ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ତଥା ବିଦ୍ଵାନ ଅଟନ୍ତି ସେ ନିଜ ନୀତି ଶିକ୍ଷା ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜଗାଦୀ ରେ ବସାଇ ପାରିଥିଲେ । ଆଜି ଆମ୍ଭେ ଆପଣ ମାନଙ୍କୁ ଆଚାର୍ଯ୍ୟ ଚାଣକ୍ୟ କହିଥିବା କିଛି ବିଶେଷ କଥା ସମ୍ବନ୍ଧରେ କହିବାକୁ ଯାଉଅଛୁ ।
ଯଦି ଆପଣ ଏହାକୁ ପାଳନ କରି ନିଅନ୍ତି ତେବେ ଆପଣଙ୍କ ଘରେ କେବେ ମଧ୍ୟ ଅଶାନ୍ତି ର ବାତାବରଣ ସୃଷ୍ଟି ହେବ ନାହିଁ । ଏହା ସହିତ ଆପଣଙ୍କ ଘରେ ଧନର ଆଗମନ ହେବ । ଆପଣ ଗୋଟିଏ ଜିନିଷ ମାଗିବାରେ କେବେ ମଧ୍ୟ ଲାଜ କରନ୍ତୁ ନାହିଁ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି ଯଦି ଆପଣ ତାହାକୁ ମାଗିବାରେ ସଙ୍କୋଚ କରନ୍ତି ତେବେ ଆପଣ ବହୁତ ବଡ ବିପତି କୁ ନିଜ ପାଖକୁ ଡାକି ଆଣନ୍ତି ।
ଏହା ଫଳରେ ଆପଣ କେବେ ସଫଳ ମଧ୍ୟ ହୋଇ ପାରନ୍ତି ନାହିଁ ଏବଂ ଆପଣ ସନ୍ତୁଷ୍ଠ ମଧ୍ୟ ହୋଇ ପାରନ୍ତି ନାହିଁ । ଆଚାର୍ଯ୍ୟ ଚାଣକ୍ୟ ମାନବ ସମାଜ ନିମନ୍ତେ ଯେଉଁ ସବୁ କଥା ନୀତି ଶାସ୍ତ୍ର ରେ ଉଲ୍ଲେଖ କରିଛନ୍ତି, ଏହାକୁ ଯେଉଁ ବ୍ୟକ୍ତି ପାଳନ କରିବ ସେ ନିଜ ଜୀବନରେ କେବେ ମଧ୍ୟ ଅସଫଳ ହେବେ ନାହିଁ । ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣଙ୍କୁ କେହି ହରାଇ ପାରିବେ ନାହିଁ ।
୧- ଭୋଜନ କରିବା ସମୟରେ ଆପଣଙ୍କୁ କେବେ ମଧ୍ୟ ଲାଜ କରିବା କଥା ନୁହେଁ । ଭୋଜନ ମାଗିବାରେ ଯେଉଁ ବ୍ୟକ୍ତି ଲାଜ କରିଥାଏ ସେ ସର୍ବଦା ଖାଲି ପେଟରେ ଶୋଇଥାଏ । ଏହା ଫଳରେ ସେହି ବ୍ୟକ୍ତି ଜଣକ ଉପରେ କ୍ରୋଧ ଆଶ୍ରୟ ନେଇଥାଏ । ଅର୍ଥାତ ଭୋକରେ ଅସମ୍ଭାଳ ବ୍ୟକ୍ତି ସର୍ବଦା ରାଗିଥାଏ । ଯଦି ଆପଣ ଭୋଜନରେ ଲାଜ କରୁଛନ୍ତି ତେବେ ଏହା ବହୁତ ବଡ ଭୁଲ ଅଟେ । ଏହା ସହିତ ଭୋଜନ ର ଅପମନ ହୋଇଥାଏ ।
୨- ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗୁଥିଲେ ଆପଣ ଏହିଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ ଯାହା ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିବ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭଲ ରହିଲେ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଥାଏ । ଯଦି ସବୁବେଳେ ଉଭୟଙ୍କ ମଧ୍ୟରେ ଝଗଡା ଲାଗେ ତେବେ ଅନ୍ୟ କେହି ବ୍ୟକ୍ତି ଆପଣଙ୍କ ମଧ୍ୟରେ ଆସିପାରେ ।
ଅର୍ଥାତ ପୁରୁଷ ନିମନ୍ତେ ଅନ୍ୟ ନାରୀ ଏବଂ ନାରୀ ନିମନ୍ତେ ଅନ୍ୟ ପୁରୁଷ ଏହା ଫଳରେ ଆପଣଙ୍କ ପରିବାର ନଷ୍ଟ ହୋଇଯାଇଥାଏ । ଏଣୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଲେ ଅନ୍ୟ ଜଣେ ଭୁଲ ମାଗିଦେବା ଉଚିତ । ଏହା ଫଳରେ ସମ୍ପର୍କ ଉତ୍ତମ ରହିବ । ନଚେତ ବଡ ଅସୁବିଧା ହେବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।