ଚୈତ୍ର ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରୁ ତୁରନ୍ତ ହଟେଇ ଦିଅନ୍ତୁ ଏହି 3 ଟି ଜିନିଷ, ମା’ ଲକ୍ଷ୍ମୀ ହୁଅନ୍ତି କ୍ରୋଧିତ (Navratri Special)

ନମସ୍କାର ବନ୍ଧୁଗଣ , ଏହି ବର୍ଷର ନବରାତ୍ରି ମା’ ଦୁର୍ଗାଙ୍କ ପୂଜା ପ୍ରାରମ୍ଭ ହେବାକୁ ଯାଉଛି । 2023 ମାର୍ଚ୍ଚ 22 ତାରିଖ ରେ ଆରମ୍ଭ ହୋଇ 30 ତାରିଖ ଯାଏ ହେବ ଏହି ବର୍ଷ ନବରାତ୍ରି । ଏହି ବର୍ଷ ମା ‘ ଦୁର୍ଗାଙ୍କର ଭକ୍ତମାନଙ୍କ ଉପରେ ପଡିବାକୁ ଯାଉଛି ତାହାଙ୍କର ଅଶେଷ କୃପା । ଏହି ବର୍ଷର ନବରାତ୍ରି ରେ ମା ‘ ଦୁର୍ଗା ସ୍ଵୟଂ ଆସି ତାହାଙ୍କର ଲୋକମାନଙ୍କର ସମସ୍ତ ଦୁଃଖ , କଷ୍ଟ ଏବଂ ପୀଡା କୁ ଦୂର କରିବେ ।

ଆପଣଙ୍କର ଜୀବନରେ ଯେକୋଣସି କଷ୍ଟ ଥିଲେ ମଧ୍ୟ ତାହାକୁ ଦୂର କରି ଆପଣଙ୍କ ଜୀବନରେ ଭରି ଦେବେ ସୁଖ ସମବୃଦ୍ଧି । ଏହି ନବରାତ୍ରି ର 22 ମାର୍ଚ୍ଚ ସକାଳ 6:29 ରୁ 7:39 ଯାଏ ରହିଛି କଳସ ସ୍ଥାପନ ର ଶୁଭ ମୂହୁର୍ତ୍ତ । ଏହି ମୁହୁଏତ୍ତ ରେ କରହାଇଥିବା ପୂଜା କୁ ବହୁତ ଶୁଭ ମାନା ଯାଇଥାଏ । କିନ୍ତୁ ଯଦି ଆପଣ ଘରର ମୁଖ୍ୟ ଦୁଆରରେ ରହିଥାଏ ଏହି ଜିନିଷ ତେବେ ତୁରନ୍ତ ହଟାଇ ଦିଅନ୍ତୁ ତାହାକୁ , ନଚେତ ପ୍ରବେଶ କରନ୍ତି ନାହିଁ ମା’ ଲକ୍ଷ୍ମୀ ଏବଂ ମା ‘ ଦୁର୍ଗା ।

ଯଦି ଆପଣ ଏହି ନବରାତ୍ରି ରେ ଆପଣଙ୍କ ଘରୁ ବାହାର କରିଦିଅନ୍ତି  ଏହି ଜିନିଷ କୁ ତେବେ ମା ‘ ଦୁର୍ଗା ଆପଣଙ୍କ ଘର କୁ ଆସିବେ ଏବଂ ,ମା ‘ ଲକ୍ଷ୍ମୀ କରିଥାନ୍ତି ଆପଣଙ୍କ ଘରେ ବାସ । ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ କୁ ଘରେ ଆଦୌ ରଖିବା ନାହିଁ । ଆମ ଘରର ର ପ୍ରବେଶ ଦ୍ଵାର ଯଦି ବାସ୍ତୁ ଅନୁଯାଇ ଣ ଥାଏ ତେବେ ଆମ ଘରେ ପ୍ରବେଶ କରାଇଥାନ୍ତି ନକାରାତ୍ମକ ଶକ୍ତି ଏବଂ ଆମ ଘରେ ସବୁ ବେଳେ ରହିଥାଏ ଅଶାନ୍ତି ର ପରିବେଶ ।

ତେଣୁ ଯଦି ଆପଣଙ୍କ ଘରରମୁଖ୍ୟ ଦ୍ଵାର ଆଗରେ ଖରାପ ପାଣି ଜମି ଯାଇଥାଏ , ତେବେତୁରନ୍ତ ଏହାକୁ ପରିଷ୍କାର କରିବା ଉଚିତ୍ । ଏହା ଅଶୁଭ ଅଟେ ଯଥା ଘରେ ଧନ ର ହାନି ହୋଇଥାଏ ଦରିଦ୍ରତା ର ପ୍ରଭାବ ଘରେ ପଡିଥାଏ । ଅନେକ ଲୋକେ ଘରର ମୁଖ୍ୟ ଦ୍ଵାର ରେ କଣ୍ଟା ଜାତୀୟ ଗଛ ଲଗେଇଥାନ୍ତି , କିନ୍ତୁ ଏହା ଭୁଲ ହୋଇଥାଏ ଏହା ଘରେ ନାକାରତ୍ମକ ପ୍ରଭାବ ପକେଇଥାଏ । ତେଣୁ ଘରର ଦ୍ଵାର ରେ ସୁବାସିତ ଫୁଲ ର ଗଛ ରଖିବା ଉଚିତ୍ ।

ଘରର ମୁଖ୍ୟ ଦ୍ଵାର ରେ ବଡ ଘନ ଗଛ ରହିବା ଅଶୁଭ ହୋଇଥାଏ , ଘର ଭିତକୁ ସୂର୍ଯ୍ୟ କିରଣ ଆସିପାରିନଥାଏ ଏବଂ ନାକାରାତ୍ମକ ପ୍ରଭାବ ପଡିଥାଏ । ପ୍ରାତ ସମୟରେ ସୂର୍ଯ୍ୟ କିରଣ ଘର ଭିତରକୁ ପ୍ରବେଶ କରିବା ଦ୍ଵାରା ଘରେ ସକାରାତ୍ମକ ପ୍ରଭାବ ପଡିଥାଏ । ତେଣୁ ଗଛ ଘରର ଆଗରେ ନ ରହି ଘରର ପଛରେ ରହିବା ଉଚିତ୍ ।

ଘରର ଦ୍ଵାର ରେ ଦେବାଦେବୀଙ୍କ ଫଟ ରଖିବା ଅନୁଚିତ୍ ଅଟେ , ଏହା ଦ୍ଵାରା ମା ‘ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ତେଣୁ ଘର ର ଭିତରେ ମା ‘ ଦୂର୍ଗାଙ୍କ ର ଫଟ ରଖିବା ଉଚିତ୍ । ଏହି ନବରାତ୍ରି ରେ ବିଶେଷ କରି ଏହି ସବୁ ପ୍ରତି ଧ୍ୟାନ ଦିଅନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *