ପୁରୁଷ ମାନେ ଏକୁଟିଆ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏଥିରେ ଜୀବନ କୁ ସୁଖମୟ ଓ ସଫଳ କରିବାର ମାର୍ଗ ଉଲ୍ଲେଖନୀୟ ରହିଛି ।

ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ହେଉଛି ମାନବ ସମାଜ କୁ ଜୀବନ ର ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ, ଯିଏ ନିଜର ବୁଦ୍ଧି ଏବଂ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଙ୍କୁ ସିହାଁସନ ଉପରେ ବିରାଜମାନ କରାଇଥିଲେ । ବନ୍ଧୁଗଣ ଝିଅ ହୁଅନ୍ତୁ ଅଥବା ପୁଅ ନିଜର ଭବିଷ୍ୟତ କୁ ନେଇ ସମସ୍ତେ ଭାବିଚିନ୍ତି କାମ କରନ୍ତି । ଏହା ସହିତ ଜୀବନସାଥୀ ଙ୍କ ବିଷୟରେ ମଧ୍ୟ ଭାବିଥାନ୍ତି । ସମସ୍ତେ ନିଜ ପାଇଁ ଭଲ ଜୀବନସାଥୀ ର ଆଶା ରଖିଥାନ୍ତି ।

ବନ୍ଧୁଗଣ ଜୀବନ ଏତେ ବି ସରଳ ନୁହେଁ କି ସମସ୍ତଙ୍କୁ ନିଜର ମନପସନ୍ଦ ର ଜୀବନସାଥୀ ମିଳିଯିବ । ଚାଣକ୍ୟ ଙ୍କ ନୀତି ରେ ଏଭଳି ୫ଟି ରାଶି ସମ୍ବନ୍ଧରେ ଉଲ୍ଲେଖ ରହିଛି ଯେଉଁମାନେ ସର୍ବଦା ନିଜ ଗୁଣ, ଆଚାର, ବିଚାର ତଥା ସ୍ୱଭାବ ରେ ମହିଳା ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ ସେମାନଙ୍କ ହୃଦୟ ରେ ରାଜ କରିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୫ଟି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ-

୧. ମିଥୁନ ରାଶି – ଏହି ରାଶି ର ପୁରୁଷ ପ୍ରେମ ମାମଲା ରେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏମାନଙ୍କୁ ଭଲ ପାଉଥିବା ଲୋକ ମାନେ ଏମାନଙ୍କ ପାଖକୁ ଆସି ଯାଇଥାନ୍ତି । ଏଥିପାଇଁ ଏହି ରାଶି ର ଲୋକ ମାନଙ୍କୁ ଚେଷ୍ଟା କରିବାକୁ ପଡିନଥାଏ । ବନ୍ଧୁଗଣ ଏମାନଙ୍କ ବ୍ୟକ୍ତିତ୍ବ ବହୁତ ଭଲ ହୋଇଥାଏ ,ଯାହା ମହିଳା ମାନଙ୍କୁ ଆକର୍ଷିତ କରିଥାଏ । ମହିଳା ମାନେ ଏହି ରାଶି ର ପୁରୁଷ ମାନଙ୍କ କଥା ଓ ପ୍ରେମି ଅନ୍ଦାଜ ରୁ ପ୍ରଭାବିତ ହୋଇଥାନ୍ତି । ଏହି ରାଶି ର ପୁରୁଷ ମାନେ ମହିଳା ମାନଙ୍କୁ ଆକର୍ଷିତ କରିବା ପାଇଁ ବେଶୀ ଚେଷ୍ଟା କରିବାକୁ ପଡିନଥାଏ ।

୨. ସିଂହ ରାଶି- ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ବହୁତ ଖୋଲା ମନ ବା ସଫା ହୃଦୟ ର ହୋଇଥାନ୍ତି । ଏମାନେ ନିଜ ସହ ଥିବା ସମସ୍ତ ଲୋକ ମାନଙ୍କ ର ବିଶେଷ ଧ୍ୟାନ ରଖନ୍ତି । ମହିଳା ମାନଙ୍କୁ ଏମାନଙ୍କ ଏହି କଥା ବହୁତ ପ୍ରଭାବିତ କରିଥାଏ । ବନ୍ଧୁଗଣ ଏହି ରାଶି ର ବ୍ୟକ୍ତିଙ୍କ ଭଲ ଗୁଣ ହେଉଛି କି ଏମାନେ ଅନ୍ୟ ମାନଙ୍କ ଉପରେ ନିଜର ଛାପ ବହୁତ ଶୀଘ୍ର ଛାଡ଼ିଥାନ୍ତି । ଏମାନଙ୍କ କଥା କହିବା ଅନ୍ଦାଜ ଏବଂ ଦୟାଳୁ ବ୍ୟବହାର ମହିଳା ମାନଙ୍କୁ ଭଲ ଲାଗିଥାଏ ।

୩. ତୁଳା ରାଶି -ଏହି ରାଶି ର ବ୍ୟକ୍ତି ବିଶେଷ ର ଲୋକ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ଆକର୍ଷିତ ବ୍ୟକ୍ତିତ୍ବ ସମସ୍ତ ମହିଳା ମାନଙ୍କୁ ପସନ୍ଦ ଆସିଥାଏ । ଏହି ରାଶି ର ପୁରୁଷ ମାନଙ୍କ ଜୀବନ ରେ ପ୍ରେମ ର ବହୁତ ମୁଖ୍ୟ ଭୂମିକା ରହିଥାଏ । ଏମାନଙ୍କ ଏହି ଅନ୍ଦାଜ ଏମାନଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରିଥାଏ । ବନ୍ଧୁଗଣ ମହିଳା ମାନେ ଏମାନଙ୍କ ଉପରେ ଭରସା କରିଥାନ୍ତି । ଏହି ରାଶି ର ପୁରୁଷ ମାନେ ସ୍ୱଭାବରେ ଟିକେ ଲାଜକୁରା ହୋଇଥାନ୍ତି ।

୪. ମକର ରାଶି -ଏହି ରାଶି ପୁରୁଷ ମାନଙ୍କ ଅକର୍ଷିତ ବ୍ୟକ୍ତିତ୍ୱ ପାଇଁ ଲୋକ ମାନେ ଏମାନଙ୍କ ପାଖକୁ ଆସିବାକୁ ଭଲ ପାଆନ୍ତି । ଏହି ରାଶି ର ବ୍ୟକ୍ତି କଥା କହିବାରେ ମାହିର ଅଟନ୍ତି । ଏହାଦ୍ୱାରା ଅନ୍ୟ ଲୋକ ବହୁତ ଶୀଘ୍ର ପ୍ରଭାବିତ ହୋଇଥାନ୍ତି । ଏମାନେ ବହୁତ ଖୁସ ମିଜାଜ ର ବ୍ୟକ୍ତି ଅଟନ୍ତି,ଏମାନେ ସମସ୍ତଙ୍କ ଖୁସି ର ଧ୍ୟାନ ରଖିଥାନ୍ତି । ସେଥିପାଇଁ ମହିଳା ମାନେ ତାଙ୍କ ର ଏହି ବିଶେଷ ଗୁଣ ପାଇଁ ତାଙ୍କୁ ପସନ୍ଦ କରିଥାନ୍ତି ।

୫. ବୃଷ ରାଶି-ଏହି ରାଶି ର ପୁରୁଷ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ତାଙ୍କ ବୁଦ୍ଧି ବଳରେ ସବୁ ପ୍ରକାର ପରିସ୍ଥିତି କୁ ସାମ୍ନା କରିବାରେ ସମର୍ଥ ଅଟନ୍ତି । ଏମାନେ ବହୁତ ସଚ୍ଚୋଟ ମଣିଷ ଅଟନ୍ତି । ନିଜ ଜୀବନସାଥୀ ର ହାତ କେବେବି ଏମାନେ ଛାଡ଼ନ୍ତି ନାହିଁ । କେତେ ବି ବିପଦ ଆସିଲେ ମଧ୍ୟ ଏମାନେ ସବୁବେଳେ ତାଙ୍କ ସହିତ ଥାଆନ୍ତି । ମହିଳା ମାନଙ୍କୁ ଏମାନଙ୍କ ଏହି ସବୁ ଗୁଣ ପ୍ରଭାବିତ କରିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *