Astrology- ସ୍ଵପ୍ନରେ ବାହାଘର ଦେଖିବାର ଅର୍ଥ କଣ ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ…

ନମସ୍କାର ବନ୍ଧୁଗଣ , ଆପଣମାନେ ରାତ୍ରିରେ ଶୋଇବା ସମୟରେ ସ୍ଵପ୍ନ ଦେଖିଥାଆନ୍ତି । ଏହା ଭଲ ଏବଂ ଖରାପ ଦୁଇ ପ୍ରକାରର ହୋଇଥାଏ । କିନ୍ତୁ ଆପଣମାନେ ଜାଣି ନ ଥାନ୍ତି କି ସ୍ଵପ୍ନ ଏକ ଏପରି ମାଧ୍ୟମ ଅଟେ । ଯାହା ଆମ ଭବିଷ୍ୟତର ଯାହା ଘଟିବାକୁ ଯାଉଛି ତାହାର ସଂକେତ ଦେଇଥାଏ । କାରଣ ଆମେ ଏହା ଜାଣି ନ ଥାଉ କି ଆମ ସହିତ  ଭବିଷ୍ୟତରେ କ’ଣ ଘଟିବାକୁ ଯାଉଛି ବୋଲି ।

କିନ୍ତୁ ଏହି ସ୍ଵପ୍ନ ଦ୍ଵାରା ଭବିଷ୍ୟତ  କ୍ରିୟାର ସଂକେତ ଆମ ଯାଏ ପହଞ୍ଚାଇଥାଏ । ଯଦି କୋଣସି ବ୍ୟକ୍ତି ବାହାଘରର ସ୍ଵପ୍ନ ଦେଖିଥାନ୍ତି ତେବେ ଏହାର ଶୁଭ ଓ ଅଶୁଭ ଦୁଇଟି ଯାକ ଅର୍ଥ ହୋଇଥାଏ । ଏବେ ଜାଣିବା ବାହାଘର ସ୍ଵପ୍ନ ଦେଖିବାର ଅର୍ଥ ବିଷୟରେ । ଯଦି ଆପଣମାନେ ସ୍ଵପ୍ନରେ ନିଜର ବାହାଘର ବା ସାଙ୍ଗ ସାଥିର ବାହାଘର ସ୍ଵପ୍ନ ବା ସମ୍ପର୍କୀୟ ବାହାଘର ସ୍ଵପ୍ନ ଦେଖିଥାନ୍ତି । ତେବେ ଏହି ସ୍ଵପ୍ନକୁ ଶୁଭ ମାନା ଯାଇଥାଏ ନାହିଁ ।

ଏହା ଆପଣଙ୍କ ଜୀବନରେ ଦୁଃଖ ବାଧା ଆଗମନର ସମ୍ଭାବନା ହୋଇଥାଏ । ଏପରି ସ୍ଵପ୍ନ ଦ୍ଵାରା ଆପଣଙ୍କ ଜୀବନରେ ବହୁତ କଷ୍ଟ ଆସିଥାଏ । ଯାହା ଆପଣମାନେ ଚିନ୍ତା ମଧ୍ୟ କରିନଥାନ୍ତି । ଯଦି ଆପଣମାନଙ୍କ ସ୍ଵପ୍ନରେ ଏକ ମହିଳା ବାହାଘର ବସ୍ତ୍ର ପିନ୍ଧି ବେଦି ଉପରେ ବସିଥିବାର ସ୍ଵପ୍ନ ଆସିଥାଏ , ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ । ଏହି ସ୍ଵପ୍ନର ଅର୍ଥ ହେଲା ଆପଣଙ୍କ ଜୀବନରେ ବହୁତ ଶୀଗ୍ର ଖୁସି ଆସିବାର ଅଛି ।

ଏହା ବହୁତ ଶୁଭ ହୋଇଥାଏ ଆପଣଙ୍କ ପାଇଁ ଏକ ସୁନ୍ଦର ବର ଆସିବାର ସମ୍ଭାବନା ରହିଥାଏ । ଆପଣଙ୍କ ଜୀବନରେ ଏକ ଏପରି ବ୍ୟକ୍ତିକ ଆସିବାର ସଂକେତ ଦେଇଥାଏ । କିନ୍ତୁ ଯଦି ଆପଣମାନଙ୍କ ସ୍ଵପ୍ନରେ ବିବାହିତ କନ୍ୟା କାନ୍ଦି ଥିବାର ସ୍ଵପ୍ନ ଆସିଥାଏ । ତେବେ ଏହା ଅଶୁଭ ସଂକେତ ହୋଇଥାଏ । ଏହ ମଧ୍ୟ ଆପଣ ପାଇଁ ଦୁଃଖ କଷ୍ଟ ନେଇଆସିଥାଏ ।

ଯଦି ସ୍ଵପ୍ନରେ କୋଣସି କନ୍ୟା ନିଜ ପ୍ରେମିକକୁ ଅନ୍ୟ କୋଣସି ଝିଅ ସହିତ ବାହାଘର ହେଉଥିବାର ଦେଖିଥାଏ ତେବେ ଆପଣଙ୍କ ବାହାଘର ବହୁତ ଶୀଗ୍ର ହୋଇଥାଏ । କିନ୍ତୁ ନିଜ  ପ୍ରେମିକଙ୍କ ସହ ହେବ ଏହା ଜରୁରୀ ହୋଇନଥାଏ । ଅନ୍ୟ କୋଣସି ପୁଅ ସହିତ ମଧ୍ୟ ହୋଇପାରେ । ଯଦି ଆପଣ ସ୍ଵପ୍ନରେ ବାହାଘରର ଆଭୂଷଣ ଦେଖିଥାନ୍ତି । ତେବେ ଏହି ସ୍ଵପ୍ନ ଆପଣଙ୍କ ଯଦି ବିବାହ ହେବାର ସଂକେତ ଦେଇଥାଏ ।

ଆପଣଙ୍କ ଘରେ ଆପଣଙ୍କ ପାଇଁ ବହୁତ ପ୍ରସ୍ତାବ ଆସିଥାଏ । ତେଣୁ ଯେବେ ଏହି ସବୁ ସ୍ଵପ୍ନ ଦେଖିଥାନ୍ତି ତେବେ ଜାଣିବେ ଯେ ଏହି ବାହାଘରର ସ୍ଵପ୍ନ ଆପଣଙ୍କ ପାଇଁ କିଛି ଶୁଭ ଓ ଅଶୁଭ ନେଇକି ଆସିଥାଏ । ମୁ ଆଶା କରୁଛି ଯେ ଏହି ସବୁ ବିଷୟବସ୍ତୁ ଆପଣଙ୍କ ର ଉପକରି ହୋଇଅଛି । ତେଣୁ ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *