ମହିଳାମାନେ ଭୁଲରେ ପିନ୍ଧନ୍ତୁ ନାହିଁ ଏହି 5ଟି ଜିନିଷ, ସ୍ୱାମୀ ହେବେ କାଙ୍ଗାଳ

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । କାରଣ ଗୋଟେ ନାରୀ ଚାହିଁଲେ ଘରକୁ ସ୍ଵର୍ଗ ଓ ନ-ର୍କରେ ପରିଣତ କରିଦେଇଥାଏ ।

ବିବାହ ପରେ ସ୍ଵାମୀ ସ୍ତ୍ରୀ ଏକ ନୂଆ ଜୀବନର ଆରମ୍ଭ କରିଥାନ୍ତି । ବିବାହ ବ-ନ୍ଧ-ନରେ ବା-ନ୍ଧି ହେବାପରେ ସ୍ଵାମୀ ସ୍ତ୍ରୀ ସାତ ଜନ୍ମର ସାଥି ହୋଇଥାନ୍ତି । ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କର କର୍ମ ଗୋଟିଏ ଜାଗାରେ ଯୋଡି ହୋଇଥାଏ । ଏହି ଦୁଇଜଣଙ୍କ ମଧ୍ୟରେ ଯିଏ ବି ଖରାପ କାମ କରୁ ବା ଭଲ କାମ କରୁ ଏହି ଦୁଇଜଣଙ୍କ ଉପରେ ଏହାର କୁପ୍ରଭାବ ପଡିଥାଏ ।


ଯଦି ଜଣେ ମଧ୍ୟ ଖରାପ କାମ କରିଥାଏ ତା ହେଲେ ତାହା ଦୁଇଜଣଙ୍କୁ ଭୋଗ କରିବାକୁ ପଡିଥାଏ । ପୁରାଣ ଓ ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର ଏପରି କିଛି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ସ୍ତ୍ରୀ ମାନେ ପିନ୍ଧିବା ଦ୍ଵାରା ଏହାର କୁପ୍ରଭାବ ତାଙ୍କ ସ୍ଵାମୀ ମାନଙ୍କ ଉପରେ ପଡିଥାଏ ଯାହାଫଳରେ ସେମାନଙ୍କ ସ୍ଵାମୀ ଆଜୀବନ ଦରିଦ୍ରତା ଭୋଗ କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ସୁନାର ଗହଣା ପ୍ରତ୍ୟକ ନାରୀ ପାଇଁ ଶ୍ରେଷ୍ଠ ଓ ମନପସନ୍ଦର ହୋଇଥାଏ । କିନ୍ତୁ ବନ୍ଧୁଗଣ ଏମିତି ମଧ୍ୟ କଛି ସୁନାର ଅଳଙ୍କାର ରହିଛି ଯାହାକୁ ସ୍ତ୍ରୀ ପିନ୍ଧିବା ଦ୍ଵାରା ସ୍ଵାମୀ ଦରିଦ୍ରତା ଭୋଗ କରିଥାଏ । ଯଦି କୌଣସି ମହିଳା ସୁନାର ପାଉଁଜି ଓ ସୁନାର ଝୁଟିଆ ପିନ୍ଧିଥାଏ ତା ହେଲେ ସ୍ଵାମୀର ଅମଙ୍ଗଳ ହୋଇଥାଏ । ଏହାକୁ ବିବାହିତ ନାରୀ ମାନେ ପାଦରେ ପିନ୍ଧିବା ଦ୍ଵାରା ଅଶୁଭ ହୋଇଥାଏ ଏହା ଦ୍ଵାରା ସ୍ଵାମୀ ଓ ପରିବାରର କ୍ଷତି ହୋଇଥାଏ । ତେଣୁ ବନ୍ଧୁଗଣ ମହିଳା ମାନଙ୍କୁ ଏହି ଦୁଇଟି ଜିନିଷ ପିନ୍ଧିବା ଉଚିତ ନୁହେଁ । ଏହି ଭୁଲ କରିବା ଦ୍ଵାରା ଘରେ ଅନେକ ଗୁଡିଏ ସମସ୍ଯା ଆସିଥାଏ ।

୨. ବନ୍ଧୁଗଣ କୌଣସି ବିବାହିତ ନାରୀକୁ ଧଳା ଶାଢୀ ପିନ୍ଧିବା ଉଚିତ ନୁହେଁ । ଆଧୁନିକ ଯୁଗ ଅନୁସାରେ ଅନେକ ନାରୀ ନିଜର ଷ୍ଟାଇଲ ମେଣ୍ଟେନ କରିବା ପାଇଁ ଧଳା ଶାଢୀ ପିନ୍ଧିଥାନ୍ତି ହେଲେ ବନ୍ଧୁଗଣ ଏହା ଅଶୁଭ ହୋଇଥାଏ । କାରଣ ଶାସ୍ତ୍ର ଅନୁସାରେ ସ୍ଵାମୀର ଦେ-ହା-ନ୍ତ ହେବା ପରେ ନାରୀ ମାନେ ଧଳା ଶାଢୀ ପିନ୍ଧିଥାନ୍ତି । ତେଣୁ ଯଦି କୌଣସି ବିବାହିତା ନାରୀ ସ୍ଵାମୀ ବଞ୍ଚିଥିବା ସମୟରେ ଏହି ଧଳା ଶାଢୀକୁ ପିନ୍ଧିଥାଏ ତା ହେଲେ ସ୍ଵାମୀ ଉପରେ ସଙ୍କଟ ଆସିଥାଏ ।

୩. ବନ୍ଧୁଗଣ ଏହି ଆଧୁନିକ ସମାଜରେ ଅନେକ ମହିଳା ମଙ୍ଗଳସୂତ୍ରକୁ ଗଳାରେ ଧାରଣ କରିବା ସହ ନିଜ ହାତରେ ମଧ୍ୟ ଧାରଣ କରିଥାନ୍ତି । ହେଲେ ବନ୍ଧୁଗଣ ଏହା ଅଶୁଭ ହୋଇଥାଏ । ଏହି ଭୁଲ ଜୀବନ ଓ ଜୀବିକାରେ ବାଧକ ସୃଷ୍ଟି କରିଥାଏ । ତେଣୁ ବନ୍ଧୁଗଣ କୌଣସି ମହିଳାକୁ ମଙ୍ଗଳସୂତ୍ରକୁ ନିଜ ହାତରେ ଧାରଣ କରି ମଙ୍ଗଳସୂତ୍ରର ଅପମାନ କରିବା ଉଚିତ ନୁହେଁ । ତେଣୁ ବନ୍ଧୁଗଣ ମହିଳା ମାନଙ୍କୁ ଏହି ସବୁ ଜିନିଷ ଧାରଣ କରିବା ଉଚିତ ନୁହେଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *