ଖରାପ ଭାଷାରେ ଗାଳି ଗୁଲଜ କଲେ କଣ ହୁଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ଆଜି ଆମେ ପୁଣି ଥରେ ଆପଣ ମାନକ ପାଇଁ ନେଇ ଆସିଛୁ କିଛି ନୂତନ ସୁବିଚାର ମାନ, ଯାହା ଜାଣି ଆପଣ ଯଦି ଏଗୁଡିକ ଅନୁସାରେ ନିଜ ଜୀବନରେ ଲଗାଇବେ ତେବେ ଆପଣ ଙ୍କ ଜୀବନରେ ଆପଣ ଙ୍କର ମଙ୍ଗଳ ହେବ । ଖାଦ୍ୟ ଖାଇବା ସମୟରେ ବତିଶି ଥର ଚୋବାଇ ଖାଇବା ଦ୍ଵାରା ଖାଦ୍ଯ ଭଲ ଭାବରେ ହଜମ ହୋଇଥାଏ । ଏବଂ ଏହା ଶରୀର ପାଇଁ ମଧ୍ୟ ହିତକାରୀ ହୋଇଥାଏ ।

ଦାନ୍ତ ବିନ୍ଧା ହେଉଥିଲେ ଜୁଆଣୀ ପାଣିକୁ ଦିନକୁ ତିନିଥର କୁଲୁକୁଜା କାଲେ ତାହା ଦୂର ହୋଇଥାଏ । ଖରାପ ଶବ୍ଦ ବ୍ୟବହାର କରି ଅନ୍ୟକୁ ଗାଳି ଗୁଲଜ କଲେ ଧନକ୍ଷୟ ହେବା ସହିତ ଦରିଦ୍ରତା ଆସେ । ଅପଶବ୍ଦ ବ୍ୟବହାର କରି କାହାକୁ ଥଟା କରନ୍ତୁ ନାହିଁ । ଏହା ଦ୍ଵାରା ସନ୍ତାନ ସନ୍ତତି ମାନଙ୍କର ବୁଦ୍ଧିହାନି ହୋଇଥାଏ ।

ଦୈନିକ ଜୀବନରେ ଅସୁବିଧା ଓ ଅସନ୍ତୁଳନ ଦେଖା ଦେଲେ ସକାଳୁ ସୂର୍ଯ୍ୟ ଙ୍କୁ ଜଳଦାନ କରନ୍ତୁ ଏବଂ ଓସ୍ତ ଗଛ କୁ ପୂଜା କରନ୍ତୁ । ଏହା ଦ୍ଵାରା ମଙ୍ଗଳ ହୋଇଥାଏ । ଜାତକରେ ଯଦି ବ୍ରୂହସ୍ପତି ନୀଚ ରେ ରହିଥାନ୍ତି ତେବେ ମୁଣ୍ଡରେ ଚନ୍ଦନ ଟୀପା ଲଗାଇବା ସହ ସକାଳେ ମନ୍ଦିର ଯାଇ ଠାକୁର ଦର୍ଶନ କରନ୍ତୁ ।

ପାଣି ନଷ୍ଟ କରିବା ହେଉଛି ଦରିଦ୍ରତାର ଲକ୍ଷଣ । ତେଣୁ ଗାଧୋଇଲା ବେଳେ ବେଶି ଜଳ ନଷ୍ଟ କରନ୍ତୁ ନାହିଁ । ଜାତକ ରେ ରବି ନୀଚ ରେ ଥିଲେ ପିତା ମାତା ଙ୍କ ସହ ଝଗଡା ହୁଏ । ଏବଂ ଆଖି ରୋଗ ଦେଖା ଦିଏ । ତେଣୁ ସକାଳୁ ସୂର୍ଯ୍ୟ ଦର୍ଶନ କରନ୍ତୁ । ଜାତକ ରେ ମଙ୍ଗଳ ନୀଚ ଥିଲେ ଭାତୃ ବିବାଦ ଦେଖା ଦିଏ ଏବଂ ରକ୍ତ ଚାପ ରୋଗ ମଧ୍ୟ ଦେଖା ଦିଏ । ତେଣୁ ମନ୍ଦିର ରେ ନଡିଆ ଚାରିକାରେ ବୁଲାଇ ବାଡାନ୍ତୁ । ନଡିଆ ତେଲ ରେ ଅଁଳା ଗୁଣ୍ଡ କୁ ଭଲ ଭାବରେ ଫୁଟାଇ ଚୁଟି ରେ ଲଗାଇଲେ ଚୁଟି କଳା ହୋଇଥାଏ ।

ଭୃସୁଙ୍ଗ ପତ୍ର ଓ ପିଆଜ କୁ ବାଟି ଚୁତ ରେ ଲଗାଇଲେ ଚୁଟି ଝଡିବା ବନ୍ଦ ହେବା ସହିତ ଘନତ୍ଵ ବଢିଥାଏ । ବେସନ ରେ ଲେମ୍ବୁରସ ମିଶାଇ ମୁହଁ ରେ ମାରିଲେ ମୁଖ ବ୍ରଣ ଦୂର ହୋଇଥାଏ । ଏବଂ ମୁହଁ ଚମକ ଦାର ମଧ୍ୟ ହୋଇଥାଏ । ମହୁ ରେ ଲେମ୍ବୁ ରସ ମିଶାଇ ମୁହଁ ରେ ମାରିଲେ ମୁହଁ ର ଯାବତୀୟ କାଳଦାଗ ଦୂର ହୋଇ ଯାଇଥାଏ ।

ସକାଳେ ତିରିଶ ମିନିଟ ଖରା ରେ ସମୟ ବିତାଇବା ଉଚିତ । ଏହା ଦ୍ଵାରା ଶରୀର ପୀଡା ଦୂର ହୁଏ ଓ ଭିଟାମିନD ମଧ୍ୟ ଶରୀର କୁ ମିଳିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *