ସବୁବେଳେ ଦୁଃଖରେ ରହିଛନ୍ତି ତ ଏହି 5 ଟି କଥା ସର୍ବଦା ମନେ ରଖନ୍ତୁ 

ନମସ୍କାର ବନ୍ଧୁଗଣ , ମନରେ ଅତି ଖରାପ ଥିବା ବେଳେ ଏହି ପାଞ୍ଚ ଟି କଥା ସର୍ବଦା ମନେ  ରଖନ୍ତୁ ଜୀବନରେ ଖୁସି ଆସିଯିବ । ଲୋକମାନେ ନିଜର ରହସ୍ୟ କୁ କହିବା ପରେ କାହିଁକି  କହିଲି ବୋଲି ବସିଭାବିଥାନ୍ତି । ତେଣୁ ଜୀବନରେ ଏମିତି କିଛି ବିଷୟବସ୍ତୁ ରହିଥାଏ ଯାହାକୁ ଅନ୍ୟ  ଆଗରେ ପ୍ରକାଶ କରିବା ଆମ ପକ୍ଷେ ଅନୁଚିତ୍ ହୋଇଥାଏ ।

ଯେଉଁ ସ୍ଥାନରେ ଆମ କେବଳ ଶୁଣିବାର ଥିଲା ସେଇଠି ଆମେ ନିଜର ଗୁପ୍ତ ବିଷୟ କୁ କହିଥାଉ , ଯାହା ଫଳରେ ଏହା ଆମ ଜୀବନରେ ଅସୁବିଧା ସୃଷ୍ଟି କରିଥାଏ । ଏମିତି କିଛି ଲୋକମାନେ ଆପଣଙ୍କ ଜୀବନରେ ଆସିନ୍ତି ଓ ଏଭଳି କଥା କହିବେ ତାହା ଦ୍ଵାରା ଆପଣ ଆପଣଙ୍କ ରହସ୍ୟ କୁ ତାଙ୍କୁ କହିବାକୁ ଲାଗିଥାନ୍ତି । ତେଣୁ ଜୀବନରେ ଏହି ଭଳି ଲୋକମାନଙ୍କୁ ଠାରୁ ସବୁବେଳେ ଦୂର ରେ ରହିବା ଉଚିତ୍ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଆପଣଙ୍କ ଜୀବନର ଏହି 5 ଟି କଥାକୁ କେବେ ବି କାହାରି ଆଗରେ କହିବେ ନାହିଁ , ଏହା ଦ୍ଵାରା ଆପଣଙ୍କ ଜୀବନରେ ଖୁସି ସଦାସର୍ବଦା ଆସିଥାଏ । 1- ଆପଣ ଯଦି ଦାନ ଧର୍ମ କାମ କରିଥାନ୍ତି ତେବେ ଏହି ବିଷୟରେ କାହାରି କୁ କହିବେ ନାହିଁ । ଆପଣ ଏହାକୁ ନିଶ୍ଚିତ ଶୁଣିଥିବେ ଯେ ଡାହାଣ ହାତରେ କରିଥିବା ଦାନ ବାମ ହାତ ଜାଣିବା ଉଚିତ୍ ନୁହେଁ , ତେଣୁ ଆପଣ ସବୁବେଳେ ଏହାକୁ ମନେ ରଖିବେ ଓ ଆଉ ଏକ କଥା ଉପକାର କରି ଭୁଲିଯିବା  ଦ୍ଵାରା  ସଠିକ ସମୟରେ ତାହାର ଉତ୍ତମ ଫଳ ଆମ ପାଖ କୁ ଆସିଥାଏ ।

 

2- ଆପଣଙ୍କ ବ୍ୟକ୍ତିଗତ ଚିନ୍ତା ଧାରା ବା ଅନ୍ୟ ବ୍ୟକ୍ତିଙ୍କ ଉପରେ ଆପଣଙ୍କ ଚିନ୍ତାଧାରା କୁ ଅନ୍ୟ ଆଗରେ କହିବ ନାହିଁ । ଏହାକୁ ସର୍ବଦା ଆପଣଙ୍କ ମନରେ ଗୁପ୍ତ କରିକି ରଖନ୍ତୁ । 3- ଆପଣ ଜୀବନରେ ଯାହା ଲକ୍ଷ୍ୟ ରଖିଛନ୍ତି ତାହାକୁ କେବେ ବି ଲୋକମାନଙ୍କ ସାମନାରେ କହିବେ ନାହିଁ , ନଚେତ୍ ଲୋକମାନେ ହା ଜାଣି ହିର୍ଷା କରିପାରନ୍ତି ଓ ଆପଣଙ୍କ ଲକ୍ଷ୍ୟ ହାସଲ ନ ହେଇ ପାରେ ।

ଯଦି ଆପଣ ଚାହିଥାନ୍ତି ଯେ ଆପଣଙ୍କ ଅଫିସ ରେ ସିଓ ହେବାକୁ ତେବେ ଏହାକୁ ଲୋକମାନଙ୍କ ଆଗରେ ପ୍ରକାଶ କରିବା ଦ୍ଵାରା ସେମାନେ ଆପଣଙ୍କୁ ଦେଖି ହସନ୍ତୀ । ଏହି ଦୁନିଆରେ କୋଣସି ବିଷୟ ଅସମ୍ଭବ ହୋଇନଥାଏ କିନ୍ତୁ ଗୁପ୍ତ ରଖିବା ଦ୍ଵାରା ତାହା ସମ୍ଭବ ହୋଇଥାଏ । 4- ଆପଣଙ୍କ ଜୀବନଶୈଳୀ କାହାକୁ କହିବେ ନାହିଁ , ଆପଣଙ୍କ ଜୀବନରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ଧର୍ମ ର ହେଇନଥାଏ ତେଣୁ ତାଙ୍କୁ ନିଜର ଧର୍ମ ର ରହସ୍ୟ କହିବା ଉଚିତ୍ ନୁହେ ।

5-  ଆପଣଙ୍କ ପାରିବାରିକ ସମସ୍ୟା ଅସୁବିଧାକୁ କାହାରି ଆଗରେ ପ୍ରକାଶ କରିବେ ନାହିଁ । ଏହାକୁ କହିବା ଦ୍ଵାରା ଲୋକମାନେ ଏହାର ଖରାପ ଫାଇଦା ଉଠାଇଥାନ୍ତି । ତେଣୁ ଯେକୋଣସି ସମସ୍ୟା କୁ ଘରେ ଭିତରେ ସମାଧାନ କରିବା ଭଲ ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ । 

Leave a Reply

Your email address will not be published. Required fields are marked *