ପପୁ ନିଜ ଚାକିରାଣୀ କୁ କବାଟ କଣ ରେ କିସ୍ କରୁଥିଲା, ଏହି କମେଡ଼ି ପଢ଼ିଲେ ହସି ହସି ଗଡ଼ିବେ

ଆଜି କାଲି ଲୋକ ମାନେ ବହୁତ ଟେନସନ ରେ ରୁହନ୍ତି । ତେଣୁ ଆପଣ ଙ୍କୁ ହସାଇବା ପାଇଁ ଆମେ ଚେଷ୍ଟା ସବୁବେଳେ କରିଥାଉ । ଆମେ ହଜାର ହଜାର ଥଟ୍ଟାରୁ କେବଳ ସେହି ଥଟ୍ଟାଗୁଡ଼ିକୁ ଆଣିଥାଉ ଯାହା ଆପଣଙ୍କୁ ବହୁତ ହସେଇ ଥାଏ । ତେବେ ଆସନ୍ତୁ ଏହି ଥଟ୍ଟାଗୁଡ଼ିକୁ ବିନା ବିଳମ୍ବରେ ପଢ଼ିବା ।

1) ଜଣେ ଝିଅ ଡାକ୍ତର ଖାନା ବାହାରେ ଜୋରରେ କାନ୍ଦୁଥିଲା । ଡାକ୍ତର ବାହାରକୁ ଦେଖିବାକୁ ଆସିଥିଲେ ।

ଝିଅ – ଡାକ୍ତର, ଦୟାକରି ମୋର ଅସୁସ୍ଥତାକୁ ଶୀଘ୍ର ଭଲ କରନ୍ତୁ

ଡାକ୍ତର – ଆପଣଙ୍କର କେଉଁ ରୋଗ ଅଛି?

ଝିଅ – ଯେତେବେଳେ ବି ମୁଁ ଦର୍ପଣ ଦେଖେ, ମତେ ବାନ୍ତି ଲାଗିବା ଆରମ୍ଭ କରେ ।

ଡାକ୍ତର – ଏହା ଏକ ରୋଗ ନୁହେଁ, ତୋ ମୁହଁ ହିଁ ଏମିତିଆ ।

2) ଝିଅଟି ତାଙ୍କ ପ୍ରେମିକକୁ ନିଜ ବାପ ପାଖକୁ ଭେଟିବାକୁ ଆଣିଥିଲା ​ ।

ଝିଅ – ପାପା ମୁଁ ଏହି ପୁଅକୁ ପସନ୍ଦ କରେ ।

ପାପା – ତୁମେ ମୋ ଝିଅକୁ ଖୁସି ରଖି ପାରିବ କି?

ପୁଅ – ହଁ ମୁଁ ସମ୍ପୂର୍ଣ୍ଣ ଖୁସି ରେ ରଖିବି

ପାପା – ମୁଁ କିପରି ବିଶ୍ୱାସ କରିବି?

ପୁଅ – ଆରେ, ତୁମ ଝିଅକୁ ପଚାର ଯେ ସେ ମୋ ରୁମକୁ ଆସି କେତେ ଖୁସି ହୁଏ ।

 

3) ସାନ୍ତା କ୍ଲାସରେ ଘୁମାଉ ଥିଲା

ଶିକ୍ଷକ – ଗଧ ଉଠ, “M” ର ଫର କ’ଣ?

ସାଣ୍ଟା – “M” ଫର ହେଉଛି Mother

ଶିକ୍ଷକ – ଠିକ୍ ଅଛି, “W” ଫର କ’ଣ କହ?

ସନ୍ତା- ଏ ଶଳା ମାଆ କୁ କିଏ ଓଲଟେଇଲାରେ

4) ନେପାଳୀ ଝିଅ ଲିପଷ୍ଟିକ୍ ଲଗେଇ ଲଗେଇ କହିଲା – ଏହି ଶ୍ୟାମ୍ ସିଙ୍ଗ୍ ମୋବାଇଲ୍ କେଉଁଠୁ ମିଳିବ?

ଦୋକାନୀ – ମତେ ଜଣା ନାହିଁ

ଝିଅ – ମତେ ତ ମୋ ଭାଇ କହିଲା ଏଇଠି ମିଳିବ ବୋଲି ।

ଦୋକାନୀ – ମ୍ୟାଡାମ୍ ସେ ସାମସଙ୍ଗ, ଶ୍ୟାମ ସିଙ୍ଗ ନୁହଁ..

ଝିଅ – ହଁ ଏକା କଥା,ଦୋକାନରେ ଲୋକ ସବୁ ଆଶ୍ଚର୍ଯ୍ୟ ହୋଇଗଲେ

5) ଝିଅ- ତୁ ଯୁଆଡେ ଯୁଆଡେ ଯିବୁ ମୋର ଛାଇ ତୋ ସହ ରହିବ, ପୁଅ- ମୋତେ ତ ପୁର୍ବରୁ ଜଣାଥିଲା କି ତୁ ଭୁତୁଣୀ ବୋଲି ।

6) ଚିଣ୍ଟୁ- ରୁଟିର ଏକ ଭାଗ ନିଜେ ଖାଉଥିଲା, ଦ୍ୱିତୀୟ ଭାଗ କୁକୁଡାକୁ ଖୁଆଉଥିଲା,   ତେବେ ପାଖରେ ବସିଥିବା ଏକ ବ୍ୟକ୍ତି କହିଲା, ଏହା କଣ କରୁଛୁ ଚିଣ୍ଟୁ? ଚିଣ୍ଟୁ- ଦେଖାଯାଉନି କି ଚିକେନ୍ ସହ ରୁଟି ଖାଉଛି ।

7) ପୁଅ- ବାପା ମୋତେ ବାହା ହେବାର ନାହିଁ, ମୋତେ ସ୍ତ୍ରୀ ଲୋକଙ୍କୁ ଡର ଲାଗୁଛି, ବାପା- କରିନେ ପୁଅ ତାପରେ ଗୋଟେ ହିଁ ସ୍ତ୍ରୀ ଲୋକକୁ ଡରିବୁ ତୁ ।

8) ମାଲିକ ନିଜ ଚାକରକୁ- ଟିକିଏ ଦେଖିଲୁ ବାହାରେ ସୁର୍ଯ୍ୟ ବାହାରିଲେଣି କି ନାହିଁ ?

ଚାକର- ବାହାର ତ ଅନ୍ଧାର ହୋଇଛି ସାହେବ୍, ମାଲିକ- ତେବେ ଟର୍ଚ୍ଚ ଲଗାଇକରି ଦେଖିନେ କାମଚୋର ।

9) ପ୍ରଥମ ସାଙ୍ଗ ତାର ସାଙ୍ଗକୁ- ସାଙ୍ଗ, ମୋତେ ମୋର୍ ସ୍ତ୍ରୀକୁ ତାମିଲ୍ ଶିଖାଇବାର ଅଛି, ଦ୍ୱିତୀୟ ସାଙ୍ଗ- କିନ୍ତୁ ତୁମେ ଦୁହେଁ କାହିଁକି ଶିଖିବ ? ପ୍ରଥମ ସାଙ୍ଗ- ସାଙ୍ଗ ଆମେ ଦୁହେଁ ଗୋଟେ ତାମିଲ୍ ଛୁଆକୁ କୋଳେଇନେଇଛୁ, ତେବେ ଆମେ ଭାବୁଛୁ କି ତାକୁ କହିବା ଶିଖେଇବାପୁର୍ବରୁ ଆମେ ନିଜେ ଆଗ ତାମିଲ୍ ଶିଖିନେବୁ ।

10) ଚିଣ୍ଟୁ ; ବାପା ସଢୁ ଆଉ ଶଳା ମାନେ କଣ?

ବାପା ; ଯେବେ ଦୁଇଜଣ ଅଜଣା ବ୍ୟକ୍ତି ଗୋଟିଏ କମ୍ପାନୀ ଦ୍ୱାରା ଠକାମିର ଶିକାର ହୁଅନ୍ତି ସେ ଦୁହିଁ ଜଣ ସଢୁ ହୋଇଥାନ୍ତି । ଶଳା ସେହି ଜିନିଷର ସର୍ଭିସ ପାଇଁ ବେଳେ ବେଳେ ଆସିଥାଏ ।

11) ପପୁ ନିଜ ଚାକିରାଣୀ କୁ କବାଟ କୋଣ କୁ ନେଇ କିସ କରିବାକୁ ଲାଗିଲା

ପପୁ ; ଆରେ ବାଃ ତମ ଓଠ ମୋ ସ୍ତ୍ରୀ ଓଠ ଠାରୁ ତ ବହୁତ ନରମ

ଚାକିରାଣୀ ; ଆଉ ତମ ପୁଅର ସାଇଜ ତମ ଠାରୁ ବି ବେଶୀ ବଡ଼..

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *