ରାତି ସାରା ଭିଜାଇ ଖାଆନ୍ତୁ ଏହି 5 ଟି ଜିନିଷ, କେବେ ବି ବୁଢା ହେବେ ନାହିଁ, ଧଳା ବାଳ ପୁଣି ହେବ କଳା- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, କ୍ଳାନ୍ତପଣ, କୋଲେଷ୍ଟ୍ରୋଲ ଓ ହାର୍ଟ ସମସ୍ଯା ରହିଛି । ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାରର ମେଡ଼ିସିନର ସେବନ କରୁଛନ୍ତି ।

କିନ୍ତୁ ବନ୍ଧୁଗଣ ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ଆପଣଙ୍କୁ କୌଣସି ଘରୋଇ ଉପଚାର କରିବା ନିହାତି ଆବଶ୍ୟକ । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ରାତିରେ ଭିଜେଇ ସଖାଳ ସମୟରେ ସେବନ କରିବା ଦ୍ଵାରା ଆପଣଙ୍କର ଏହି ସମସ୍ତ ସମସ୍ଯା ଦୂର ହୋଇଯିବ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ ।

କଳାରାଶି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି କଳାରାଶି । ଏଥିରେ ଅମେଗା ୩ ଫେଟିଏସିଡ ପ୍ରଚୁର ମାତ୍ରାରେ ରହିଥାଏ ଯାହା ଆମର ହାର୍ଟ ଜନିତ ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯଦି ବନ୍ଧୁଗଣ ଆପଣ ସବୁଦିନ ରାତିରେ ଏକ ଚାମଚ କଳାରାଶି ଏକ ଜଳପାତ୍ରରେ ଭିଜେଇ ସଖାଳେ ଏହାର ସେବନ କରିବେ ତା ହେଲେ ଆପଣଙ୍କର ହାର୍ଟ ଜନିତ କୌଣସି ସମସ୍ଯା ହେବ ନାହିଁ । ଯଦି ଆପଣଙ୍କର କେସ ଜନିତ କୌଣସି ସମସ୍ଯା ରହିଛି ତା ହେଲେ ଏହା କେସ ଜନିତ ସମସ୍ଯାକୁ ଦୂର କରିବା ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

କିଶିମିସ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି କିଶିମିସ । କିଶିମିସରେ ପ୍ରଚୁର ମାତ୍ରାରେ ଭିଟାମିନ A, ଭିଟାମିନ B, ଭିଟାମିନ C, B୧୨ ଓ ମିନିରାଲ୍ସ ରହିଥାଏ । ଯଦି ବନ୍ଧୁଗଣ ଆପଣଙ୍କର ଚେହେରା ଜନିତ କୌଣସି ସମସ୍ଯା ହେଉଛି ବା ଆପଣ ବୁଢାପାର ଶିକାର ହେଉଛନ୍ତି ତା ହେଲେ ଆପଣ ପ୍ରତ୍ୟକ ରାତିରେ ଏକ ଚାମଚ କିଶିମିସକୁ ପାଣିରେ ଭିଯାଇ ଏହାକୁ ସଖାଳ ସମୟରେ ସେବନ କରନ୍ତୁ । ଆପଣଙ୍କୁ ଏହି ସମସ୍ତ ସମସ୍ଯାରୁ ମୁକ୍ତି ମିଳିଯିବ ।

ଖସଖସ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଖସଖସ । ବନ୍ଧୁଗଣ ଖସଖସରେ ବହୁତ ମାତ୍ରାରେ ଥାଇମିନ, B୧୨ ଓ ଅମେଗା୩ ଫେଟିଏସିଡ ରହିଥାଏ ଯାହା ଆମ ଶରୀରରେ ଥିବା କ୍ୟାଲସିୟମ ରହିଥାଏ ଯାହା ଆମର ଆଣ୍ଠୁ ଜନିତ ବା ଅଣ୍ଟା ବିନ୍ଧା ଆଦି ସମସ୍ତ ସମସ୍ଯା ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ଖସଖସକୁ ପାଣିରେ ଭିଯାଇ ସଖାଳ ସମୟରେ ଏହାର ସେବନ କରନ୍ତୁ । ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା, କ୍ଳାନ୍ତପଣ ଓ ଦୁର୍ବଳତା ଆଦି ସମସ୍ତ ସମସ୍ଯା ଦୂର ହୋଇଯିବ ।

ମେଥି ଦାନା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ମେଥି ଦାନା । ଯଦି ଆପଣଙ୍କର କୋଲେଷ୍ଟ୍ରୋଲ, କେସ ଜନିତ ସମସ୍ଯା ଓ ପେଟ ଜନିତ କୌଣସି ସମସ୍ଯା ରହିଛି ତା ହେଲେ ଆପଣ ରାତିରେ ଏକ ଚାମଚ ମେଥି ଦାନକୁ ଭିଯାଇ ସଖାଳ ସମୟରେ ତାର ସେବନ କରନ୍ତୁ । ଦେଖିବେ ଆପଣଙ୍କର ଏହି ସମସ୍ତ ସମସ୍ଯା ବହୁତ ଶୀଘ୍ର ଦୂର ହୋଇଯିବ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି କିଛି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *