Astrology- M ନାମର ବ୍ୟକ୍ତି ଜଲ୍ଦି ଦେଖନ୍ତୁ, କେବେ ଓ କିପରି ମିଳିବ ସଫଳତା ? ଜାଣନ୍ତୁ ନିଜ ଜୀବନର କିଛି ଗୂଢ ରହସ୍ୟ !

ବନ୍ଧୁଗଣ ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ତାଙ୍କ ନାମର ମହତ୍ଵ ଅଧିକ ଥାଏ । ନାମର ପ୍ରଥମ ଅକ୍ଷର ବ୍ଯକ୍ତିର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ନାମର ପ୍ରଥମ ଅକ୍ଷର ବ୍ଯକ୍ତିର ବ୍ୟକ୍ତିତ୍ବ ବିଷୟରେ ବହୁତ କିଛି ଜାଣି ହୁଏ । ସେଥିପାଇଁ ପିତା ମାତା ଭାବି ଚିନ୍ତି ନିଜ ସନ୍ତାନଙ୍କର ନାମକରଣ କରିଥାନ୍ତି । ଆଜି ଆମେ ଆଲୋଚନା କରିବା M ନାମର ବ୍ୟକ୍ତିଙ୍କର ବ୍ୟକ୍ତିତ୍ବ ବିଷୟରେ । ଯଦି କୌଣସି ପୁଅ ବା ଝିଅର ନାମ ଇଂରାଜୀ ଅକ୍ଷର M ରୁ ଆରମ୍ଭ ହୋଇଥାଏ ତେବେ ଏପରି ବ୍ୟକ୍ତି ଜ୍ଞାନ ବାଣ୍ଟିବାରେ ମାହିର ହୋଇଥାନ୍ତି ।

ଏମାନେ ଭାବୁକ ଓ ସଙ୍କୋଚ କରିଥାନ୍ତି । ସବୁବେଳେ ମଗ୍ନ ଥିବା ବ୍ୟକ୍ତି ହୋଇଥାନ୍ତି । ଏମାନେ ଛୋଟ ଛୋଟ କଥାକୁ ଧରିଥାନ୍ତି । ଏମାନେ ବହୁତ ଜିଦିଆ ହୋଇଥାନ୍ତି । କୌଣସି କଥାରେ ଥରେ ଧରି ନେଲେ ଛାଡନ୍ତି ନାହି । ଏମାନଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ଥାନ୍ତି । ସେଥିପାଇଁ ଧନ ଓ ସମ୍ମାନ ଏମାନଙ୍କୁ ମିଳିଥାଏ । ଏପରି ଜାତକ ବିଶେଷ କରି ରାଜନୀତି, ବକ୍ତା ଓ ଲେଖକ ହୋଇଥାନ୍ତି । କାମ ପ୍ରତି ଏମାନେ ବିଶେଷ ସଚେତନ ନୁହଁନ୍ତି । କିନ୍ତୁ ଭାଗ୍ଯର ଧନୀ ହୋଇଥିବାରୁ ଏମାନେ ସଫଳତାର ସିଡି ଛାଡି ଛାଡି ଯାଇଥାନ୍ତି ।

ଯେ କୌଣସି କାର୍ଯ୍ୟ ହେଉ ଏମାନେ ପ୍ରସିଦ୍ଧି ଲାଭ କରିଥାନ୍ତି । ଏମାନେ ଅଧିକ ଭାବୁକ ହୋଇଥିବାରୁ ଜଲ୍ଦି ପ୍ରେମରେ ପଡିଥାନ୍ତି । ପ୍ରେମକୁ ତୁଲାଇବାରେ ସାହସ ରଖିଥାନ୍ତି । ନିଜର ପ୍ରେମକୁ ପାଇବାକୁ ସବୁ କିଛି କରିଥାନ୍ତି । ଏହି ଗୁଣ ପାଇଁ ଏମାନଙ୍କର ବନ୍ଧୁ ଅଧିକ ଥାନ୍ତି ।

ସବୁବେଳେ ଏମାନଙ୍କର ପ୍ରେମ ଅଧିକ ସୁନ୍ଦର ହୋଇଥାଏ ଯାହାକୁ ଏମାନେ ନିଜର କରିବାକୁ ଚେଷ୍ଟା ଅରିଥାନ୍ତି । ଏମାନେ ନିଜର ନୈତିକ ମୂଲ୍ଯରେ ଜୀବନ ଅତିବାହିତ କରନ୍ତି । ଖରାପ କାମ ଓ ଲୋକକୁ କେବେବି ପସନ୍ଦ କରନ୍ତି ନାହି । ଏମାନେ କୌଣସି କଥାକୁ ବୁଲେଇ ବଙ୍କେଇ କୁହନ୍ତି ନାହି । ଯାହା କୁହନ୍ତି ସିଧା କୁହନ୍ତି ।

ଏଥିପାଇଁ ଅନ୍ୟ ଲୋକଙ୍କୁ ଏମାନଙ୍କ କଥା ଖରାପ ଲାଗେ । ଏମାନଙ୍କର ଶତ୍ରୁ ସଂଖ୍ୟା ବଢି ଚାଲେ । ସମାଜରେ ମାନ ସମାନ ପାଇବାକୁ ବହୁତ ଚେଷ୍ଟା କରିଥାନ୍ତି । ଏମାନେ ଉଚ୍ଚ ବିଚାର ଧରଣର ବ୍ୟକ୍ତି ଅଟନ୍ତି । ବୀଳେବେଳେ ଏମାନଙ୍କୁ ଏଥିପାଇଁ ଅସୁବିଧାର ଅମୁଖୀନ ହେବାକୁ ପଡେ । ଜୀବନରେ ଘଟଣାରେ ପରି ପୂର୍ଣ୍ଣ ହୋଇ ରହିଥାଏ ।

ଏପରି ଜାତକ ନିଜକୁ ଶ୍ରେଷ୍ଠ ଭାବନ୍ତି ଓ ତାହା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି । ଲୋକେ ଏମାନଙ୍କୁ ବୁଝନ୍ତି ନାହି । ଏମାନେ ଯେତେ ଯାଏଁ ଶାନ୍ତ ଥିବେ ଠିକ କିନ୍ତୁ ରାଗ ଆସିଲେ ଏମାନଙ୍କୁ ବୁଝାଇବା ବହୁତ କଷ୍ଟ ହୋଇଥାଏ । ଏହି ଜାତକ ବହୁତ ଭାବୁକ ହୋଇଥାନ୍ତି । ଏମାନେ ତେଜସ୍ବୀ ହୋଇଥାନ୍ତି ।

ସବୁଠାରେ ନିଜ ବଡ ପଣିଆ ଦେଖାଇ ହୋଇଥାନ୍ତି । ଏମାନେ ଥରେ ଭଲ ପାଇଲେ ଏମାନଙ୍କ ଠାରୁ ଭଲ ବ୍ୟକ୍ତି ଆଉ ଦୁନିଆରେ ନ ଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *