ନେଇ ଆସିଛୁ ଏପରି ଏକ ରୋଚକ ମଯ ବିଷୟ ଯାହା ଦ୍ଵାରା ଆପଣ ଯାନୀ ପାରିବେ କି ଆପଣ ଙ୍କ ସମୟ ବଦଳିବା ପୂର୍ବରୁ ବା କୋଟି କୋଟି ଟଙ୍କା ମିଳିବ ଅପୂର୍ବରୁ ଭଗବାନ ଆପଣ ଙ୍କ କେଉଁ ସବୁ ସଂକେତ ମାନ ଦେଇଥାନ୍ତି । ଏଥିପାଇଁ ଆପଣ ଙ୍କୁ ମାତ୍ର ତଳେ ଦିଆଜିଥିବା ତିନୋଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର ଟିର ଚୟନ କରିବାକୁ ହେବ ।

ବନ୍ଧୁଗଣ ଆପଣ ମାନେ ଯଦି ତଳେ ଦିଆ ଯାଇଥିବା ନମ୍ବର ମାନଙ୍କ ମଧ୍ୟରୁ ପ୍ରଥମ ନମ୍ବର ୨୨ କୁ ଟି କୁ ଚୟନ କରିଛନ୍ତି ତେବେ ସର୍ବ ପ୍ରଥେମ  ଜାଣି ନିଅନ୍ତୁ ଯଦି ଆପଣଙ୍କୁ ଈଶ୍ଵର ଙ୍କର ଦ୍ଵାରା କୌଣସି କିଛି ସଂକେତ ମିଳିଛି ତେବେ ଆପଣ ସେହି ସମୟକୁ ସଦୁପଯୋଗ କରନ୍ତୁ  ଓ ତାହାର ଲାଭ ନିଶ୍ଚୟ ଉଠାନ୍ତୁ ।

ଯଦି ଆପଣ ସକାଳେ ଉଠିବା ସମୟ ରେ ଗାଈ କୁ ପ୍ରାଙ୍ଗଣ ରେ ଛିଡା ହୋଇଥିବ ବା ବୋବାଇବା ଶୁଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ସ୍ପଷ୍ଟ ଅର୍ଥ କି ଈଶ୍ଵର ଏନକେଆର ଆପଣ ଙ୍କ ଉପରେ ଓ ଆପଣ ଙ୍କ ଘର ଉପରେ ବିଶେଷ କୃପା ରହିଅଛି ।

ଜୀବନରେ ଖୁବ ଶୀଘ୍ର ଧାନ ସମ୍ପତ୍ତି ସବୁ ଆପଣ ପ୍ରାପ୍ତ କରିବାକୁ ଯାଉଛନ୍ତି । ସମୟ ଆପଣ ଙ୍କର ଭଲ ଅଛି । ମାତ୍ର ଆପଣ ସେହି ସମୟ କୁ ଭଲ ଭାବରେ ବ୍ୟବହାର କରନ୍ତୁ । ତାହାସହ ଆପଣ ମହିଳା ମାନଙ୍କର ଇଜ୍ଜତ କରନ୍ତୁ । ଘରୁ ଯିବା ସମୟରେ ସାପ ଦେଖା ଦେବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

ଯେଉଁ ମାନେ ମଧ୍ୟ ଦ୍ଵିତୀୟ ନମ୍ବର ଟିର ଚୟନ କରିଛନ୍ତି ଜାଣି ନିଅନ୍ତୁ, ବନ୍ଧୁଗଣ ସକାଳେ ଉଠୁ ଉଠୁ ଯଦି ଆପଣ କ୍ଷୀର କିମ୍ବା ଦହିର ଦର୍ଶନ କରନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ତାହାଛଡା ଯଦି ଆପଣଙ୍କ ଘର ଛାତ ଉପରେ କୋଇଲି ବସି ରାବ କରେ, ତେବେ ଏହା ଜୀବନରେ ଧନ ଆଗମନ ର ଏକ ସଂକେତ ଦେଇଥାଏ ।

ଶୋଇଥିବା ସମୟ ରେ କଇଁଛ, ସାପ ଗାଈ ଆଦିର ସ୍ଵପ୍ନ ଦେଖିବା ମଧ୍ୟ ଜୀବନ ରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି କରିବାର ସଂକେତ ଦେଇଥାଏ । ବନ୍ଧୁଗଣ ଯଦି ଆପଣ ତୃତୀୟ ନମ୍ବର ଟିର ଚୟନ କରିଥାନ୍ତି ତେବେ କୋଟିପଟି ହେବା ପୂର୍ବରୁ ଆପଣ ଙ୍କୁ ରାସ୍ତା ରେ ଘୋଡା ର ନାଲ କେଉଁଠି ପଡିଥିବାର ଦେଖା ଯାଇପାରେ । ତାହାସହ ସକାଳେ ଉଠୁ ଉଠୁ ଜଡ ଗାଈ ର ଦର୍ଶନ ବା ଆଖୁର ଦର୍ଶନ ହୋଇଯାଏ, ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

କୁକୁର ବାରମ୍ବାର ଘରକୁ ଆସିବା ମଧ୍ୟ ଶୁଭ ହୋଇଥାଏ । ଏହା ସଂକେତ ଦେଇଥାଏ କି ଆପଣଙ୍କର କୌଣସି ସ୍ଥାନରେ ଅଟକି ରହିଥିବ ଟଙ୍କା ମିଳିପାରେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ସବୁ ସଂକେତ ମାନ ମିଳୁଛି ତେବେ ଏହାର ସ୍ପଷ୍ଟ ଅର୍ଥ ଏହାକି, ଖୁବ ଶୀଘ୍ର ଆପଣ ଙ୍କର ଦିନ ବଦଳିବାକୁ ଯାଉଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *