ଖଟ ତଳେ ରଖନ୍ତୁନାହିଁ ଏହି 3ଟି ଜିନିଷ, ହୋଇଯିବେ ବରବାଦ

ବନ୍ଧୁଗଣ ଯେଉଁ ବିଛଣା ରେ ଆପଣ ମାନେ ଶୋଉଛନ୍ତି । ତେବେ ସେହି ଖଟ ତଳେ କିଛି ବି ରଖନ୍ତୁ ନାହିଁ । କେବେ ବି ଏହି ତିନୋଟି ଜିନିଷ  ଭୁଲରେ ବି ରଖନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ଧିରେ ଧିରେ ଶର୍ବନାଷ ହୋଇ ଥାଏ । ବାସ୍ତୁ ଶାସ୍ତ୍ର ଗୋଟିଏ ଏପରି ବିଷୟ ଅଟେ ଜାହା ଆମେ ଘରେ କେମିତି ଭାବେ ନାକାରାତ୍ମକ ଉର୍ଜା କୁ ବାହାର କରି ହେବ ସେହି ସମୟ ରେ ହିଁ ସୂଚନା ଦେଇ ଥାଏ ।

ସେମିତି ରେ ଗୃହ ରେ ସୁଖ ଶାନ୍ତି ଏବଂ ଧନ ସଂମ୍ପତୀ କୁ ବଞ୍ଚେଇ ରଖିବା ପାଇଁ ଘରେ ଗୋଟିଏ ସାକାରାତ୍ମକ ପରିବେଶ ବହୁତ ପରିମାଣ ରେ ଆବଶ୍ୟକ ହୋଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ନିଜର ବିଛଣା ସହିତ ଯୋଡିତ ବାସ୍ତୁ ଶାସ୍ତ୍ର ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ତେବେ ଆପଣ ମାନେ ଯେଉଁ ଠାରେ ଶୋଉଛନ୍ତି । ତେବେ ସେହି ଠାରେ କିଛି ବିଶେଷ ଜିନିଷ ରଖିବା  ଉଚିତ୍ ହୋଇ ନ ଥାଏ । ତେବେ ସେହି ଜିନିଷ ଗୁଡ଼ିକ କଣ କଣ ଆସନ୍ତୁ ଜାଣିବା । ପ୍ରଥମେ ରହିଛି ପଲଙ୍କ ତଳେ କେବେ ଭୁଲରେ ବି ନିଜର ଯୋତା କୁ ରଖନ୍ତୁ ନାହିଁ ।

ହେଲେ କିଛି ଲୋକ ମାନେ ସ୍ଥାନ ର ଅଭାବ ଯୋଗୁଁ ଏମିତି କରନ୍ତି । ହେଲେ ଏମିତି କରିବା ଆପଣ ମାନଙ୍କୁ ପସ୍ତେଇ ବାକୁ ପଡି ପାରେ । କାରଣ ଏହି ଠାରେ ବହୁତ ପରିମାଣ ରେ ନାକାରାତ୍ମକ ଶକ୍ତୁ ଲୁଚି ରହିଥାଏ । ତେବ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କ ଘରେ ଏହାର ଭଲ ପ୍ରଭାବ ଦେଖା ଦିଏ ନାହିଁ ।

ଦ୍ୱତୀୟ ରେ ରହିଛି ଗୋଡ ପଛା । ଆଜିର ଦିନର ସମସ୍ତ ଙ୍କ ଘରେ ଏହା ରହିଥାଏ । ଆମେ ମାନେ ବହୁତ ସମୟ ରେ ଏହି ଗୋଡ ପୋଛା କୁ ନିଜର ଖଟ ତଳେ ବା ପଲଙ୍କ ତଳେ ରଖି ଦେଇ ଥାଉ । ହେଲେ ଏହା କେବେ ବି ସଠିକ୍ ଉର୍ଜା ପ୍ରଦାନ କରେ ନାହିଁ । ତେବେ ଏହାର ଅଭ୍ୟସ ଛାଡନ୍ତୁ ଏବଂ ଏହାକୁ ଆପଣ ମାନେନିଜର ରୁମ୍ ର ବାହାରେ ରଖି ପାରିବେ ।

ତୃତୀୟ ନମ୍ବର ରେ ରହିଛି ଫାଟ । ଆପଣ ମାନେ ଯେଉଁ ପଲଙ୍କ ରେ ଶୋଉଛନ୍ତି । ତାହାର ତଳେ ଫାଟ ନ ଥିବା ଦରକାର । କାରଣ ଏମିତି ଆପଣ ମାନଙ୍କୁ ଦାରିଦ୍ରତା ଆଡକୁ ନେଇ ଜାଇ ଥାଏ । ଏବଂ ଆପଣ ମାନେ କିଛି ଦିନ ମଧ୍ୟ ରେ ଅଜଥା କର୍ଚ୍ଚ ରେ ପଡି ପାରନ୍ତି । ତେବେ ନିଶ୍ଚିତ ଭାବେ ଏହାକୁ ଧ୍ୟନ ରଖନ୍ତୁ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *