ସକାଳୁ ଉଠିବା ମାତ୍ରେ ଦେଖି ନିଅନ୍ତୁ ମହିଳାଙ୍କର ଏହି 2 ଟି ଜିନିଷ, ବିନା ପୂଜା ପାଠରେ ହେଇ ଯାଆନ୍ତି କୋଟିପତି- Vastu Shastra

ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ନାରୀ କୁ ଦେବୀଙ୍କ ସହ ତୁଳନା କରାଯାଇଛି ଏବଂ ନାରୀ କୁ ସମ୍ମାନ ଦେବା ମଧ୍ୟ କୁହାଯାଏ । ନାରୀ କୁ ମାତା ଲକ୍ଷ୍ମୀ ମଧ୍ୟ କୁହାଯାଏ ଯାହା ଯୋଗୁଁ ଘରେ ସମୃଦ୍ଧି ସୁଖ ଶାନ୍ତି ଏବଂ ଧନ ରତ୍ନ ର ବୃଦ୍ଧି ହୋଇଥାଏ ।

ଯେଉଁ ଘରେ ନାରୀକୁ ସମ୍ମାନ ଦିଆ ଯାଏ ନାହିଁ କିମ୍ବା ସେମାନଙ୍କ ଉପରେ ଅତ୍ୟାଚାର ହୁଏ ସେ ଘରେ ଲକ୍ଷ୍ମୀ ରୁଷ୍ଠ ହୋଇ ଚାଲି ଯାଆନ୍ତି ଏବଂ ଘରେ ଦରିଦ୍ରତା ଏବଂ ଅସୁବିଧା ର ପାହାଡ ଆସି ଯାଇଥାଏ ।

ତେଣୁ ସର୍ଵଦା ନିଜ ଘରେ ନାରୀଙ୍କୁ ସମ୍ମାନ ଦେବା ଉଚିତ ସେମାନଙ୍କ ର ଆଦର କରିବା ଉଚିତ । ସକାଳୁ ସକାଳୁ ଯଦି ଆପଣ ଉଠି ନାରୀ ର ଏହି ଜିନିଷ କୁ ଦେଖି ଦିଅନ୍ତି ତେବେ ଆପଣଙ୍କ ର ଧନ ର ଅଭାବ ହେବ ନାହିଁ ଆପଣ ମାଲାମାଲ ହୋଇ ଯିବେ । ଯେଉଁ ପୁରୁଷ ନିଜ ଜୀବନରେ ଏହି ନୀତି କୁ ଗ୍ରହଣ କରିଥାଏ ସେ ସାରା ଜୀବନ ବିନା ପୂଜା ପାଠ ରେ ହିଁ ଖୁସି ଏବଂ ଧନୀ ହୋଇ ରହିଥାଏ । କାରଣ ମହିଳା ମାନଙ୍କ ଭିତରେ ଏହି ଜିନିଷ ବହୁତ ଖାସ ହୋଇ ଥାଏ ।

ଆପଣ ସକାଳୁ ସକାଳୁ ଏହାର ଦର୍ଶନ ନିଶ୍ଚିତ କରନ୍ତୁ । ଆପଣ ବିଶ୍ୱାସ କରିବେ ନାହିଁ ଆପଣଂକୁ ସେହି ସବୁ ଫଳ ପ୍ରାପ୍ତ ହେବ ଯାହା ଆପଣଙ୍କ ର ଇଚ୍ଛା ଥାଏ । ତେବେ ଚାଲନ୍ତୁ ଜାଣିନେବା ସେ ଜିନିଷ ଟି କଣ ଏବଂ ଏହା ଦ୍ୱାରା ଆମ ଜୀଵନ ରେ କି ପରିବର୍ତ୍ତନ ଆସି ପାରିବ ।

ପ୍ରଥମ କଥା ହେଉଛି ସକାଳୁ ସକାଳୁ ଯଦି ଆପଣ ନିଜ ବିଛଣା ରୁ ଉଠନ୍ତି ସେତେବେଳେ ନାରୀ ମାନଙ୍କ କାନ କୁ ନିଶ୍ଚିତ ଦେଖନ୍ତୁ । କାରଣ ଶାସ୍ତ୍ର ଏବଂ ବେଦ ଏବଂ ପୁରାଣ ଅନୁସାରେ କାନ ର ପଛ ପଟ ରେ ମାତା ଲକ୍ଷ୍ମୀ ଙ୍କ ଅସ୍ଥାୟୀ ଭାବରେ ନିବାସ ହୋଇ ଥାଏ । ନାରୀ ମାନଙ୍କ ଶରୀର ଭିତରେ ଏହି ଅଂଶ ବହୁତ ପଵିତ୍ର କୁହାଯାଏ ।

କାରଣ ଏହି ଅଂଶ ରେ ମାତା ଲକ୍ଷ୍ମୀ ଙ୍କ ର ବାସ ରହିଛି । ଏହି କାନ କୁ ସ୍ପର୍ଶ କରି ମାତା ଲକ୍ଷ୍ମୀ ଙ୍କୁ ସମ୍ମାନ ଜରୁର ଦିଅନ୍ତୁ ଏବଂ ସକାଳୁ ସକାଳୁ ଏହାର ଦର୍ଶନ ନିଶ୍ଚିତ କରନ୍ତୁ । ଏହି ଭଳି କରୁଥିବା ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଙ୍କର ଅଶେଷ କୃପା ଏବଂ ଆଶୀର୍ବାଦ ରହିଥାଏ ଯାହା ଦ୍ୱାରା ସେମାନଙ୍କୁ ଧନ ର ଅଭାବ ଦେଖା ଯାଏ ନାହିଁ ।

କିନ୍ତୁ ମନେ ରଖନ୍ତୁ ମହିଳା ମାନଙ୍କ ପ୍ରତି ଆପଣଙ୍କ ମନରେ କୌଣସି ଖରାପ ବିଚାର ରହିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ପାରନ୍ତି । ଏଥି ପ୍ରତି ଧ୍ୟାନ ଦେବା ଉଚିତ ।
ଦ୍ୱିତୀୟ କଥାଟି ହେଉଛି ମହାଲକ୍ଷ୍ମୀ ମହିଳା ମାନଙ୍କ ପାଞ୍ଚ ଅଂଶ ରେ ବାସ କରନ୍ତି । ସକାଳୁ ଉଠିଲେ ଆପଣ ମଥାରେ ଥିବା ସିନ୍ଦୁର ଏବଂ ସଜ ସଜ୍ଜିତ ମହିଳାଙ୍କ ଦର୍ଶନ ନିଶ୍ଚିତ କରନ୍ତୁ । କାରଣ ମହିଳାଙ୍କ ମଥାରେ ମଧ୍ୟ ମାତାଲକ୍ଷ୍ମୀ ବାସ କରିଥାନ୍ତି ।

ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀ ମହିଳାଙ୍କ ମଥାରେ ବାସ କରନ୍ତି । ଏହି କାରଣ ଯୋଗୁଁ ମହିଳା ମାନେ ନିଜ ମଥାରେ ସିନ୍ଦୂର କୁଂକୁମ ଲଗେଇ ମାତା ଲକ୍ଷ୍ମୀ ଙ୍କୁ ସମ୍ମାନ ଦେଇଥାନ୍ତି । ତେଣୁ ସକାଳୁ ଏହାର ଦର୍ଶନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ସଦା ସର୍ବଦା ନାରୀ ଙ୍କର ସମ୍ମାନ କରନ୍ତୁ ଏବଂ ନିଜ ଜୀଵନ କୁ ଖୁସି ରେ ବିତାନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *