Ajira Anuchinta- ସ୍ତ୍ରୀର 5 ଟି ଭୁଲ ସ୍ଵାମୀକୁ ବନେଇ ଦିଏ ଭିକାରୀ ! କଣ ଆପଣ ଏମିତି ଭୁଲ କରୁ ନାହାନ୍ତି ତ ?

ନମସ୍କାର ବନ୍ଧୁଗଣ , ଆମ ହିନ୍ଦୁ ଧର୍ମ ରେ  ଷୋହଳ ଟି ସଂସ୍କାରକୁ  ବହୁତ ମହତ୍ଵ ଦିଆଯାଇଥାଏ । ଏହି ସଂସ୍କାର ମଧ୍ୟ ରୁ ବିବାହ ବନ୍ଧନ କୁ ଅତ୍ୟଧିକ ଗୁରୁତ୍ଵ ଦିଅନ୍ତୁ । ପବିତ୍ର ବିବାହ ବନ୍ଧନ ଇଶ୍ଵର ଦ୍ଵାରା ଗଠିତ ହୋଇଛି  । ଝିଅ ଏବଂ ପୁଅ  ଉଭୟ ବିବାହ କୁ ନେଇ ଅନେକ ଭାବନା ର ରଙ୍ଗୀନ ଦୁନିଆକୁ ସଜାଇଥାନ୍ତି । କୁହାଯାଏ ବିବାହ ସ୍ଵର୍ଗ ରୁ ନିର୍ଣ୍ଣୟ କରାଯାଇ  ଧରା ପୁଷ୍ଟରେ ତାହା ହୋଇଥାଏ ।

ହେଲେ ବଡ ଲୋକମାନଙ୍କ ସହଯୋଗ ରେ କିଛି ବିବାହ ହେଉଥିଲା ବେଳେ ଆଉ କିଛି  ପ୍ରେମ ବିବାହ  ହୋଇଥାଏ । କାରଣ ଯୌବନ ବୟସରେ ପିଲାମାନେ ପ୍ରଥମ କରି ପ୍ରେମ ର ଅନୁଭୂତି କୁ ଅନୁଭବ କରିଥାନ୍ତି  । ମାତ୍ର ଲୋକମାନେ ବିବାହ ଓ ବିବାହ କରିବାକୁ ଯାଉଥିବା ଜୀବନ ସାଥିଙ୍କୁ ନେଇ ଅନେକ ସ୍ଵପ୍ନ ଦେଖିଥାନ୍ତି ।

ଝିଅ ତାହାର ଜୀବନ ସାଥି ଭିତରେ ସୁନ୍ଦର , ଧନ , ସମ୍ପତି , ଘର କୁ ଆଦି ଦେଖିଥାଏ ଓ ଅନ୍ୟ ପକ୍ଷରେ ପୁଅ ତାହାର ଜୀବନ ସାଥି ସୁନ୍ଦର , ଗୁଣବତୀ , ରୂପବତୀ ଥିବା ସ୍ଵପ୍ନ କୁ ଦେଖିଥାନ୍ତି । ଏହା ସତ୍ୟ ଓ ପ୍ରତ୍ୟେକ ଲୋକେ ଏହା ହିଁ ଚିନ୍ତା କରିଥାନ୍ତି ଓ ଏହା ମାନବ ସ୍ଵଭାବ ଅଟେ । ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ର ଭାଗ୍ୟ  ଦୁଇହିଁଙ୍କ ସହ ଯୋଡି ଯାଇଥାଏ ଓ ତାହାର ଶୁଭ ଓ ଅଶୁଭ ଫଳ ଦୁଇ ଜଣକୁ ସମାନ ମିଳିଥାଏ ।

ଭବିଷ୍ୟତ ପୁରାଣ ରେ ସ୍ଵାମୀ ଏବଂ ସ୍ତ୍ରୀଙ୍କ ଶୁଭ ଏବଂ ଅଶୁଭ ଫଳ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଦୁଇ ଜଣଙ୍କ ମଧ୍ୟ ରୁ ଯିଏ ବି ଭୁଲ କରିଥାଏ ତାହାର ଫଳ  ଉଭୟ କୁ ସମାନ ଭୋଗିବାକୁ ପଡିଥାଏ । ଏହା ଛଡା ସ୍ତ୍ରୀମାନେ କରିଥିବା 5 ଟି ଭୁଲ କାମ ପାଇଁ ସ୍ଵାମୀର ହୋଇଯାଇଥାଏ ଭିକାରୀ ତେବେ ଆସନ୍ତୁ ଜାଣିବା ସେହି 5 ଟି ଭୁଲ ବିଷୟରେ । 1- ଯଦି ସ୍ତ୍ରୀ ର ମୁଖ ରୁ ସବୁବେଳେ ଖରାପ କଥା ବାହାରିଥାଏ ଓ ଅନ୍ୟମାନଙ୍କୁ ସର୍ବଦା ଦୁଃଖ ଦେଇଥାଏ ।

2- ଯେଉଁ ଘରେ ସ୍ତ୍ରୀମାନେ ସକାଳ ବିଳମ୍ବ ରେ ଉଠିଥାନ୍ତି ସେହି ସ୍ତ୍ରୀମାନଙ୍କ ସ୍ଵାମୀ ଜୀବନରେ କେବେ ବି ଭାଗ୍ୟଶାଳି ହୁଅନ୍ତି ନାହିଁ । 3- ଯଦି ସ୍ତ୍ରୀ ଭୋକ ଠାରୁ ଅଧିକ ଖାଇଥାଏ ତେବେ ତାହାର ସ୍ଵାମୀ କେବେ ଧନବାନ ହୋଇନଥାଏ ।

4- ଯେଉଁ ସ୍ତ୍ରୀମାନେ ସ୍ନାନ ନ କରି , ଘରେ ପୂଜା ପାଠ ଓ ଘର ସଫା ସୁତୁରା କରନ୍ତୁ ନାହିଁ । ଏହି ସ୍ତ୍ରୀମାନଙ୍କ ସ୍ଵାମୀ ଭିକାରୀ ହୋଇଥାଏ । 5- ଯେଉଁ ସ୍ତ୍ରୀ ସ୍ଵାମୀ ର ପରିବାର କୁ ସର୍ବଦା କଷ୍ଟ ଦେଇଥାଏ ତାହାର ସ୍ଵାମୀ ସବୁବେଳେ ଗରିବତା ର ସାମ୍ନା କରିବାକୁ ପଡିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *