100 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ Calcium ର ଅଭାବ, ହାତ, ଗୋଡ, ଗଣ୍ଠି ଓ ଅଣ୍ଟା ବିନ୍ଧା ଆଉ କେବେ ବି ହେବ ନାହିଁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାମ କରିକି ଆସିବା ପରେ ଶରୀରରେ ଥକାପଣ ଲାଗିବା, ଦୁର୍ବଳ ଅନୁଭବ ହୋଇବା ଓ ଆଣ୍ଠୁ ଗଣ୍ଠି ଦରଜ ହେବା ଏହା ପ୍ରାୟତଃ ଲୋକଙ୍କର ସମସ୍ଯା ଅଟେ । ଯଦି ଏହି ସବୁ ଲକ୍ଷଣ ଶରୀରରେ ଲଗାତର କିଛି ଦିନରୁ ଦେଖିବାକୁ ପାଉଛନ୍ତି । ତେବେ ଏଥିପ୍ରତି ଅବହେଳା କରନ୍ତୁ ନାହିଁ । କାରଣ ଏହା ଶରୀରରେ କ୍ୟାଲସିୟମର ଅଭାବକୁ ସୁଚାଇ ଥାଏ ।

ଯଦି ଶରୀରରେ କ୍ୟାଲସିୟମର ଅଭାବ ଦିନକୁ ଦିନ ବଢି ଚାଲିବ । ତେବେ ଏହା ହାଡ ଦୁର୍ବଳ ହୋଇଯିବା, ଦାନ୍ତ ଦୁର୍ବଳ ହୋଇଯିବା, ଆଖିର ଦ୍ରୁଷ୍ଟି ଶକ୍ତି କମିଯିବା, ସ୍କିନ ଜନିତ ସମସ୍ଯା ଆସିବା ଓ ଚୁଟି, ଝଡିବା ଆଦି ଶରୀରରେ ପ୍ରକାଶ ପାଇବ । ତେଣୁ ଏଥିପ୍ରତି ଆଦ୍ୱା ମଧ୍ୟ ଅବହେଳା କରନ୍ତୁ ନାହିଁ ।

ଶରୀରରେ କ୍ୟାଲସିୟମର ମାତ୍ରା ବଢାଇବା ପାଇଁ ନିହାତି ଏହି ସବୁ ଖାଦ୍ୟ ପଦାର୍ଥର ସେବନ କରନ୍ତୁ । ଆପଣ ଏକ ପାତ୍ରରେ ଧଳା ଖସା ନେଇ ତାହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । କାରଣ ଏକ ଚାମଚ ଧଳା ଖସାରେ ୧୦୦ ଗ୍ରାମ କ୍ୟାଲସିୟମ ମିଳିଥାଏ । ଏଥିରେ ଆଇରନ, ମଗ୍ନେସିଅମ, ଜିଙ୍କ ଓ ସେଲେନିୟମ ଭଳି ପୋଷକ ତତ୍ଵ ମିଳିଥାଏ ।

ଯାହା ଶରୀରରେ ହେଉଥିବା କ୍ୟାଲସିୟମର ଅଭାବକୁ ଧଳା ଖସା ଦୂର କରିଥାଏ । ଏହା ମାଂସପେଶୀକୁ ସତେଜ କରି ରଖିଥାଏ । ଖସାକୁ ଗୁଣ୍ଡ କରି  ଏକ ଡବାରେ ଷ୍ଟୋର କରି ରଖୀ ଦିଅନ୍ତୁ । ଆପଣ ପ୍ରତିଦିନ ଦିନ ସମୟରେ ଏକ ଗ୍ଳାସ କ୍ଷୀର ସହିତ ୩ ରୁ ୪ ଟି ପିସ୍ତା ବାଦାମରୁ ଚୋପା ଛଡାଇ  କ୍ଷୀର ସହ ମିଶାଇ ଖାଆନ୍ତୁ ।

ପିସ୍ତା ବାଦାମ ଶରୀର ପାଇଁ ମଲ୍ଟିଭିଟାମିନ ପରି କାର୍ଯ୍ୟ କରି ଶରୀରକୁ ପୁଷ୍ଟି ଦେଇଥାଏ । ଏହାକୁ ଖାଇବା ଦ୍ଵାରା କାମ କରିବା ସମୟରେ ଆପଣଙ୍କୁ ବେଶି ଥକା ଅନୁଭବ ନହୋଇବା ସହ ଆପଣ ସତେଜ ଶରୀରରେ କାମ ଭଲ ଭାବରେ କରିପାରିବେ । ତାପରେ କାମରୁ ଫେରି ଘରକୁ ଆସିବା ସମୟରେ ଆପଣ ଏକ ଗ୍ଳାସ ନଖ ଉଷୁମ ଗରମ ପାଣି ସହିତ ଏକ ଚାମଚ ଧଳା ଖସା ଗୁଣ୍ଡ କରି ରଖିଥିବା ପାଉଡରକୁ ମିଶାଇ ତାହାର ସେବନ କରି ଦିଅନ୍ତୁ ।

ଏହି ପରି ଲଗାତର କିଛି ଦିନ କରିବା ଦ୍ଵାରା ଆପଣଙ୍କ ଶରୀରରେ ରହିଥିବା କ୍ୟାଲସିୟମର ଅଭାବ ଧୀରେ ଧୀରେ ଦୂର ହୋଇଯିବ । ଆପଣ ସବୁ କାର୍ଯ୍ୟକୁ ବହୁତ ଆରାମରେ ବିନା ଥକିକି କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେଯାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *