ଧୋକେବାଜ ଓ ମିଛୁଆ ଲୋକଙ୍କ କିପରି ଚିହ୍ନିବେ, ଜାଣନ୍ତୁ ଏହି 10 ଟି ଲକ୍ଷଣ… (Motivational Speech)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଥିବା ସବୁ ଲୋକଙ୍କର ସ୍ଵଭାବ ଭିନ୍ନ ଭିନ୍ନ ଧରଣର ହୋଇଥାଏ । ଏପରି କିଛି ଲୋକ ଏହି ଦୁନିଆରେ ଥାଆନ୍ତି । ଯେଉଁ ମାନେ ଅନ୍ୟର ବିଶ୍ବାସ ସହିତ ଖେଳିବାକୁ ପସନ୍ଦ କରିଥାନ୍ତି । ସେହିପରି ମଣିଷର ମନକୁ ଚିହ୍ନିବା ଏତେ ବି ସହଜ ନୁହେଁ । ତେବେ ଚାଲନ୍ତୁ ଜାଣିବା ଧୋକାବାଜ ଓ ମିଥ୍ୟାବାଦୀ ମଣିଷକୁ କିପରି ଚିହ୍ନିବା ? ଯେଉଁ ଲୋକଙ୍କ ପାଖରେ ଏହି ସବୁ ଗୁଣ ରହିଥାଏ ।

ସେମାନେ ମିଥ୍ୟବାଦୀ ବୋଲି ଜଣା ପଡିଯାଇଥାଏ । ଯଦି ବ୍ୟକ୍ତି ନିଜର କଥା ସମସ୍ତଙ୍କୁ ଲୁଚାଇ ରଖିଥାଏ । ନିଜର କୌଣସି କଥା କାହାକୁ ଶେୟାର କରିବାକୁ ପସନ୍ଦ କରିନଥାଏ । ଏହା ସହିତ ନିଜର ପାର୍ଟନରକୁ ମଧ୍ୟ ନିଜ ବିଷୟରେ ଠିକ ସେ ଜାଣିବାକୁ ଦେଇନଥାଏ । ତେବେ ଧୋକାବାଜ ବ୍ୟକ୍ତିଙ୍କର ଏହି ଲକ୍ଷଣ ରହିଥାଏ । ଦିତୀୟରେ ଯେଉଁ ବ୍ୟକ୍ତି ଅନ୍ୟର ଛାଡ ନିଜ ପାର୍ଟନରର ମଧ୍ୟ ଯତ୍ନ କରିନଥାଏ ।

ନିଜ ପାର୍ଟନରର ଭଲ ମନ୍ଦ ବୁଝିନଥାଏ । ତେବେ ସେ କେବେ ମଧ୍ୟ କାହାର ଭଲ ଚିନ୍ତା କରିପାରିବ ନାହିଁ । ତୃତୀୟରେ ଯେଉଁ ବ୍ୟକ୍ତି କଥା କଥାରେ ମିଥ୍ୟାର ସାହାରା ନେଇଥାଏ । ନିଜର ମତକୁ ବାରମ୍ବାର ବଦଳାଇ ଥାଏ । ଧୋକାବାଜ ବ୍ୟକ୍ତି ଏହା ମଧ୍ୟ ଏକ ଲକ୍ଷଣ ହୋଇଥାଏ । ଚତୁର୍ଥରେ ଯଦି ଆପଣଙ୍କର ପାର୍ଟନର ଆପଣଙ୍କୁ ଗୁରୁତ୍ଵ ଦେଇ ନାହାନ୍ତି କିମ୍ବା ଆପଣଙ୍କର ମହତ୍ଵ ତାଙ୍କ ଜୀବନରେ ଅନୁଭବ କରିପାରୁନାହାନ୍ତି ।

ତେବେ ସେ ଆପଣଙ୍କୁ ପ୍ରକୃତରେ କେବେ ଭଲ ହିଁ ପାଉନାହାନ୍ତି । ପଞ୍ଚମରେ ଆପଣଙ୍କର ପାର୍ଟନର ଉପରେ ଯଦି ଆପଣଙ୍କର ଭରସା ପାଉନାହିଁ  ତେବେ ତା’ ସହିତ ଆଗକୁ ରିଲେସନରେ ରହିବା ମଧ୍ୟ ଅନୁଚିତ । ଯଦି ଜଣେ ଲଭ ପାର୍ଟନର ଅନ୍ୟ ଜଣଙ୍କୁ ସମୟ ଠିକ ସେ ଦେଇ ପାରୁନାହିଁ । ଜଣଙ୍କୁ ନିଜର ପ୍ରେମ ପାଇଁ ପ୍ରେମ ଭିକ୍ଷା ମାଗିବା ପାଇଁ ପଡୁଛି ।

ତେବେ ସେ ଆପଣଙ୍କୁ ଭଲ ହିଁ ପାଉବାହାନ୍ତି । ଷଷ୍ଠରେ ଯଦି ଜଣେ ଅନ୍ୟ ଜଣଙ୍କୁ ସମ୍ମାନ କରୁ ନାହିଁ । ତା’ ର କିଛି ଭଲ ଭାବନା ଆପଣଙ୍କ ପାଇଁ ନାହିଁ । ତେବେ ସେ ମଣିଷ ଆପଣଙ୍କ ପାର୍ଟନର ହେବାର ଯୋଗ୍ୟ ବିବେଚେତ ହେଉନାହିଁ । ସପ୍ତମରେ ଯେଉଁ ରିଲେସନରେ ଜଣେ ପାର୍ଟନର ଅନ୍ୟ ଜଣେ ପାର୍ଟନର ପ୍ରତି କମିଟେଡ ରହୁନାହିଁ । ସବୁ ଦିନ ସବୁ ପରିସ୍ଥିତିରେ ରହିବାର ପ୍ରତିଶୃତି ରଖୁନାହିଁ ।

ତେବେ ସେ ଆପଣଙ୍କୁ ପ୍ରେମ ହିଁ କରୁନାହିଁ । ଅଷ୍ଟମରେ ଯଦି ଜଣେ ପାର୍ଟନର ଅନ୍ୟ ଜଣେ ପାର୍ଟନରଙ୍କୁ କୌଣସି ନା କୌଣସି କାରଣରୁ ସବୁ କଥା କଥାରେ ଦୁଃଖ ପହଞ୍ଚାଇ ଥାଏ । ନବମରେ ଯଦି ତାଙ୍କ ଜୀବନରେ ଆପଣଙ୍କ ପାଇଁ କିଛି ଜାଗା ରହୁନାହିଁ । ଦଶମରେ ଯଦି ଜଣେ ଅନ୍ୟ ଜଣଙ୍କ ସହିତ ସମ୍ପର୍କରେ ରହିଲା ପରେ ମଧ୍ୟ ପ୍ରେମ ଅନୁଭବ ହେଉନାହିଁ ।

ତେବେ ଏହା ପ୍ରକୃତ ପ୍ରେମ ନୁହେଁ । ଏହି ସବୁ କାରଣକୁ ଅନୁଧ୍ୟାନ କରି ବ୍ୟକ୍ତି ଜଣଙ୍କ ଧୋକାବାଜ ବୋଲି ଜାଣିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *