ମାତ୍ର 21 ଦିନ ଏହାକୁ କରନ୍ତୁ ଜୀବନରେ ଘଟିବ ବଡ ଚମତ୍କାର !

ନମସ୍କାର ବନ୍ଧୁଗଣ , ଆପଣମାନେ କେବେ ଚିନ୍ତା କରିଛନ୍ତି ଆମେ ଯେତେ ବି ବିଶେଷ୍ଜ୍ଞ ମାନଙ୍କୁ ଦେଖିଥାଉ ସେମାନେ ଭୋର ସକାଳେ ଉଠିଥାନ୍ତି ଏବଂ ଆମ କୁ ମଧ୍ୟ ଏହା କୁହାଯାଇଥାଏ ସକାଳେ ଜଳଦି ଉଠିବା ଉଚିତ୍ । ଯେଉଁମାନେ ବିଳମ୍ବ ରେ ଉଠିଥାନ୍ତି ସେମାନେ ସକାଳ ର ସୁନ୍ଦର ସମୟ କୁ ହାତ ଛଡା କରିଥାନ୍ତି । 1-କାରଣ ସକାଳ ସମୟ ଯେଉଁ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଇଶ୍ଵରଙ୍କ ଚମତ୍କାରୀ ପ୍ରକୃତି ଆମ ଜୀବନ ରେ ଶକ୍ତି ଭରିଦେଇଥାଏ ।

ଆପଣମାନେ ଯଦି ସକାଳେ ଶୀଘ୍ର ଉଠିବେ ତେବେ ଆପଣଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ହେଇଯିବା ଦୁଇ ସପ୍ତାହ ଏହାକୁ କରିକି ଦେଖନ୍ତୁ । ଆସନ୍ତୁ ଜାଣିବା ସକାଳେ ଶୀଘ୍ର ଉଠିବାର ଫାଇଦା ବିଷୟରେ । 2 – ଯେଉଁମାନେ ସକାଳେ ଶୀଘ୍ର ଉଠିଥାନ୍ତି ସେମାନେ ଶୋଇଥିବା ଲୋକମାନଙ୍କୁ ଦେଖି ଏହା ଭାବିଥାନ୍ତି ଯେ ସେମାନଙ୍କ  ଠାରୁ ସେ ଏକ କଦମ ଆଗେ ଅଛନ୍ତି ।

3 -ଶୀଘ୍ର ଉଠିବା ଦ୍ଵାରା ଆପଣଙ୍କୁ ଆତ୍ମବିଶ୍ଵାସ ମିଳିଥାଏ ଏବଂ ଉଠିଲା ପରେ ଇଶ୍ଵରଙ୍କ ଶରଣାଗତ ହେଇ ପ୍ରାଥନା କରିବା ଦିନ ସାରା ଆପଣଙ୍କୁ ଭଲ ବାର୍ତ୍ତାବରଣ ସୃଷ୍ଟି କରିଥାଏ । 4- ସକାଳେ ଉଠି ପ୍ରଥାନା , ପାଠ ନିଜର ବ୍ୟକ୍ତିଗତ କାମ କରିବା ଦ୍ଵାରା ଆପଣ ନିଜ କୁ ଅନ୍ୟମାନଙ୍କ ତୁଳନା ରେ ଉତ୍ତମ ବ୍ୟକ୍ତି ,ମନେ କରିଥାନ୍ତି  ଏବଂ ସକାଳ ସମୟରେ ପଡିଥିବା ପାଠ ଶୀଘ୍ର ମନେ ରହିଥାଏ ।

5  – ଆପଣମାନେ ସକାଳେ  ଶୀଘ୍ର ଉଠିବା ଦ୍ଵାରା ଆପଣ ନିଜକୁ ଭଲ ପାଇଥାନ୍ତି , କାରଣ ଅନ୍ୟକୁ ଭଲ ପାଇବା ପୂର୍ବରୁ ଆମ କୁ ପ୍ରଥମେ ନିଜ କୁ ପ୍ରେମ କରିବାକୁ ପଡିଥାଏ , ଯେଉଁ ବ୍ୟକ୍ତି ନିଜ କୁ ଭଲ ପାଇ ପରେ ନାହିଁ ସେ ଜୀବନରେ ବହୁତ ଦୁଖିତ ରହିଥାଏ । ତେଣୁ ସକାଳର ଜଳଦି ଉଠିବ ଯୋଗୁ ଆପଣ ନିଜକୁ ଭଲ ପାଇଥାନ୍ତି ନିଜ ସହ କିଛି ସମୟ ଶାନ୍ତି ଅତିବାହିତ କରିଥାନ୍ତି ।

6 – ଆପଣ ନିଜ ଉପରେ ଆତ୍ମବିଶ୍ଵାସ ବଢିଥାଏ , କାରଣ ସବୁ ଦିନ ସକାଳେ ଧିଘର ଉଠିବା ବି କୋଣସି ପ୍ରତିଯୋଗିତାରୁ କମ୍ ନୁହେଁ । ଯେଉଁ ଲୋକମାନେ ଏହି ପ୍ରତିଯୋଗୀତା ରେ ଜିତି ଥାନ୍ତି ସେ ଦିନ ସାରା ଆସୁଥିବା ପ୍ରତିଯୋଗୀତା ରେ ମଧ୍ୟ ଜିତ ଥାନ୍ତି  । 7  – ଆପଣ ମାନେ ଯେତେ ବେଳେ ସକାଳେ ଶୀଘ୍ର ଉଠି ବ୍ୟାୟାମ ଓ ଯୋଗ କରି କିଛି ସମୟ ଶାନ୍ତ ବସିଥାନ୍ତି ତେବେ ଆପଣଙ୍କ ଶରୀର ରେ ପ୍ରକୃତି ର ସହଯୋଗ ପ୍ରବେଶ କରିଥାଏ ଏବଂ ଆପଣଙ୍କ ମନ ଓ ମସ୍ତିସ୍କ କୁ ଶାନ୍ତି କରି ଆପଣଙ୍କୁ ସୁସ୍ଥ ରଖେ ।

8  – ସକାଳେ  ଶୀଘ୍ର ଉଠିବ ଦ୍ଵାରା ଆପଣଙ୍କୁ ଆପଣଙ୍କ ପରିବାର ସହିତ ସମୟ ଅତିବାହିତ କରିପାରିବେ , କାରଣ ଏହି ଭିଡ ଦୁନିଆରେ ନିଜ ସହିତ କଥା ହେନାର ସମୟ ମିଳିନଥାଏ ।  9   –  ଶୀଘ୍ର ଉଠିବା ଲୋକଙ୍କ ତୁଳନା ରେ ବିଳମ୍ବ ରେ ଉଠିଥିବା ଲୋକଙ୍କ ଶରୀର ରେ ଅଧିକ ରୋଗ ରହିଥାଏ । ତେଣୁ ଶୀଘ୍ର ଉଠିବା ଆମ ଜୀବନ କୁ ପରିବର୍ତ୍ତନ କରିଥାଏ , ଆପଣ ଏହାକୁ ନିଶ୍ଚିତ ଦୁଇ ସପ୍ତାହ କରି ଆପଣଙ୍କ ଅନୁଭୂତି କୁ ଆମ ମାନଙ୍କୁ ଜଣାନ୍ତୁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *