ପେଟର ସବୁ ସମସ୍ୟା କିଛି ମିନିଟରେ ଦୂର କରିଥାଏ ଏହି ରାମବାଣ ଉପାୟ

ନମସ୍କାର ବନ୍ଧୁଗଣ ,  ଆପଣାମାନେ ଦୈନନ୍ଦିକ ଜୀବନରେ ଅନେକ ପ୍ରାନ୍ତ କୁ ଯାତ୍ରା କରିଥାନ୍ତି , ଲୋକମାନେ ଅନ୍ୟ ସ୍ଥାନ କୁ ଯିବା ଆସିବା ସମୟରେ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେଇନଥାନ୍ତି । ଲୋକମାନଙ୍କୁ ସେହି ସମୟରେ ଯାହା ବି ମିଳିଥାଏ ତାହାକୁ ଖାଇଥାନ୍ତି । ବେଳେବେଳେ  ଆମର ଏହି ଖରାପ ଅଭ୍ୟାସ ଯୋଗୁ ପେଟ ସମ୍ବନ୍ଧୀୟ ସମସ୍ୟାମାନର ସମ୍ମୁଖୀନ ହେବାକୁ ପଡିଥାଏ ।

ତେଣୁ ଆପଣଙ୍କୁ ଖାଇବା ବେଳେ ଏହା ଶରୀର ପାଇଁ ଭଲ ନା ଖରାପ ଭାବି ସେବନ କରିବା ଉଚିତ୍ । ଆପଣମାନଙ୍କ ର ପେଟ ଜନିତ ସମସ୍ୟା ପାଇଁ ବେଦନା ରାମବାଣ ପରି କାମ କରିଥାଏ । କୁହାଯାଏ ଯେ ଗୋଟାଏ ବେଦନା ଶହେ ଟା  ରୋଗ କୁ ମାରିଥାଏ । ଯଦି ଆପଣଙ୍କର ପେଟ ଖରାପ ହେଇଯାଏ ତେବେ ବେଦନା କୁ ଖାଇବା ଦ୍ଵାରା ତୁରନ୍ତ ପେଟ ଠିକ ହୋଇଯାଏ ।

ବେଦନା ଓ ବେଲ ପେଟ ଜନିତ ସମସ୍ଯା କୁ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆପଣମାନେ ଦେଖିଥିବେ ଯେ ଆପଣଙ୍କ ଘର କୁ ଗରିଷ୍ଟକ ବ୍ୟକ୍ତି ଆସନ୍ତି । ତେବେ ସେ ପାଦ କୁ ଚିପିବା ପାଇଁ କହିଥାନ୍ତି । କାରଣ ପେଟ ପାଦ ସହିତ ସଂଯୁକ୍ତ ସେଥିପାଇ ଆପଣମାନଙ୍କୁ ଦିନ କୁ ଥରେ ନିଜେ ନିଜର ପାଦ କୁ କିଛି ସମୟ ଚିପିବା ଦ୍ଵାରା ପେଟ ଅସୁବିଧା ଦୂର ହୋଇଥାଏ ।

ଏହା ଛଡା ଆପଣଙ୍କୁ ଦୈନନ୍ଦିକ ଜୀବନଶୈଳୀ ରେ କିଛି ପରିବର୍ତ୍ତନ କରିବା ଉଚିତ୍ । ଅଧିକାଂଶ ଲୋକମାନେ ଖାଦ୍ୟ କୁ ପାଟି ଭିତରେ ରଖି ତୁରନ୍ତ ଗିଳି ଦେଇଥାନ୍ତି । କିନ୍ତୁ ଏହା ଭୁଲ ଅଟେ ଆପଣଙ୍କ ଶରୀର କୁ ଅଧିକ କାମ କରିବା ପାଇଁ  ଦେଇଥାନ୍ତି ଯାହା ଫଳରେ ହଜମ ହେବା ରେ ବାଧା ହୁଏ । ଆପଣଙ୍କୁ ଯେକୋଣସି ଖାଇବାକୁ ତିରିଶ ଥର ଚୋଇବେଇବା ଉଚିତ୍ । ସାମାନ୍ୟ ବାଦାମ କୁ ମଧ୍ୟ ଭଲ ଭାବରେ ଚୋବାନ୍ତୁ ।

ଭୋଜନ କରିବା ବେଳେ ନିହାତି ଅଧ ଘଣ୍ଟା ଖାଇବା ଉଚିତ୍ ହୋଇଥାଏ । ଇଶ୍ଵର ଦେଇଥିବା ଖାଦ୍ୟ କୁ ଆସ୍ଵାଦନ କରି ଚୋବାଇ ଖାଇବା ଉଚିତ୍ । ଆପଣ ଖାଦ୍ୟ କୁ ଯେତେ ଚୋବାଇ ଥାନ୍ତି ସେଥିରେ ସେତେ ସାଲାଇବା ମିଶେ । ଆପଣ ଖାଉଥିବା ଜିନିଷ ପାଣି ରେ ପରିଣତ ନ ହୁଏ ତେବେ ଯାଏ ଚୋବାନ୍ତୁ ଓ ପେଟ ରୋଗ ଥିବା ଲୋକମାନେ ଘଣ୍ଟାଏ ଚୋବାଇବା ଦରକାର ।

ଏହାକୁ ଆପଣ ଆପଣାଙ୍କ ଜୀବନଶୈଳୀ ରେ ସାମିଲ କରନ୍ତୁ ଓ ଆପଣ ଦେଖିବେ ଏହାକୁ କରିବାର ପ୍ରଥମ ଦିନ ହିଁ ଅଦ୍ଭୁତ ପ୍ରତିଫଳ ମିଳିଥାଏ । ତେଣୁ ଆପଣଙ୍କ ପେଟ ସମସ୍ଯା ପାଇଁ ଆପଣଙ୍କୁ ପାଦ କୁ ଦବାଇବା , ବେଦନା ଓ ଚୋଇବାଇ କୁ ଖାଇବା ଏହି ତିନୋଟି ବିଷୟ ରାମବାମ ଯୋଇଥାଏ । ଏହାକୁ ଆପଣ ନିଶ୍ଚୟ କରନ୍ତୁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *