Chanakya Niti- ସାରା ଜୀବନ ଋଣରେ ବୁଡି ରୁହନ୍ତି ଏହି 3 ଜଣ ବ୍ୟକ୍ତି, କେବେ ବି ହେଇ ପାରନ୍ତି ନାହିଁ ଧନୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରଖର ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ଜଣେ କୌଶଳ ରାଜନୀତିଜ୍ଞ ଓ ଅର୍ଥଶାସ୍ତ୍ରି ଏବଂ ଦାର୍ଶନିକ ମଧ୍ୟ ଥିଲେ । ତାଙ୍କ ଦ୍ୱାରା ରଚିତ ଗ୍ରନ୍ଥ ବର୍ତ୍ତମାନ ମଧ୍ୟ ଲୋକ ମାନଙ୍କ ର ମାଗ ଦର୍ଶନ ରେ କାମ ଆସୁଛି ।

ଚାଣକ୍ୟ ଙ୍କ ଦ୍ଵାରା ରଚିତ ନୀତି ନିୟମ କୁ ଯେଉଁମାନେ ନିଜ ଜୀବନ ରେ ପାଳନ କରିଥାନ୍ତି, ସେମାନେ ନିଜ ଜୀବନରେ ଅତି ଶୀଘ୍ର ସଫଳତା ମଧ୍ୟ ହାସଲ କରି ପାରିଥାନ୍ତି । ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି ଏବଂ ସର୍ବଦା ଏହା ଚାହିଁଥାନ୍ତି କି ସେମାନଙ୍କ ପାଖରେ ସବୁବେଳେ ପଇସା ରହୁଥାଉ ଏବଂ ସେ ଆହୁରି ଧନୀ ହୁଅନ୍ତୁ । କିନ୍ତୁ ଲୋକମାନେ ବେଳେବେଳେ ଏପରି କିଛି ଭୁଲ କରି ଦିଅନ୍ତି ଯାହା ଦ୍ବାରା ସେମାନେ କେବେବି ଧନୀ ହୋଇ ପାରନ୍ତି ନାହିଁ ।

ଯେତେ ଅର୍ଥ ରୋଜଗାର କରିଲେ ମଧ୍ୟ ସେମାନେ ସଞ୍ଚୟ କରି ରଖି ପାରନ୍ତି ନାହିଁ । ଆଜି ଆମେ ଆପଣ ମାନଙ୍କୁ କହିବୁ ନିତ୍ୟ ଜୀବନ ରେ କେଉଁ ଭୁଲ ଦ୍ୱାରା ବ୍ୟକ୍ତି ଧନୀ ହୋଇପାରି ନଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମତଃ, ଶାସ୍ତ୍ର ଅନୁସାରେ ଏବଂ ଏହାର ନୀତି ନିୟମ ଅନୁସାରେ ଯେଉଁ ମାନେ ନିଜର ଦାନ୍ତ କୁ ସଠିକ ଭାବରେ ସଫା ରଖନ୍ତି ନାହିଁ ତେବେ ସେହି ବ୍ୟକ୍ତି କୁ ନିଶ୍ଚୟ ଦରିଦ୍ର ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରି ମାନ୍ୟତା ରହିଛି ଯେ, ଯେଉଁ ବ୍ୟକ୍ତି ମାନେ ନିଜର ଦାନ୍ତ ସଫା ରଖନ୍ତି ନାହିଁ ସେହି ବ୍ୟକ୍ତି ମାନଙ୍କ ପାଖକୁ ମାତାଲକ୍ଷ୍ମୀ କେବେବି ଆସନ୍ତି ନାହିଁ । ସର୍ବଦା ଦାନ୍ତ କୁ ସଫା ରଖୁଥିବା ବ୍ୟକ୍ତି ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଥାଏ । ସେମାନେ ଜୀବନ ରେ ମଧ୍ୟ ଅଗ୍ରସର ହୋଇଥାନ୍ତି ।

୨- ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ମାନଙ୍କ ପାଖରେ ଭଲ ପୋଷାକ ଥାଇ ମଧ୍ୟ ସେମାନେ ଚିରା ଫଟା ଏବଂ ମଇଳା ପୋଷାକ ପରିଧାନ କରିଥାନ୍ତି ସେମାନେ ମଧ୍ୟ ଦରିଦ୍ର ଭୋଗିଥାନ୍ତି ଏବଂ ଯେଉଁମାନେ ନିଜ ଚତୁର୍ପାଶ୍ୱ ରେ ଥିବା ଆବର୍ଜନା କୁ ସଫା ରଖନ୍ତି ନାହିଁ ସେମାନଙ୍କ ଉପରେ ମଧ୍ୟ କେବେବି ମାତାଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ନାହିଁ ।

୩- ବନ୍ଧୁଗଣ ତୃତୀୟତଃ, ଯେଉଁ ବ୍ୟକ୍ତି ମାନେ ପ୍ରଥମେ ନିଜ କଥା ଭାବିଥାନ୍ତି ଏବଂ ଅନ୍ୟ ମାନଙ୍କ ବିଷୟରେ ଭାବନ୍ତି ନାହିଁ ସେମାନେ ମଧ୍ୟ କେବେବି ଧନୀ ହୋଇ ପାରନ୍ତି ନାହିଁ ଏବଂ ଯେଉଁମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହିଥାନ୍ତି ସେମାନଙ୍କ ଉପରେ ମଧ୍ୟ କେବେବି ଲକ୍ଷ୍ମୀ ଙ୍କ କୃପା ରହି ନଥାଏ । ସେମାନେ ଆଜୀବନ ଦାରିଦ୍ର୍ୟତା ର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏହି ସବୁ କରିବାରୁ ବଞ୍ଚିତ ରୁହନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ପସନ୍ଦ ହୋଇଥିଲେ କମେଣ୍ଟରେ ଲେଖନ୍ତୁ “ଜୟ ଶ୍ରୀକୃଷ୍ଣ” ଓ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *