Astrology- କେବଳ ଭାଗ୍ୟଶାଳୀ ବ୍ୟକ୍ତିଙ୍କ ଶରୀରରେ ଥାଏ ଏମିତି ଚିହ୍ନ, କଣ ଆପଣଙ୍କ ଶରୀରରେ ଅଛି ଏମିତି ଚିହ୍ନ ତ ଜାଣନ୍ତୁ ଏହାର ରହସ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କ ନଖ ରେ ଆମକୁ ଅର୍ଦ୍ଧ ଚନ୍ଦ୍ର ଭଳି ଚିନ୍ହ ଦେଖିବାକୁ ମିଳିଥାଏ। କିନ୍ତୁ କଣ ଆପଣ ମାନେ କେବେ ଭାବିଛନ୍ତି ଏହା କଣ ଏବଂ ନଖ ରେ ଏଭଳି ଚିନ୍ହ କଣ ପାଇଁ ରହିଛି? ତେବେ ଆଜି ଆମେ ଆପଣ ମାନଙ୍କୁ ନଖ ରେ ଥିବା ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ର ରହସ୍ୟ ସମ୍ବନ୍ଧରେ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କ ତର୍ଜନୀ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି। ଏଜ ଅତ୍ୟନ୍ତ ଶୁଭ ଦାୟକ ଅଟେ। କାରଣ ଯେଉଁ ବ୍ୟକ୍ତି ମାନଙ୍କ ତର୍ଜନୀ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ଭଳି ଚିନ୍ହ ରହିଛି ସେମାନଙ୍କୁ ଖୁବ ଶୀଘ୍ର ଉନ୍ନତି ହାସଲ ହୋଇଥାଏ।


୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କ ମଧ୍ୟମ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ମେସିନ ଏବଂ ଉଦ୍ୟୋଗ ଭଳି କାର୍ଯ୍ୟ ରେ ନିୟୋଜିତ ରୁହନ୍ତି ଏବଂ ସେଥିରେ ସଫଳତା ହାସଲ କରିଥାନ୍ତି। ମଧ୍ୟମ ଆଙ୍ଗୁଳି କୁ ଶନି ଙ୍କ ପ୍ରତୀକ କୁହାଯାଏ। କାରଣ ଏହା ଅନ୍ୟ ଆଙ୍ଗୁଳି ମାନଙ୍କ ଠାରୁ ବଡ଼ ଅଟେ।


୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣଙ୍କ କନିଷ୍ଠ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ଭବିଷ୍ୟତ ରେ ସଫଳତା ହାସଲ କରିବେ ଏବଂ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତ ହେବ।


୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ବୃଢ଼ା ଆଙ୍ଗୁଳି ରେ ଏଭଳି ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ବହୁତ ଅଳସୁଆ ଅଟନ୍ତି ଏବଂ ସମସ୍ତ କାର୍ଯ୍ୟ କୁ ସହଜ ଉପାୟ ରେ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଆପଣ କେବେବି ଅନ୍ୟ କୌଣସି ବ୍ୟକ୍ତି ଉପରେ ଇର୍ଷା କରନ୍ତି ନାହିଁ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *