ଫ୍ୟାଟି ଲିଭର (Fatty Liver) ସମସ୍ଯା ! ଠିକ କରନ୍ତୁ କେବଳ ଦୁଇ ସପ୍ତାହରେ…

ନମସ୍କାର ବନ୍ଧୁଗଣ , ଆମ ଶରୀରରେ ଯଦି ଫ୍ୟାଟି ଲିଭର ଜନିତ ସମସ୍ୟା ରହିଛି । ତେବେ ଆପଣ ଘରେ ଏହି ଉପାୟ କୁ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ଵାରା ତାହା ଦୂର ହୋଇଥାଏ । ଏହି ଉପାୟକୁ ଆମେ ଘରେ ବହୁତ ସହଜରେ ତିଆରି କରିପାରିବା । ସାଧାରଣତ ଆମ ଲିଭର ଜନିତ ରୋଗ ପ୍ରାରମ୍ଭିକ ଅବସ୍ଥାରେ ହିଁ ଏହାର ଉପଚାର କରାଇବା ଶରୀର ପାଇଁ ଭଲ ହୋଇଥାଏ । ଯଦି ଏହି ଲିଭର ସମସ୍ୟା ବଢି ଲିଭର ସିରୋସିସ ରେ ପରିଣତ ହୋଇଥାଏ ।

ତେବେ ବ୍ୟକ୍ତି ବଞ୍ଚିବା ଅସମ୍ଭବ ହୋଇଥାଏ । ଏହା ସଂପୂର୍ଣ୍ଣ ଖରାପ ହୋଇଯାଇଥାଏ ଏବଂ ଏହି ପରିସ୍ଥିତିରେ ଡାକ୍ତର ମଧ୍ୟ କିଛି କରିପାରିନଥାନ୍ତି । ଆମ ଶରୀରରେ ଯକୃତ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହା ସମ୍ବନ୍ଧିତ ସାମାନ୍ଯ ସମସ୍ୟା ମଧ୍ୟ ଆମ ମୃତ୍ୟୁ ମୁଖକୁ ନେଇଥାଏ । ତେଣୁ ଯଦି ଆପଣଙ୍କ ଶରୀରରେ ଲିଭର କୋଣସି ଅସୁବିଧା ଦେଖା ଗଲେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇ ଏହାର ନିରାକରଣ କରିବା ଉଚିତ୍ ।

ଲିଭର ଜନିତ ସମସ୍ୟା ରେ ଫ୍ୟାଟି ଲିଭର ହେଉଛି ଗୋଟେ ଫ୍ୟାଟି ଲିଭର ଆମ ଶରୀରର ଯକୃତରେ ଚର୍ବି ଜମା ହୋଇଯାଇଥାଏ । ଏହା ଦ୍ଵାରା ଲିଭର ରେ କାର୍ଯ୍ୟ ହୋଇପାରି ନ ଥାଏ । ଏହି ପରିସ୍ଥିତିରେ ଚିକିତ୍ସା କରିକି ବ୍ୟକ୍ତି କୁ ସୁସ୍ଥ କରିପାରୁ କିନ୍ତୁ ଯଦି ଏହା ବଢି ସିରୋସିସ ରେ ପରିଣତ ହୋଇଥାଏ । ଏହା ଶରୀର ପାଇଁ କ୍ଷତିକାରକ ଅଟେ । ଲିଭର କୁ ସୁସ୍ଥ ରଖିବା ପାଇଁ ଆମ ଆମର ଡାଏଟ ରେ ଧ୍ୟାନ ଦେବା ଉଚିତ୍ ।

ଅଧିକାଂଶ ତେଲ ମସଲା ଜାତୀୟ ଖାଦ୍ୟ ମଦ୍ୟପାନ ଲିଭର ରୋଗୀ ପାଇଁ ଅନୁଚିତ୍ ଅଟେ । ତେଣୁ ଏହି ରୋଗକୁ ଆମେ ଗରୋଇ ଉପକରଣ ଦ୍ଵାରା ଭଲ କରିପାରିବା । ଆସନ୍ତୁ ଜାଣିବା ଏହି ଉପକରଣ ତିଆରି କରିବା ପାଇଁ ଆବଶ୍ୟକ ଜିନିଷ । ଏହି ଉପାୟକୁ କରିବା ପାଇଁ ଆମ ପଞ୍ଚୋଟି ଜିନିଷ ଦରକାର ହୋଇଥାଏ ଯଥା ଆପପେଲ ଭିନେଗାର , ଲେମ୍ବୁ , ହଳଦୀ , ଅଁଳା ଏବଂ ଡାଳ ଚିନି । ଅ

ପପେଳ ଭିନେଗାର ଆମ ଶରୀରରେ ଲିଭର କୁ ଭଲଭାରେ କାମ କରିବାରେ ସାହାଯ୍ୟ କରିଥାଏ । ଲେମ୍ବୁ ରେ ଭିଟାମିନ -ସି ରହିଛି ଯାହା ଲିଭର ର କୋଷ କୁ କ୍ଷତି କରିଥିବା ଟିସୁ ରୋକି ଥାଏ । ହଳଦୀ ମଧ୍ୟ ଲିଭର କୁ ଅଧିକ ଶକ୍ତିଯୁକ୍ତ କରିବାରେ ସାହାଯ୍ୟ କରିଥାଏ ।  ଅଁଳା ଆମ ଶରୀରରେ ହଜମ ପରକ୍ରିୟ କୁ ଶକ୍ତିଯୁକ୍ତ କରିଥାଏ ।  ପ୍ରଥମେ ଆପଣ ଏକ ଗ୍ଳାସ ପାଣି ନେଇ ଏଥିରେ  ଏକ ଚାମୁଚ ହଳଦୀ ଏବଂ ଡାଳ ଚିନି ର ଛୋଟ ଖଣ୍ଡ ନେଇ ଫୁଟେଇ କିଛି ସମୟ  ପରେ ଛାଣି ନେବେ ।

ଏବେ ଏଥିରେ ଏକ ଚାମୁଚ ଅଁଳା ଜୁସ , ଏକ ଚାମୁଚ ଲେମ୍ବୁ ରସ , ଏକ ଚାମୁଚ ଆପପେଲ ଭିନେଗାର ପକେଇ ଭଲଭାବରେ ମିଶେଇ ନେବେ । ଏହି ଜୁସ କୁ ଦିନରେ ଦୁଇ ଥର ସେବନ କରନ୍ତୁ । ଖାଲି ପେଟରେ ଏହାକୁ ପିଇବା ଉଚିତ୍ । ଏହାକୁ କରିବା ଦ୍ଵାରା ଆପଣଙ୍କ ଲିଭର ସୁସ୍ଥ ରହିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *