Health Tips- ରସୁଣରେ କରନ୍ତୁ ଏହି ଜବରଦସ୍ତ ଉପାୟ ! ନର୍ଭ ବ୍ଲକେଜ, କମଜୋରି, ହାଇ କୋଲେଷ୍ଟ୍ରୋଲ ତୁରନ୍ତ ଛୁ-ମନ୍ତର ହେଇଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯଦି ଧମନୀ ଦୁର୍ବଳ ହୋଇ ଯାଇ ଠିକ ଭାବରେ କାର୍ଯ୍ୟକାରୀ ହେଉନଥାଏ । ଏହା ସହିତ ଯଦି ଧମନୀରେ ବ୍ଲକେଜ୍ ଆସିଯାଇଥାଏ । ବ୍ୟକ୍ତିର ବ୍ଲଡ୍ ପ୍ରେସର ବଢିଯାଇଛି । ତେବେ ଏହି ସବୁ ଲୋକଙ୍କ କ୍ଷେତ୍ରରେ ହାର୍ଟ ଜନିତ ସମସ୍ଯା ଆସିବାର ବହୁତ ଅଧିକ ସମ୍ଭାବନା ଅନ୍ୟ ଲୋକଙ୍କ ତୁଳନାରେ ରହିଥାଏ । ତେଣୁ ହାର୍ଟରେ କୌଣସି ପ୍ରକାର ବିପଦ ଆସିବା ପୂର୍ବରୁ ଧମନୀ ଠିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ରଶୁଣର ବ୍ୟବହାର କରିପାରିବେ ।

ରଶୁଣର ସେବନର ଫାଇଦା ସେତେବେଳେ ଶରୀରକୁ ଅଧିକ ମିଳିଥାଏ । ଯେତେବେଳେ ଏହାକୁ ବ୍ୟକ୍ତି କଞ୍ଚା ସେବନ କରି ଖାଇଥାଏ । କାରଣ ରୋଷେଇରେ ରଶୁଣର ବ୍ୟବହାର କରାଯାଇ ରଶୁଣ ଖାଇଲେ ତାହାର ଏତେ ମାତ୍ରାରେ ଫଳପ୍ରଦ ହୋଇନଥାଏ ।

କଞ୍ଚା ରଶୁଣକୁ ଖାଇବାକୁ ଚୋବାଇ ଖାଇବାକୁ ବହୁତ ଲୋକ ପସନ୍ଦ କରିନଥାନ୍ତି । ତେଣୁ ଆପଣ ଯଦି ରସୁଣରେ ଏକ ରେମିଡି ପ୍ରସ୍ତୁତ କରି ତାହାର ସେବନ କରିବେ । ତେବେ ରଶୁଣ ଖାଇବାର ସ୍ଵାଦରେ ପରିବର୍ତ୍ତନ ଆସିଯିବ । ଯାହା ଖାଇବାକୁ ଆଗ ଅପେକ୍ଷା ଅଧିକ ଭଲ ଲାଗିବ ।

ଏହାକୁ କରିବାକୁ ହେଲେ ୧୫ ରୁ ୧୬ ଟି ରଶୁଣର କୋଲା ଭଲ ଭାବରେ ଛଡାଇ ନେଇଯିବେ । ତାକୁ ଏକ କାଚର ଜାରରେ ରଖିଦେବେ । ତାପରେ ଅନ୍ୟ ଏକ ପାତ୍ରରେ ଏକ ଲିଟର ପାଣିରେ ୪ ଚାମଚ ଲୁଣ ମିଶାଇ ତାକୁ ଗୋଳାଇ ସେହି କାଚ ଜାରରେ ଲୁଣ ପାଣିକୁ ଓଜାଡି ଦେବେ । ସେତିକି ପରିମାଣର ପାଣି ଦେବେ ଯେପରି କାଚ ଜାରଟି ସଂପୂର୍ଣ୍ଣ ଭର୍ତ୍ତି ହୋଇ ରହିବ ।

ତାପରେ ସେହି ଜାରରେ ୧ ଚାମଚ ଆପେଲ୍ ସାଇଡର ଭିନେଗାର ପକାଇ ଦେବେ । ତାପରେ ଏହି ଜାରର ଘୋଡଣି ଟାଇଟରେ ବନ୍ଦ କରି ୩୦ ରୁ ୪୫ ଦିନ ପର୍ଯ୍ୟନ୍ତ ରଖିଦେବେ । ଏହି ଜାରରୁ ଯେତେବେଳେ ବବଲ୍ ଭଳି ଫୋଟକା ଉଠିବ । ସେତେବେଳେ ସେହି ଜାରର ଘୋଡଣିକୁ ହାଲ୍କା ଖୋଲିଦେବା ଉଚିତ ।

କିଛି ଦିନ ଭିତରେ ଜାରରେ ଥିବା ରଶୁଣର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିବ ।  ତାପରେ ୪୦ ରୁ ୪୫ ଦିନ ପରେ ଏହି ରଶୁଣର ସେବନ କରିପାରିବେ । ପ୍ରତିଦିନ ଏଥିରୁ ୩ ରୁ ୪ କୋଲା କାଢି ଖାଇପାରିବେ । କଞ୍ଚା ରଶୁଣର ସେବନ କରିବା ଠାରୁ ଏହି ପ୍ରସ୍ତୁତ କରିଥିବା ରଶୁଣକୁ ଖାଇବା ଦ୍ଵାରା ଅଧିକ ଫାଇଦା ଶରୀରକୁ ମିଳିଥାଏ ।

ଧମନୀରେ ବ୍ଲକେଜ୍ ଖୋଲିଥାଏ, ରକ୍ତ ପତଳା ହୋଇଥାଏ, ବ୍ଲଡ୍ ପ୍ରେସର କମିଥାଏ ଓ ସବୁଠାରୁ ବଡ କଥା ହେଉଛି ହାର୍ଟ ଜନିତ ଶରୀରରେ କିଛି ସମସ୍ଯା ଆସିବାର ସମ୍ଭାବନା ରହିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *