କେତେ ବି ପୁରୁଣା ଦାଗ, ଚିହ୍ନ ହେଇଥାଉ ନା କାହିଁକି, ଏହି ଦେଶୀ ଉପାୟରେ ମାତ୍ର 5 ମିନିଟ ରେ ପାଆନ୍ତୁ କାଚ ଭଳି ଚମକୁଥିବା ଚେହେରା (Skin Whitening Tips)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଆଜିକାଲି ଅଧିକାଂଶ ଦେଖୁଥିବେ ଯେ, ପ୍ରାୟତଃ ମହିଳା ମାନଙ୍କ ଚେହେରା ରେ ବିଭିନ୍ନ ପ୍ରକାରର ଦାଗ ଦେଖିବାକୁ ମିଳୁଛି । ଚେହେରା ରେ ବ୍ରଣ ଦ୍ୱାରା ହେଉଥିବା ଦାଗ, ଆଖି ତଳେ ଥିବା କଳା ଦାଗ, ଚେହେରା ଝୁରି ପଡିଯିବା ଭଳି ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ ।

ଅଧିକ ବୟସ ଯୋଗୁଁ ଚେହେରା ରେ ଝୁରି ପଡିଯାଇଥାଏ କିନ୍ତୁ ବର୍ତ୍ତମାନ କମ ବୟସ ର ମହିଳା ମାନଙ୍କର ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି । ଏହି ସବୁ ସମସ୍ୟା ଯୋଗୁଁ ଚେହେରା ର ଗୋରାପଣ ମଧ୍ୟ କମିଯାଇଥାଏ । ତେବେ ଆପଣ ଯଦି ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହା ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ।

ଏହି ଉପଚାର କୁ ପ୍ରୟୋଗ କଲେ ଆପଣ ମାନେ ନିଶ୍ଚିତ ଭାବରେ ଏହି ସମସ୍ୟା ରୁ ମୁକ୍ତି ପାଇପାରିବେ । ଏହି ଘରୋଇ ଉପଚାର ନିମନ୍ତେ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ହୋଇଥାଏ ତାହା ଆପଣ ମାନଙ୍କୁ ବହୁତ ସହଜ ରେ ମିଳିଯିବ ଏବଂ ତାହା ସ୍କିନ ପାଇଁ ବହୁତ ଭଲ ଏବଂ ପ୍ରାକୃତିକ ହୋଇଥାଏ । ଆସନ୍ତୁ ସେହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ସର୍ବ ପ୍ରଥମେ ପ୍ରଥମ ସାମଗ୍ରୀ ଗୋଟିଏ ଆଳୁ କୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ସେହି ଆଳୁ ର ଚୋପା କୁ ଭଲ ଭାବରେ ଛଡ଼ାଇ ତାକୁ ଗ୍ରେଟ କରନ୍ତୁ । ଏହାପରେ ଆପଣ ତାକୁ ଭଲ ଭାବରେ ଛାଣି ରସ ବାହାର କରନ୍ତୁ । ଏହାପରେ ଆପଣ ଦ୍ଵିତୀୟ ସାମଗ୍ରୀ ନିଅନ୍ତୁ ବେସନ । ଆପଣ ଗୋଟିଏ ପାତ୍ର ରେ ଏକ ଚାମଚ ବେସନ ନିଅନ୍ତୁ ।

ବେସନ ରେ ଥିବା ପ୍ରପର୍ଟି ଆମ ସ୍କିନ କୁ ଗୋରା କରିବାରେ ସହାୟକ ହୋଇଥାଏ । ଏହାପରେ ଆପଣ ତୃତୀୟ ସାମଗ୍ରୀ ଅଳ୍ପ ହଳଦୀ ଗୁଣ୍ଡ ସେଥିରେ ମିଶାଇ ଦିଅନ୍ତୁ । ହଳଦୀ ଗୁଣ୍ଡ ରେ ଆଣ୍ଟି ବାୟୋଟିକ ଗୁଣ ରହିଥାଏ । ଯାହା ଆମ ସ୍କିନ କୁ ଉଜ୍ଜ୍ୱଳ କରିଥାଏ । ଏହାପରେ ଆପଣ ସେଥିରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ । ମହୁ ରେ ଏଭଳି ତତ୍ତ୍ୱ ରହିଥାଏ ଯାହା ଆମ ସ୍କିନ ରେ ଥିବା ସମସ୍ତ ପ୍ରକାର ଦାଗ କୁ ଦୂର କରିଥାଏ ।

ଏହାପରେ ଆପଣ ଯେଉଁ ଆଳୁ ର ରସ କୁ ବାହାର କରିଥିଲେ ତାକୁ ମିଶାଇ ଦିଅନ୍ତୁ ଏବଂ ଶେଷରେ ଅଳ୍ପ ଗୋଲାପ ଜଳ ମିଶାଇ ଏକ ଗାଢା ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହି ପେଷ୍ଟ କୁ ନିଜ ମୁହଁ ରେ ଲଗାଇବା ପୂର୍ବରୁ ପ୍ରଥମେ ନିଜ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ସଫା କପଡ଼ା ରେ ପୋଛି ଦିଅନ୍ତୁ । ଏହାପରେ ଆପଣ ଏହି ପେଷ୍ଟ କୁ ନିଜ ମୁହଁ ରେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ।

ଏହାପରେ ନିଜର ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣ ଏହି ଘରୋଇ ଉପଚାର କୁ କିଛି ଦିନ ପ୍ରୟୋଗ କରନ୍ତୁ । ଆପଣ ଦେଖିବେ ଏହାର ଚମତ୍କାରୀ ଫାଇଦା ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ହେବ । ତେଣୁ ଏହି ଉପଚାର କୁ ଘରେ ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କ ଚେହେରା ରେ ଥିବା ସମସ୍ତ ଦାଗ ଦୂର ହେବ ଏବଂ ଚେହେରା କାଚ ଭଳି ଚମକିବାକୁ ଲାଗିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *