ନାରୀ ଗର୍ଭବତୀ ନ ହେବା କାରଣ ! ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବିବାହିତ ମହିଳା ମାନଙ୍କର ଜୀବନରେ ସନ୍ତାନ ପ୍ରାପ୍ତି ହୋଇସାରିଲା ପରେ ହିଁ ମହିଳା ନିଜ ଜୀବନକୁ ସାର୍ଥକ ମଣିଥାଏ । ସେଥିପାଇଁ ପ୍ରତ୍ଯେକ ବିବାହିତ ମହିଳା ଓ ପୁରୁଷ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ହିଁ ସନ୍ତାନ ପ୍ରାପ୍ତି ହୋଇଥାଏ । ଏହା ଛଡା ଏପରି କିଛି ମହିଳା ମାନେ ଥାଆନ୍ତି । ଯେଉଁ ମାନେ ବିବାହ ହେବାର ବହୁ ବର୍ଷ ପରେ ମଧ୍ୟ ସନ୍ତାନ ସୁଖରୁ ବଞ୍ଚିତ ରହିଥାନ୍ତି । ସନ୍ତାନ ନହେବାର ଅନେକ କାରଣ ମଧ୍ୟ ରହିଛି ।

ମହିଳା ଗର୍ଭବତୀ ନହେବାର ପ୍ରମୁଖ କାରଣ କଣ ଅଛି ସେହି ବିଷୟରେ ଆଲୋଚନା କରିବା । ମହିଳା ମାନଙ୍କର ମେଦ ବହୁଳ କାରଣରୁ ତାଙ୍କର ଗର୍ଭାଶୟରେ ଅଧିକ ଚର୍ବି ମାଡିଯାଇଥାଏ । ଯେଉଁ କାରଣରୁ ସେପରି ମହିଳା ମାନଙ୍କର କ୍ଷେତ୍ରରେ ସନ୍ତାନ ହେବାରେ ଅସୁବିଧା ସୃଷ୍ଟି ହୋଇଥାଏ । ପୁରୁଷ ମାନଙ୍କର ମଧ୍ୟ ମେଦ ବହୁଳ କାରଣରୁ ଶରୀରରେ ଅଧିକ ଚର୍ବି ବଢି ଯାଇଥାଏ ।

ଯେଉଁ ଯୋଗୁ ପୁରୁଷଙ୍କର କାର୍ଯ୍ୟ କରିବା ଦକ୍ଷତା କମିଯାଇଥାଏ । ଏହା ସହିତ ପୁରୁଷ ମାନଙ୍କର ଏଥିପାଇଁ ଶୂକ୍ରାଣୁ ସଂଖ୍ୟା କମିଯାଇଥାଏ । ପୁରୁଷ ମାନଙ୍କର ବୟସ ୩୫ ରୁ ୪୦ ବର୍ଷ ହୋଇ କରି ଆସ୍ତେ ଆସ୍ତେ ଯେତେ ବୟସ ବୃଦ୍ଧି ପାଇଥାଏ । ପୁରୁଷ ମାନଙ୍କ ଠାରେ ଶୂକ୍ରାଣୁ ସେତେ ମାତ୍ରାରେ ହ୍ରାସ ପାଇଥାଏ । ମହିଳା ମାନଙ୍କର ୪୦ ବର୍ଷ ପରେ ମେନୋପୋଜ ହେବା କାରଣରୁ ତାଙ୍କର ହରମୋନ ଅସନ୍ତୁଳିତ ହୋଇଥାଏ ।

ଯାହା ଯୋଗୁ ଗର୍ଭଧାରଣ କରିବାରେ ସମସ୍ଯା ଆସିଯାଇଥାଏ । ପୁରୁଷ ମାନଙ୍କର ମୁତ୍ର ସଂକ୍ରମଣ ରହିଥିଲେ । ସେମାନଙ୍କ ଠାରେ ଶୂକ୍ରାଣୁ ହ୍ରାସ ପାଇଥାଏ । ସେହିପରି ମହିଳା ମାନଙ୍କର ମୁତ୍ର ସଂକ୍ରମଣ ହେଉଥିଲେ । ଗର୍ଭଧାରଣ କରିବା ପାଇଁ ଅନେକ ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡିଥାଏ । ପୁରୁଷ ମାନେ ଅଧିକ ମଦ୍ୟପାନ କିମ୍ବା ଧୃମପାନ କରୁଥିଲେ ।

ସେମାନଙ୍କ ଠାରେ ମଧ୍ୟ ଶୂକ୍ରାଣୁ ହ୍ରାସ ପାଇଥାଏ । ସେହି ପରି ଯେଉଁ ମହିଳା ମାନେ ଅଧିକ ନିଶା ଦ୍ରବ୍ୟ ସେବନ କରିବା ସହିତ ଖରାପ ଜୀବନଶୈଳୀ ଜୀବନଜାପନ କରିଥାନ୍ତି । ସେମାନଙ୍କର ମଧ୍ୟ ଗର୍ଭବତୀ ହେବା ସମୟରେ ପ୍ରୋବ୍ଲେମ ଆସିଥାଏ । ଅବସାଦ ଯୋଗୁ ମଧ୍ୟ ପୁରୁଷ ମନକର ଶୂକ୍ରାଣୁ ହ୍ରାସ ପାଇଥାଏ । ଯେଉଁ ମହିଳା ମାନେ ବିଷାଦରେ ଅଧିକ ସମୟ ରହିଥାନ୍ତି ।

ସେମାନଙ୍କ ଠାରେ ପ୍ରଡ଼କଟିନ୍ ନାମକ ହରମୋନ କମିଯାଇଥାଏ । ଯାହା ଦ୍ଵାରା ସେମାନଙ୍କ ଗର୍ଭଧାରଣ କରିବାରେ ଅସୁବିଧା ହୋଇଥାଏ । ମହିଳା ମାନଙ୍କର ଥାଇରଏଡ୍ ଓ PCOS ନାମକ ହରମୋନରେ ଅସନ୍ତୁଳନ କାରଣରୁ ପିରିଅଡ୍ ଅନିୟମିତ ହୋଇଥାଏ । ଯାହା ଯୋଗୁ ମହିଳାମାନଙ୍କର  ପିଲାପିଲି ହେବାରେ ଅସୁବିଧା ହୋଇଥାଏ ।

ଏହି ସବୁ କାରଣ ଯୋଗୁ ମହିଳା ମାନେ ଗର୍ଭବତୀ ହେବାରେ ଅସୁବିଧା ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *