ସପ୍ତାହକୁ ମାତ୍ର 2 ଦିନ ଚୁଟିରେ ଲଗାନ୍ତୁ ଏହି ପାଣି, ଚୁଟି ଏତେ ଲମ୍ବା ଆଉ ମୋଟା ହେବ କି ସମ୍ଭାଳି ପାରିବେନି- Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ରାମବାଣ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ହୋଇଯିବ ।

ବନ୍ଧୁଗଣ ପୁରୁଷ ହେଉ ଅଥବା ନାରୀ ସମସ୍ତଙ୍କୁ ତାଙ୍କ କେଶ ବହୁତ ପ୍ରିୟ ଅଟେ । ଯେଉଁ ବ୍ୟକ୍ତି ର କେଶ ଧଳା ହୋଇଯାଏ ତେବେ ସେ ଚିନ୍ତାଗ୍ରସ୍ତ ହୋଇଯାଏ ଏବଂ ନିଜ କେଶକୁ କଳା କରିବା ନିମନ୍ତେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟସ ର ବ୍ୟବହାର କରିଥାଏ ଏବଂ ଏହାଦ୍ୱାରା କେଶରେ ବିଭିନ୍ନ ପ୍ରକାର କ୍ଷତି ହୋଇଥାଏ । ବନ୍ଧୁଗଣ କେଶ ଧଳା ହେବା ଜେନେଟିକ ଅଟେ କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ୟା ଯୁବ ପୀଢ଼ି ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି ।

କେଶ କୁ ଡାଏ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ପ୍ରାକୃତିକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ପ୍ରାକୃତିକ କଳା କେଶ ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

ଆଜି ଆମେ ଯେଉଁ ଉପଚାର ବିଷୟରେ ଆଲୋଚନା କରିବା ସେହି ଉପାୟ ଦ୍ୱାରା ଆପଣ ନିଜ କେଶ କୁ କଳା କରିବା ସହ ତାକୁ ମୂଳରୁ ଉପୁଡିବା ମଧ୍ୟ ଅଟକାଇ ପାରିବେ ଏବଂ କେଶ ବହୁତ ଭଲ ଭାବରେ ବଢିବାକୁ ମଧ୍ୟ ଲାଗିବ । ପ୍ରଥମେ ଆପଣ ଏକ ପିଆଜ ନିଅନ୍ତୁ ଏବଂ ତାକୁ ଭଲ ଭାବରେ ସଫା କରି ତାକୁ କାଟି ଗ୍ରାଇଣ୍ଡିଂ କରି ଦିଅନ୍ତୁ ।

ପିଆଜ ଭିତରେ ବହୁତ ପରିମାଣ ର ସଲଫର ଥାଏ ଯାହା ଆମ କେଶ କୁ ମଜବୁତ ଏବଂ କେଶ ରେ ଚମକ ଆଣିବା ପାଇଁ ସାହାର୍ଯ୍ୟ କରିଥାଏ । ଗ୍ରାଇଡିଂ କରିବା ପରେ ତାର ସମସ୍ତ ରସ କୁ ବାହାର କରି ଦିଅନ୍ତୁ । ନିଜ ଅନୁସାରେ ସେହି ରସ କୁ ନେବେ ଏବଂ ସେଥିରେ ନଡ଼ିଆ ତେଲ ମଧ୍ୟ ସମାନ ପରିମାଣରେ ନିଅନ୍ତୁ । ନଡ଼ିଆ ତେଲ ମଧ୍ୟ ଆମ କେଶ ପାଇଁ ବହୁତ ଲାଭ ଦାୟକ ହୋଇଥାଏ କେଶ କୁ ମଜବୁତ କରେ ଏବଂ ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଏହି ମିଶ୍ରଣ କୁ ପ୍ରସ୍ତୁତ କରି ଏହାକୁ ଗାଧୋଇବାର ୨ ଘଂଟା ପୂର୍ବରୁ ମୁଣ୍ଡରେ ଭଲ ଭାବରେ ଲଗାଇ ୨ ଘଂଟା ପରେ ଧୋଇ ଦେବେ ଏହା କରିବା ଦ୍ୱାରା ଆପଣ ଙ୍କ କେଶ ଘନ ଲମ୍ବା ଏବଂ ମଜବୁତ ରୁହେ ଏବଂ ଭଲ ଭାବରେ ବଢେ ମଧ୍ୟ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *