ଶରୀରରେ ରକ୍ତ ଅଭାବ, ସବୁବେଳେ ଥକି ପଡିବା, କମଜୋରି 8 ଦିନରେ ଗାୟବ ହେଇଯିବ, ଜାଣନ୍ତୁ କଣ କରିବେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ରକ୍ତର ମାତ୍ରା ଠିକ ରହିବା ନିତାନ୍ତ ଆବଶ୍ୟକ ହୋଇଥାଏ । କାରଣ ଶରୀରରେ ରକ୍ତର ଅଭାବ ହେଲେ । ତାହାକୁ ଏନିମିଆ କୁହାଯାଇଥାଏ । ରକ୍ତର ଅଭାବରେ ଶରୀରରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଇଥାଏ । ଯେପରି ଶରୀରରେ ଦୁର୍ବଳତା ରହିବା ସହ ଅଧିକ ଥକାପଣର ଅନୁଭବ ହେବା । ବ୍ୟକ୍ତିର ସ୍ଵଭାବରେ ଚିଡିଛିଡା ଭାବ ପ୍ରକାଶ ପାଇବା ।

ଏହା ସହିତ କେଶ ଝଡିଥାଏ, ଆଖି ଧଳା ଦେଖା ଯାଇଥାଏ ଓ ଚେହେରାରେ ଚମକ କମିଯାଇ ଚେହେରା ମଳିନ ଦେଖାଯାଇଥାଏ । ଶରୀରରେ ରକ୍ତ ତିଆରି କରିବାରେ ଆଇରନ ପ୍ରମୁଖ ଭୂମିକା ରହିଥାଏ । ଏହା ସହିତ ଶରୀରରେ ଆଇରନକୁ ଶୋଷିତ କରି ରଖିବାରେ ଭିଟାମିନ – c ର ଭୂମିକା ରହିଥାଏ । ତେଣୁ ନିଜ ଖାଦ୍ୟରେ ଏପରି କିଛି ଖାଦ୍ୟ ସାମିଲ କରିବା ଉଚିତ ।

ଯାହା ଦ୍ଵାରା ଶରୀରରେ ଆଇରନ ଓ ଭିଟାମିନ – c ର ଅଭାବକୁ ଦୂର କରିବା । ଭିଟାମିନ – c ର ଅଭାବକୁ ପୂରଣ କରିବାକୁ ଲେମ୍ବୁ ଓ ଅଁଳାର ସେବନ କରିବା ଉଚିତ । ଆପଣ ଲେମ୍ବୁରୁ ସର୍ବତ ପ୍ରସ୍ତୁତ କରି ଓ ଅଁଳାର ପାଉଡରକୁ ପାଣିରେ ଗୋଳାଇ ସେବନ କରିପାରିବେ । ଆଇରନର ଅଭାବ  ପୂରଣ କରିବାକୁ ଗାଢ ରଙ୍ଗର ସବୁଜ ପତ୍ର ଥିବା ପନିପରିବାକୁ ସେବନ କରିବା ଉଚିତ ।

ଯେପରି ନିଜ ଖାଦ୍ୟରେ ବ୍ରୋକଲି, ପାଳଙ୍ଗ, ପିଆଜ ଶଣ୍ଢା, ସୋରିଷ ଶାଗ, ମେଥି ଶାଗ ସେବନ କରିପାରିବେ । ଏଥିସହିତ ବେଦେନା ଓ ବିଟ୍ ର ସେବନ ନିହାତି ଭାବରେ କରିବା ଉଚିତ । କାରଣ ଏହା ବ୍ୟକ୍ତିର ଶରୀରରେ ରକ୍ତ ତିଆରି କରିଥାଏ । ନିଜ ଖାଦ୍ୟରେ ଏହି ସବୁ ସାମଗ୍ରୀକୁ ମିଶାଇ ସେବନ କରି ଶରୀରରେ ହେଉଥବା ରକ୍ତର ଅଭାବକୁ ଦୂର କରନ୍ତୁ ।

ଏହା ସହିତ  ରକ୍ତହୀନତୀ ଦୂର କରିବା ପାଇଁ ଡାକ୍ତରଙ୍କର ଦ୍ଵାରା ପରାମର୍ଶ ଅନୁସାରେ ମାର୍କେଟରେ ମିଳୁଥିବା କେତେକ ସପ୍ଲିମେଣ୍ଟ ମଧ୍ୟ ବ୍ୟବହାର କରିପାରିବେ । ଡାକ୍ତରଙ୍କ ଅନୁସାରେ ମାର୍କେଟରେ ଉପଲବ୍ଧ ଫାଇଟିକା ଭିଟା 365 ଟାବ୍ଲେଟକୁ ମଧ୍ୟ ସେବନ କରିପାରିବେ । ଏହା ଏକ ମଲ୍ଟି ଭିଟାମିନ ଟାବ୍ଲେଟ ଅଟେ । ଏଥିରେ ଭିଟାମିନ, ମିନେରାଲ ଓ ଆଣ୍ଟି ଅକ୍ଷସିଡେଣ୍ଟ ରହିଛି ।

ଏହାକୁ ସେବନ କରିବା ଦ୍ଵାରା ଶରୀରରେ ରକ୍ତହୀନତା ଦୂର ହେବା ସହିତ ଶରୀରରେ ଅନୁଭୂତ ଥକାପଣ ମଧ୍ୟ ସଂପୂର୍ଣ୍ଣ ଦୂର ହୋଇଥାଏ । ଏହା ସହିତ ଶରୀରର ଇମମୁନିଟି ବଢାଇବାରେ ଏହା ସାହାଜ୍ଯ କରିଥାଏ । ଏହି ଟାବ୍ଲେଟକୁ ପ୍ରତିଦିନ ଖାଦ୍ୟ ଖାଇସାରିବାର ୧୫ ମିନିଟ ପରେ ସେବନ କରିବା ଉଚିତ । ଦିନକୁ ୧ ଟି ଟାବ୍ଲେଟର ସେବନ କରିବା ଉଚିତ ।

ନିୟମିତ ରୂପେ ଏହି ସବୁ ନିୟମର ପାଳନ ଦ୍ଵାରା ଶରୀରରେ ରକ୍ତ ହୀନତା ଦୂର ହେବା ସହ ଶରୀର ସତେଜ ଓ ଫୁର୍ତ୍ତି ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ ।

Leave a Reply

Your email address will not be published. Required fields are marked *