Corona ପରେ ଲୋକଙ୍କୁ ଭୟଭୀତ କଲାଣି H3N2 ! ଜାଣନ୍ତୁ ଏହାର ଲକ୍ଷଣ ଓ କିପରି ରହିବେ ସଚେତନ !

ନମସ୍କାର ବନ୍ଧୁଗଣ , ସୂଚନା ଅନୁସାରେ ଓଡିଶା ଏବଂ ଅନ୍ୟ ସହରମାନଙ୍କରେ ବଢିବାକୁ ଲାଗିଛି ଏହି ନୂଆ ଭୂତାଣୁ । କରୋନା ଯାଇ କିଛି ବର୍ଷ ମଧ୍ୟ ହୋଇନି ଏବେ ଆସିଗଲା ଏକ ନୂଆ ଭାଇରସ । ଦିଲ୍ଲୀ ରେ ଦେଖିବାକୁ ମିଳିଛି ଏହାର ପ୍ରଭାବ ଏହି ପରିସ୍ଥିତିରେ ଲୋକମାନଙ୍କୁ ଜ୍ଵର ସହିତ ଥଣ୍ଡା କାଶ ହେଉଛି । ବିଶେଷ୍ଜ୍ଞ ମାନଙ୍କର କହୁଛନ୍ତି ଯେ ଏହା ହେଉଛି H3N2  ଭୂତାଣୁ ର ଲକ୍ଷଣ ଅଟେ ।

କରୋନା ସମୟରେ ଆମ ଯେଉଁ ପ୍ରକାରର ଲକ୍ଷଣ ଦେଖାଯାଉଥିଲା ଏହି ଭୂତାଣୁ ରେ ମଧ୍ୟ କିଛି ସେହି ପ୍ରକାରର ଲକ୍ଷଣ ଦେଖିବାକୁ ମିଳୁଛି । ଆମ ଦେଶର ଭାରତୀୟ ସ୍ଵାସ୍ଥ କେନ୍ଦ୍ର ଅନେକ ମେଡିକାଲ ସହିତ ମିଟିଙ୍ଗ କରିଛନ୍ତି । ଏହି ବିଷୟକୁ ନେଇ ସେନ୍ଟର ମେଡିସିନ ଡାଇରେକ୍ଟୋର କହିଛନ୍ତି ଯେ ଏହି ଭାଇରସ ବ୍ୟାପୀ ବାର କାରଣ ହେଉଛି ବଦଳୁ ଥିବା ପ୍ରାକୃତିକ ପରିବେଶ  ।

ଆମ ଆଖ ପାଖରେ ଥିବା ପରିବେଶ ଆମ ଉପରେ ଖରାପ ପ୍ରଭାବ ପକେଇ ଥାଏ । ଭାଇରସ ଇନଫେକ୍ଶନ ଏ ଡାଇରେକ୍ଟୋର ଡାକ୍ତର ଶୁକଳା ଙ୍କର କହିବା  ଅନୁସାରେ ଶରୀରରେ କମ ପ୍ରତିରୋଗକ ଶକ୍ତି ଥିବା ବ୍ୟକ୍ତି ପାଇଁ ଏହା ଖ୍ୟାତିକାରାକ ହୋଇଥାଏ । ଏହି ପରିସ୍ଥିତିରେ ରୋଗୀଙ୍କ ପାଖରେ ଏହି ଭୂତାଣୁ  ସହ ଲଢି ବାର ପ୍ରତିକାରକ ଶକ୍ତି ନ ଥାଏ ।

ଯଦି ଏହି ଭୂତାଣୁ ର ପ୍ରଭାବ ଏମିତି ବୃଦ୍ଧି ହେବାକୁ ଲାଗିଥାଏ ତେବେ ଏହା ଅନେକ ଲୋକଙ୍କର ପ୍ରାଣ ନେବାର ସମ୍ଭାବନା ରହିଛି । ତେଣୁ ଆମ କୁ ପୂର୍ବ ପରି କରୋନା ଥିବା ସମୟରେ ଯେମିତି ମାସ୍କ ପରିଧାନ କରୁଥିଲୁ ଠିକ ସେହିପରି ଏହି ପରିସ୍ଥିତିରେ ମାସ୍କ କୁ ପିନ୍ଧିବା ଉଚିତ୍ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ମାସ୍କ ପିନ୍ଧିବା ଦ୍ଵାରା ଆମେ ଏହି ରୋଗକୁ ବଞ୍ଚିଥାଉ । ଅତି ଶୀଘ୍ର ଏହି ରୋଗ ପାଇଁ ଟୀକାକାରଣ ଆରମ୍ଭ ହୋଇଯିବ । ଏହି ନୂଆ ଭୂତାଣୁ ବାୟୁରେ ଉପସ୍ଥିତ ଅଛି କିନ୍ତୁ ଏହା କରୋନା ନୁହେଁ  ।

ଡାକ୍ତର ଅମିତ ସୂରୀଙ୍କର କହିବା ଅନୁଯାୟୀ ଏହି ଭୂତାଣୁ ର ଦିନକୁ କୋଡିଏ ରୁ ପଚିଶ ଟି ସଂକ୍ରମିତ ହେଉଛନ୍ତି । ତେଣୁ ସେ ଏହା ପାଇଁ କରୋନା ର ନିୟମ କୁ ପାଳନ କରିବାକୁ କହିଛନ୍ତି । କରୋନା ର ପରେ ଏହି ଭୂତାଣୁ ନେଇ ହେଉଛି ବେସ ଚର୍ଚା । ଏହି ଭୂତାଣୁ କୁ ନେଇ  ଡାକ୍ତର ରଣଦୀପ କୁଲେରିଆ କହିଛନ୍ତି ଯେ ଏହା ଅଧିକ  ପ୍ରଭାବ ବୁଢା ଲୋକମାନଙ୍କ ଉପରେ ପଡିଥାଏ ।

ତେଣୁ ଅଧିକ ବୟସ ଥିବା ଲୋକମାନଙ୍କୁ ଏହା ପ୍ରତି ଜାଗ୍ରତ ରହିବା ଉଚିତ୍ ।   ଏହି ଭାଇରସ ବିନ୍ଦୁ ଦ୍ଵାରା ଅନ୍ୟ ବ୍ୟକ୍ତି ମଧ୍ୟକୁ ପ୍ରବେଶ କରିଥାନ୍ତି । ଏହାକୁ ନେଇ ଏତେ ବି ଚିନ୍ତିତ ହେବା ବିଷୟ ନାହିଁ କାରଣ ମେଡିକାଲ ରେ ଥିବା ବ୍ୟକ୍ତି ମଧ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉ ନାହିଁ । କିନ୍ତୁ ଏହା ପ୍ରତି ସଚେତନ ରହି ମାସ୍କ ପିନ୍ଧାନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *