ବାସ 1 ଗ୍ଳାସ ଏହାକୁ ପିଅନ୍ତୁ 15 ଦିନରେ ମୋଟା ପେଟ ଗାୟବ ! (Magical Weight Loss)

ନମସ୍କାର ବନ୍ଧୁଗଣ, ଦୁନିଆରେ ସୁନ୍ଦର ଦେଖା ଯିବା ପାଇଁ ସମସ୍ତେ ଚାହିଁଥାନ୍ତି କିନ୍ତୁ ମୋଟାପଣ ପାଇଁ କିଛି ଲୋକ ନିଜର ସୁନ୍ଦରତାକୁ ହରାଇ ଦେଇଥାନ୍ତି । ତାଙ୍କର ସେହି ମୋଟାପଣ କାରଣରୁ ତାଙ୍କ କୋଲେଷ୍ଟ୍ରଲ ବଢିଥାଏ । ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହି ମୋଟାପଣର ଖରାପ ପ୍ରଭାବ ପଡିଥାଏ । ତେଣୁ ସମସ୍ତ ମୋଟା ହୋଇଥିବା ଲୋକ ଚାହିଁଥାନ୍ତି ନିଜ ବଢି ଯାଇଥିବା ଓଜନକୁ କମାଇବା ପାଇଁ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ଆପଣ ନିଜର ବଢିଥିବା ଓଜନ ତଥା ମୋଟାପଣକୁ କମାଇପାରିବେ ସହଜରେ । ଓଜନ କମାଇବାର ଉପଚାର ପାଇଁ ଆପଣଙ୍କୁ ଲବଙ୍ଗ, ଡାଲଚିନି ଏବଂ ଜୀରାର ଆବଶ୍ୟକତା ରହିଛି । ଲବଙ୍ଗ ଆପଣଙ୍କ ଶରୀରରେ ରହିଥିବା ଅଧିକ ଫ୍ୟାଟକୁ କମ କରିବାର କାମ କରିଥାଏ । ଏହା ଆପଣଙ୍କ ପେଟ ଚାରିପାଖରେ ରହିଥିବା ଚର୍ବିକୁ କମାଇବା ପାଇଁ ବହୁତ ଅଧିକ ଫାଇଦା ଯୋଗାଇଥାଏ ।

ଡାଲଚିନି ଦ୍ଵାରା ଆପଣ ଖାଉଥିବା ଖାଦ୍ୟରେ ଯାହା ଫ୍ୟାଟ ରହିଥାଏ ସେହି ସବୁର ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ କମ ପଡିଥାଏ । ଡାଲଚିନି ଆପଣଙ୍କ ବ୍ଲଡ ସୁଗାରକୁ ମଧ୍ୟ କମ କରିଥାଏ । ଜିରା ଦ୍ଵାରା ଆପଣଙ୍କ ଓଜନ ଘଟିଥାଏ ଏବଂ ଆପଣଙ୍କ କୋଲେଷ୍ଟ୍ରଲ କମିଥାଏ । ଏହି ଉପଚାରକୁ ବନାଇବା ପାଇଁ ତିନୋଟି ସାମଗ୍ରୀକୁ ଆପଣଙ୍କୁ ସମାନ ପରିମାଣରେ ନେବାର ଅଛି ।

ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ ଏହାର ଗ୍ରାଇଣ୍ଡିଙ୍ଗ କରି ପାଉଡର ବନାଇ ଦିଅନ୍ତୁ । ଏହି ପାଉଡରକୁ ଏକ ଟାଇଟ ଜାରରେ ରଖନ୍ତୁ । ଜେଭଳି ଏହି ଜାର ଉପରେ ସିଧାସଳଖ ସୂର୍ଯ୍ୟକିରଣ ପଡୁନଥିବ । ଗରମ ସ୍ଥାନ ପାଖରେ ଏହି ଜାରକୁ ରଖିବା ଉଚିତ ନୁହେଁ । ନଚେତ ଏହା ନଷ୍ଟ ହେବାର ସମ୍ଭାବନା ଥାଏ ।

ଆପଣ ପ୍ରସ୍ତୁତ କରିଥିବା ପାଉଡରକୁ ଏକ ଚାମଚ ନେଇ ତାହାକୁ ଆପଣଙ୍କୁ ମିଶାଇବାର ଅଛି ଏକ ଚାମଚ ପାଣିରେ । ଏହାପରେ ଆପଣ ଏହି ପାଣିକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏକ ଗ୍ଳାସ ପାଣି ଅଧ ଗ୍ଳାସ ହେବା ପାଣି ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଫୁଟିସାରିବା ପରେ ଆପଣ ଏହାକୁ ଛାଣି ନିଅନ୍ତୁ ଏବଂ ଏକ କପ ମଧ୍ୟରେ ରଖିଦିଅନ୍ତୁ ।

ଅଳ୍ପ ଥଣ୍ଡା ହୋଇଯିବା ପରେ ଆପଣ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ । ଆପଣଙ୍କୁ ଏହି ପାଣିକୁ ବା କାଢାକୁ ସକାଳୁ ସକାଳୁ ଖାଲି ପେଟରେ ପିଇବାର ଅଛି । ଆପଣଙ୍କୁ ଏହି କାଢାର ସେବନ କରିବାର 14 ଦିନ ମଧ୍ୟରେ ଆପଣଙ୍କୁ ଆପଣଙ୍କ ଶରୀର ହଲକା ହାଲକା ଅନୁଭବ ହେବାକୁ ଲାଗିବ । ଆପଣଙ୍କ ପେଟ ଚାରିପାଖରେ ରହିଥିବା ଫ୍ୟାଟ କମ ହେବାର ନଜର ଆସିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *