କଣ ଯେତେ ରୋଜଗାର କଲେ ମଧ୍ୟ ପାଖରେ ଟଙ୍କା ରହୁ ନାହିଁ, କରନ୍ତୁ ଏହି ଗୋଟିଏ ସହଜ ଉପାୟ, କୌଣସି ଜିନିଷର ଅଭାବ ରହିବ ନାହିଁ- Vastu Tips

ଆପଣ ତ ନିହାତି ଭାବରେ ଜାଣନ୍ତି, ଘର ଚଳେଇବାକୁ ହେଲେ ଟଙ୍କାର ଆବଶ୍ୟକ ହୋଇଥାଏ । ଯେତେ ବଡ଼ ପରିବାର ସେତେ ଅଧିକ ଖର୍ଚ୍ଚ । ଯଦି ଆପଣଙ୍କ ଘରେ ପଇସା ରହୁନାହିଁ ସବୁବେଳେ ଖର୍ଚ୍ଚ ହେଉ ଯାଉଛି ତେବେ ଆସନ୍ତୁ ଜାଣିବା ଏହି କେତୋଟି କଥା । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କୁ ମହାନ୍ ଅର୍ଥଶାସ୍ତ୍ର ର ଗୁରୁ ବୋଲି କୁହାଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜର ଲିଖିତ ଚାଣକ୍ୟ ଶାସ୍ତ୍ର ରେ ଜୀବନ ଉପରେ ଆଧାରିତ ବହୁତ୍ କଥା କହିଛନ୍ତି ।

ଚାଣକ୍ୟ କହିଛନ୍ତି କି ମଣିଷ ଟଙ୍କା କୁ କିପରି ବହୁତ୍ ସମୟ ପର୍ଯ୍ୟନ୍ତ ସଞ୍ଚୟ କରି ରଖି ପାରିବ । ବର୍ତ୍ତମାନ ସମୟ ରେ ଟଙ୍କା ର ବହୁତ୍ ଅବଶ୍ୟ କ ରହିଥାଏ । ଚାଣକ୍ୟ ଏହା କହିଛନ୍ତି କି ଯେଉଁ ବ୍ୟକ୍ତି ମାନଙ୍କ ମଧ୍ୟରେ କିଛି ଖରାପ ଅଭ୍ୟାସ ଥାଏ ସେହିପରି ବ୍ୟକ୍ତି ମାନଂକ ପାଖରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ଏହିପରି ଲୋକ ମଣ୍ଣଙ୍କୁ ହିଁ ଅର୍ଥ ର ଅଭାବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

ଧନ ରୋଜଗାର କରିବା ଏବଂ ସଞ୍ଚୟ କରିବା ;

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଏହା କହିଛନ୍ତି କି ଧନ କୁ ରୋଜଗାର କରିବା ଯେତେ ଜରୁରୀ ହୋଇଥାଏ ସେତିକି ଜରୁରୀ ହୋଇଥାଏ ଏହାକୁ ସଞ୍ଚୟ କରି ରଖିବା । ଚାଣକ୍ୟ ଏହା କହିଛନ୍ତି କୁ ବ୍ୟକ୍ତି କୁ ଧନ ରୋଜଗାର କରିବା ଅପେକ୍ଷା କିପରି ଧନ ର ସଞ୍ଚୟ କରିବେ ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ । ଚାଣକ୍ୟ ଏହା କହିଛନ୍ତି କି ଯେଉଁ ବ୍ୟକ୍ତି ମାନେ ନିଜ ଜୀବନରେ

ଧନ ସଞ୍ଚୟ କରି ରଖିଥାନ୍ତି ସେହି ବ୍ୟକ୍ତି ମାନେ କେବେ ବି ନିଜ ଜୀବନରେ ଅସୁବିଧା ର ସମ୍ମୁଖୀନ ହୋଇ ନଥାନ୍ତି ସେମାନଙ୍କ ପାଇଁ ବହୁତ୍ ଅସାଧ୍ୟ ରୁ ଅସାଧ୍ୟ କାମ ମଧ୍ୟ ସହଜ ହୋଇ ଯାଇଥାଏ ଏବଂ ଯେଉଁ ବ୍ୟକ୍ତି ମାନେ ଟଙ୍କା କୁ ମନ ଇଚ୍ଛା ଖର୍ଚ୍ଚ କରିଥାନ୍ତି ସେମାନଙ୍କୁ ବୁଦ୍ଧି ହିନ ବୋଲି କୁହାଯାଇଥାଏ ।

ପରିସ୍ଥିତିର ସାମ୍ନା ; ଚାଣକ୍ୟ ଏହା କହିଛନ୍ତି କି ଯେଉଁ ବ୍ୟକ୍ତି ବହୁତ୍ କଷ୍ଟ କରି କାର୍ଯ୍ୟ କୁ ନିଷ୍ଠା ର ସହ କରିଥାଏ ସେହି ବ୍ୟକ୍ତି ଜୀବନ ରେ ସଫଳ ହୋଇଥାଏ । ସେଥିପାଇଁ କୌଣସି ପରିସ୍ଥିତି ରେ ଯେତେ କଷ୍ଟ କାର୍ଯ୍ୟ ଆସୁ ତାହାକୁ ଦେଖି ଭୟ କରିବା ଅନୁଚିତ୍ ।

ଧନ କୁ ଠିକ୍ ଉପାୟ ରେ ବ୍ୟୟ କରିବା;

ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କୁ ଚଞ୍ଚଳ ସ୍ଵଭାବ ର ବୋଲି କୁହାଯାଇଥାଏ । ଚାଣକ୍ୟ ଏହା କହିଛନ୍ତି କି ଯେମିତିକି ପଇସା ରୋଜଗାର କରିବା ଆବଶ୍ୟକ ସେହିପରି ପଇସା କୁ ଠିକ୍ ଉପାୟ ରେ ବ୍ୟବହାର କରିବା ବି ଦରକାର । ଖରାପ କାର୍ଯ୍ୟ ପାଇଁ କରାଯାଇଥିବା ଖର୍ଚ୍ଚ କିଛି ସମୟ ପରେ ବ୍ୟକ୍ତି କୁ ବର୍ବାଦ କରିଦେଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *