ବିବାହ ପରେ ପ୍ରଥମ ଥର କେମିତି ହୋଲି ଖେଳିଲେ ହୀରୋ ସବ୍ୟସାଚୀ ଓ ଅର୍ଚ୍ଚିତା, ଦେଖନ୍ତୁ ପୁରା ଭିଡିଓ

ଆପଣମାନେ ତ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗଧାଡିର ନାୟକ ସବ୍ୟସାଚୀ ଓ ନାୟିକା ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।

ସେମାନେ ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟକୁ ଜିତିଛନ୍ତି । ଏବଂ ତାଙ୍କ ଏହି ଯୋଡ଼ି କୁ ମଧ୍ୟ ଦେଖି ତାଙ୍କ ପ୍ରଶାସକଙ୍କ ଖୁସି କହିଲେ ନ ସରେ । ହୋଲି ଯାହାକି ରଙ୍ଗର ପର୍ବ ।

କିଛି ଲୋକଙ୍କ ମଧ୍ୟରେ ଥିବା ମନୋମାଲିନ କୁ ମଧ୍ୟ ଏହା ମିଶାଇ ଦେଇଥାଏ । ପ୍ରମର ପର୍ବ ହୋଲି । ଏହି ହୋଲି କୁ ମଧ୍ୟ ଆମ କଳାକାର ଭାଇଭଉଣୀ ମାନେ ପାଳନ କରିଥାନ୍ତି ଠିକ ଆମ ପରି ।ସେହିପରି ପାଳନ କରିଛନ୍ତି ଆମର ପ୍ରିୟ ଯୋଡ଼ି ସବ୍ୟସାଚୀ ଅର୍ଚ୍ଚିତା । ତାଙ୍କ ଦର୍ଶକ ଏବେ ତାଙ୍କୁ ସବ୍ୟାର୍ଚ୍ଚିତା ବୋଲି ମଧ୍ୟ କହିଛନ୍ତି ।

ସେମାନେ ମଧ୍ୟ ତାଙ୍କ ଗ୍ଲାମର କୁ ଏଡାଇ ଆମ ପରି ହୋଲି ଖେଳିଛନ୍ତି । ହୋଲିର ପର୍ବ ତାଙ୍କ ଜୀବନରେ ସବୁବେଳେ ଆସିଥାଉ ଏବଂ ତାଙ୍କର ଏହି ବୈବାହିକ ଜୀବନରେ ଖୁସି ଭରି ଦେଉ । ତାଙ୍କ ଜୀବନରେ ଆଗରୁ ବହୁତ ଥର ସେ ହୋଲି ପର୍ବ ପାଳନ କରିଛନ୍ତି । କିନ୍ତୁ ବିବାହ ପରେ ଏହା ହେଉଛି ତାଙ୍କର ପ୍ରଥମ ହୋଲି । ସେ ଦୁହେଁ ମିଶିକରି ହୋଲିପର୍ବ ପାଳନ କରିଛନ୍ତି ।

ସେ ଏହା ଲାଇଭ୍ ଆସି ନିଜ ଦର୍ଶକଙ୍କୁ ଜଣାଇଛନ୍ତି । ଏବଂ ସେ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କ ଦର୍ଶକଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି । ଏବଂ ଆହୁରି ମଧ୍ୟ କହିଛନ୍ତି ସେ ଅର୍ଚ୍ଚିତାଙ୍କ ସହ ହୋଲି ଖେଳି ବିଗିଡିଯାଇଚନ୍ତି । ଅର୍ଥାତ୍ ସେ ପୁରା ରଙ୍ଗରେ ରଙ୍ଗୀନ୍ ହୋଇ ପିଲାଟା ବିଗିଡିଗଲା ବୋଲି କହିଛନ୍ତି ।

 

View this post on Instagram

 

A post shared by SABYASACHI MISHRA (@sabyasachi_actor)

ହୋଲି ରଙ୍ଗରେ ରଙ୍ଗୀନ୍ ହେଲା ପରେ ତାଙ୍କ ପ୍ରଶଂସକ ତାଙ୍କୁ ଚିହ୍ନି ପାରିଛନ୍ତି କି ନାହିଁ ସେ ଲାଇଭ ଆସି ଜାଣିଛନ୍ତି । ସେ ସମସ୍ତ ଦର୍ଶକଙ୍କ ମନରେ ଏପରି ଜାଗା ତିଆରି କରିଛନ୍ତି ଯେ ସେ ଯେଉଁ ରୂପରେ ବି ଆସିବେ ଦର୍ଶକଙ୍କ ଭଲପାଇବା ତାଙ୍କୁ ନିଶ୍ଚୟ ମିଳିବ । ସେ ଏହି ହୋଲିରେ ଉଭୟ ବହୁତ୍ ଖୁସି ଅଛନ୍ତି ବୋଲି କହିଛନ୍ତି ।

 ଅର୍ଚ୍ଚିତା ମଧ୍ୟ ବହୁତ୍ ଖୁସି ଅଛନ୍ତି । ଏମିତି ବି ହୋଲି ଖେଳ ହୁଏ ସେ ଜାଣିନଥିଲି । ସେ କିଛି ଅଭିରକୁ ଗାଲ କିମ୍ବା ମୁହଁରେ ଲଗାଇ ହାପି ବୋଲି କହି ହୋଲି ସେଳିବ୍ରେଟ୍ କରନ୍ତି । ସେ ଏହି ବର୍ଷର ହୋଲି ରେ ନିଜ ପତି ଙ୍କ ସାଙ୍ଗେ ହୋଲି ଖେଳି ହୋଲି ଯାହାକି ରଙ୍ଗର ପର୍ବ ତାହା କୁ ବହୁତ୍ ଏଞ୍ଜୟ କରିଛନ୍ତି ବୋଲି ତାଙ୍କ ଦର୍ଶକ ଙ୍କୁ ଜଣାଇଛନ୍ତି । ଏବଂ ତାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କ ଯୋଡ଼ି ଆଗକୁ ଏମିତି ସୁନ୍ଦର ହୋଇରହିଥାଉ ଏବଂ ସେମାନେ ଏମିତି ଖୁସିରେ ରୁହନ୍ତୁ ବୋଲି ଜଣାଇଛନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *