Health Tips- ମାତ୍ର 15 ଦିନ ଏହାକୁ ପିଅନ୍ତୁ, କେବେ ବି ଖରାପ ହେବନି Liver, ସବୁବେଳେ ରହିବ ସୁସ୍ଥ

ନମସ୍କାର ବନ୍ଧୁଗଣ , ଆମ ଶରୀରରେ ଲିଭର ର ପ୍ରମୁଖ ଭୂମିକା ରହିଛି । ଶରୀରର  ପ୍ରତ୍ଯେକ ଅଙ୍ଗ ଗୁରୁତ୍ଵ ଅଟେ ତହି ମଧ୍ୟ ରୁ ଲିଭର୍ ଅନ୍ୟତମ । ଲିଭର କୁ ସର୍ବଦା ସୁସ୍ଥ ଓ ସବଳ ରଖିବା ଉଚିତ୍ । ଯଦି ଆପଣଙ୍କ ର ଲିଭରଜନିତ ସମସ୍ୟା , ଜଣ୍ଡିସ , ଫ୍ୟାଟି ଲିଭର ଥାଏ । ତେବେ ଆପଣ  ଏହି ଚମତ୍କାରୀ ଜୁସ  ବ୍ୟବହାର କରି ଆପଣଙ୍କ ଲିଭର ଶକ୍ତିଯୁକ୍ତ ଓ ସୁସ୍ତ ଲିଭର କରିପାରିବେ ।

ଆଜି ଆମେ ଆପଣଙ୍କୁ ଡାକ୍ତର ସଲିମ ଜେଦୀଙ୍କ ମାଧ୍ୟମ ରେ କିଛି ଅମୂଲ୍ୟ କଥା କହିବୁ । ଆସନ୍ତୁ ଜାଣିବା ଏହା ବିଷୟରେ ଅଧିକ । ଆମ ଶରୀର ରେ ଲିଭର କାମ କୋଣସି ନା କୋଣସି ଥିରୁ ରହିଥାଏ ଯଥା କୋଲୋଷ୍ଟ୍ରୋଲ କୁ ନିୟନ୍ତ୍ରଣ , ଖାଦ୍ୟ କୁ ହଜମ , ଟକ୍ସିସ ନିର୍ଗତ , ହୋରମୋନ ଓ ଏନଯାଇମ  କୁ ସୃଷ୍ଟି କରିବା ଏଭଳି ଅନେକ କାମ ଲିଭର କରିଥାଏ । ଆମ ଲିଭର ବହୁତ ସାରା କାମ କରିଥାଏ ତେଣୁ କରି ଆମ କୁ ଏହାର ଅଧିକ ଯତ୍ନ ନେବା ଦରକାର ।

ଆକି କାଲି ର ଆଧୁନିକ ଖାଦ୍ୟ ଲିଭର କୁ ଅତ୍ୟଧିକ ଖରାପ କରିଦେଉଛି । ତେଣୁ କରି ଆମ ନିଜର ଜୀବନଶୈଳୀ କୁ ପରିବର୍ତ୍ତନ କରି ଲିଭର କୁ ପରିଷ୍କାର ଓ ସୁସ୍ଥ ରଖି ପାଇଁ ଅକ୍ଲାନ୍ତ ଚେଷ୍ଟା କରିବା ଉଚିତ୍ । ଆଜି ଆମେ ଆପଣଙ୍କୁ ଲିଭର କୁ ସଫା ଓ ଶକ୍ତିଯୁକ୍ତ କରିବା ଜୁସ କୁ କିପରି ପ୍ରସ୍ତୁତ କରିବେ ତାହା ବିଷୟରେ ସ୍ପଷ୍ଟ ରୂପରେ କହିବୁ ।

ଏହି ଜୁସ କୁ ପ୍ରସ୍ତୁତ କରିବା ପାଇଁ ଆମ କୁ ଚାରୋଟି ଜିନିଷ ଏ ଅବଶ୍ୟକତା ପଡିଥାଏ । ଗାଜର , ସେଓ , ବାତାବି  ଓ ପୋଦିନା । ବାତାବି  ଲିଭର କୁ ସଫା କରିବା ସହ ହଜମ କରୁଥିବା ଏନଯାଇମ କୁ ଟୋଇୟାରି କରିବାରେ ସାହାଯ୍ୟ କରିଥାଏ । ଗାଜର ରେ କ୍ୟାରୋଟିନ ପୋଷାକ ତତ୍ଵ ରହିଥାଏ ଯାହା ଲିଭର ଭିତରେ ହୋଇଥିବା ନଷ୍ଟ ବା କ୍ଷତ କୁ ପୂରଣ କରିଥାଏ । ସେଓ ଲିଭର ର ଶିରା କୁ ସୁରକ୍ଷିତ ରଖିଥାଏ ।

ଲିଭର ଭିତରେ ଥିବା ବିନ୍ଧା , ଫୁଲିବା କୁ ପୋଦିନା ଦୂର କରିଥାଏ । ଯେତେବେଳେ ଆମେ ଏହି ଚାର ଟି ଜିନିଷ କୁ ଏକାଠି କରି ଜୁସ ପ୍ରସ୍ତୁତ କରିଥାଉ ତେବେ ଏହାର ପୋଷକ ଗୁଣ ଆମ ଭିତରେ ଲିଭର  ପାଖ ରେ ପହଞ୍ଚି ଥାଏ । ଏବେ ଆପଣ 4 ଟି  ଗାଜର , ଗୋଟାଏ ସେଓ  , ଗୋଟାଏ ବାତାବି ଓ ପୋଦିନା ପତ୍ର ସବୁ କୁ ଗ୍ରାଇଣ୍ଡର ରେ ପକେଇ ଜୁସ ପ୍ରସ୍ତୁତ କରି ।

ସବୁ ଦିନ ଜଳଖିଆ ପୂର୍ବରୁ ଏହି ଜୁସ ର ସେବାନ କରିବା ଉଚିତ୍ । ଏହାକୁ ପିଇବା ସପ୍ତାହ ଭିତରେ ଆପଣ ପ୍ରତିଫଳ ଦେଖିପାରିବେ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କରିବାକୁ ଭୁଲିବେ ନାହିଁ । 

Leave a Reply

Your email address will not be published. Required fields are marked *