ଚମତ୍କାରୀ ଘରୋଇ ଉପାୟ ! 7 ଦିନରେ 14 କପ୍ ପିଇଲେ ବରଫ ପରି ତରଳିବ ପୁରୁଣା ଚର୍ବି (Fitness Tips)

ନମସ୍କାର ବନ୍ଧୁଗଣ , ଆଜି କାଲି ସବୁ ବର୍ଗରେ ମୋଟାପା ସମସ୍ୟା  ଦେଖାଯାଉଛି । କାରଣ ଆମର ଖାଦ୍ୟ ପାନ୍ୟରେ ବ୍ୟତିକ୍ରମ ଦେଖାଯାଉଛି । କିନ୍ତୁ ଆପଣ ଯଦି ଚାହିବେ ତେବେ ନିଜର ମୋଟାପାକୁ କମେଇକରିବେ । ଆମେ ଯଦି ନିୟମିତ ଭାବରେ ଚେଷ୍ଟା କରିବା  ଖାଦ୍ୟ ପେୟରେ ସଂଯମ ରଖିବା ଓ ଏହି ଉପାୟକୁ ପ୍ରୋୟଗ କରିବା । ତେବେ ଦୀର୍ଘ ଦିନରୁ ରହିଥିବା ମୋଟାପା ଖୁବ କମ୍ ଦିନରେ ଘିଅ ପରି ତରଳି ଯିବ ।

ଏହାକୁ କରିବା ବହୁତ ସହଜ ଏହା ପାଇଁ କୋଣସି ବାହାର ସାମଗ୍ରୀ ଦରକାର ପଡେ ନାହି , ଘୋରୋଇ ସାମଗ୍ରୀ ରେ ଏହା ପ୍ରସ୍ତୁତ ହୋଇଥାଏ । ଏହାର ପ୍ରଥମ ଜିନିଷ ହେଉଛି ଗୋଲମରୀଚ ଆପଣମାନେ ସମସ୍ତେ ଜାଣିଥିବେ ଏହା ମସଲାରେ ଏକ ସାଧାରଣ ସାମଗ୍ରୀ ଅଟେ । ଗୋଲମରୀଚ ର ବିଶେଷ ଗୁଣ ହେଉଛି ଏହା ଆମର ହଜମ ପ୍ରକ୍ରିୟାକୁ ଭଲ ଭାବରେ କରିବାରେ ସାହାଯ୍ୟ କରିଥାଏ ।

ତେଣୁ କରି ଏହା ଆମର ହଜମ ପ୍ରକ୍ରିୟାକୁ ସୁଦୂଢ କରେ ଏବଂ ଏହା ସହିତ ଆମର କୋଲୋଷ୍ଟ୍ରଲ୍ ଓ ରକ୍ତଚାପ କୁ ନିୟମିତ ରଖିଥାଏ । ତେଣୁ ଆମେ ଛଅ ଟି ଗୋଲମରୀଚ ନେବେ । ଦ୍ଵିତୀୟ ଜିନିଷ ହେଲା ହଳଦୀ ଏହା ଏକ ଆଣ୍ଟି ଆକ୍ସାଇଡ ଅଟେ । ଯଦି ଆପଣ ନିଜକୁ ଦୀର୍ଘ ଦିନ ଧରି ଯୁବା ରଖିବାକୁ ଚାହୁଛନ୍ତି ତେବେ ହଲଦୀ ର ସେବନ ନିହାତି କରନ୍ତୁ ।

ଏହା ଛଡା ଏଥିରେ ଆଣ୍ଟି ବ୍ୟକ୍ଟେରିଆ ଗୁଣ ,ଅଧ୍ୟା ରହିଛି ଯାହା ଆମ ଶରୀରରେ ଥିବା ଇନଫେକ୍ଶନ ଦୂରହେଇଥାଏ । ହଳଦୀ ହେଉଛି ଶହେ ବର୍ଷ ପୁରୁଣା ଉପକାରୀ ଆୟୁର୍ବେଦିକ ଉପକରଣ ।  ଆମର ମୋଟାପା କମିବାରେ ଏହାର ଭୂମିକା ବହୁତ ଗୁରୁତ୍ଵପୂର୍ଣ ଅଟେ । ଯଦି ଆପଣମାନେ ବହୁତ ଦୀର୍ଘ ଦିନ ଧରି ମୋଟାପା ସମସ୍ୟା ରେ ଅଛନ୍ତି ।

ସେମାନଏନକେ ପାଇଁ ଏହା ଏକ ସହଜ ଉପାୟ ଅଟେ କାରଣ ଆମେ ନେଇଛୁ କଞ୍ଚା ହଳଦୀ ଯଦି ଏହା ନ ଥାଏ ତେବେ ଶୁଖିଲା ହଳଦୀ ମଧ୍ୟ ନେଇପାରିବେ । କିନ୍ତୁ ପ୍ୟାକେଟ୍ ହଳଦୀ ନେଇପାରିବେ ନାହିଁ , ଏହା ଆମ ଶରୀର ପାଇଁ ଅହିତକାରୀ ଅଟେ । ତେଣୁ କଞ୍ଚା ହଳଦୀ ନେଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ କରି ପାଉଡର ପ୍ରସ୍ତୁତ କରିନେବେ ।

ଏବେ ଏଥିରେ ନେବେ  ଭୃସଙ୍ଗ ପତ୍ର ଏହା ମଧ୍ୟ ଚୁଟି , ଶରୀର ପାଇଁ ବହୁତ ଉପକାରୀ ଜିନିଷ ଅଟେ । ଏହା ଆମ ହଜମ ଶକ୍ତି କୁ ମଧ୍ୟ ସୁଦୂଢ କରିଥାଏ । ତେଣୁ କରି ଆମେ ଏହାକୁ ବିଭିନ୍ନ ତରକାରୀ ରେ ପକେଇଥାଉ ।  ଭୃସଙ୍ଗ ପତ୍ର ରେ ଏକ ଏପରି ଗୁଣ ଅଛି ଯାହା ଆମ ଚୁଟି ବଢିବାରେ ସାହାଯ୍ୟ କରିଥାଏ ଓ ଆମ ସ୍କିନ ଭିତରେ ଆସୁଥିବା ବାଧା କୁ ଦୂର କରିଥାଏ । ଭୃସଙ୍ଗ ପତ୍ର ରେ ଆମ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବରେ ହୋଇଥାଏ । ଆମ ଲିଭର୍ କୁ ଠିକ୍ ରହିଥାଏ ଯାହା ଦ୍ଵାରା କି ଆମେ ଯାହା ବି ଖାଇଥାଉ ତାହା ଭଲରେ ହଜମ ହୋଇଥାଏ ।

ଆସନ୍ତି ଜାଣିବା ଏହାର ପ୍ରକ୍ରିୟା ବିଷୟରେ ପ୍ରଥମେ ଏକ ପାତ୍ର ନେବା ଏଥିରେ ଏକ ଗ୍ଳାସ ପାଣି ପକାଇ ଏବେ ଏଥିରେ ଭଲରେ ଧୋଇଥିବା ଭୃସଙ୍ଗ ପତ୍ର କୁ ପକେଇବା ଏବେ ଏଥିରେ କଞ୍ଛା ହଳଦୀ କୁ ଗୁଣ୍ଡ କରି ପକେଇବା । ଶେଷ ରେ ଏଥିରେ ୬ ଟି ଗୋଲମରୀଚ କୁ ଗୁଣ୍ଡା କରିପକେଇବା । ଏହି ଗ୍ଲାସ ପାଣି ଅଧା କପ୍ ହେବ ଯାଏ ଫୁଟାଇବା । କିଛି ସମୟ ପରେ ଗ୍ୟାସ କୁ ବନ୍ଦ କରି ନଖ ଉଷୁମ ରେ ଏହାଉ ସେବନ କରିବା ଉଚିତ । ଏହାର କିଛି ଦିନ ପ୍ରୋୟଗ ପରେ ଆପଣଙ୍କ ମୋଟାପା ବରଫ ପରି ତରଳି ଯିବ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *