ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହେଉଛି କି, ତେବେ ଜାଣନ୍ତୁ କିଛି ଖାସ କଥା

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ଙ୍କ ଜିବନ ରେ ତାଙ୍କ ନାମର ବହୁତ ମହତ୍ୱ ରହି ଥାଏ । ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ର ଜିବନ ଉପରେ ବହୁତ ପ୍ରଭାବ ପକେଇ ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ A ଅକ୍ଷର ର ନାମର ଲୋକ ମାନଙ୍କ ବିଷୟ ରେ କିଛି ରହସ୍ୟ ମୟ କଥା କହିବା ପାଇଁ ଚାହିଁବୁ । ତେବେ ଏହି ନାମର ବ୍ୟକ୍ତି ମାନେ ବହୁତ ଆଟ୍ରାକଟିଭ୍ ହୋଇ ଥାନ୍ତି । ଆଉ ସର୍ବଦା ଏମାନେ ଆକର୍ଶଣ ର କେନ୍ଦ୍ର ବିନ୍ଧୁ ହୋଇ ଥାନ୍ତି ।

ଏମାନଙ୍କ ଶରୀର ର ଗଠନ ଏମିତି ହୋଇ ଥାଏ ଯେ ଯେକୈସି ବ୍ୟକ୍ତି ଙ୍କ ପ୍ରତି ସେମାନେ ଆକର୍ଶିତ ହୋଇ ଥାନ୍ତି । ଏମାନେ ସବୁ ବେଳେ ସୁନ୍ଦରତା କୁ ବହୁତ ପସନ୍ଦ କରି ଥାନ୍ତି । ଏବଂ ନିଜେ ମଧ୍ୟ ଏହି ଶ୍ରେଣୀ ରେ ଆସନ୍ତି । ଏବେ ଆସନ୍ତୁ ଜାଣିବା ଏମାନଙ୍କ ସ୍ୱଭାବ କେମିତି ହୋଇ ଥାଏ ।

ଯେଉଁ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇ ଥାଏ ସେମାନେ ବହୁତ ଭାବୁକ ହୋଇ ଥାନ୍ତି । ଏମାନଙ୍କର ଇଚ୍ଛା, ଘର, ପରିବାର ଏବଂ ଦୁନିଆଁ ର ସବୁ ଲୋକ ମାନେ ଭଲ ରେ ରୁହନ୍ତି ଏମାନେ ସବୁ ବେଳେ ଚାହାଁନ୍ତି । ଯଦି ଏମାନଙ୍କ କଥା କେହି ସୁଣନ୍ତି ନାହିଁ । ତେବେ ସେମାନେ ବହୁତ ନିରାଶ ହୁଅନ୍ତି ।

ପାଠ ପଢା କୁ ନେଇ ଏମାନେ ନିଜର ଭଷଷିଶ୍ୟତ ପାଇଁ ବହୁତ ସେଚତନ ରହି ଥାନ୍ତି । ଏମାନେ ଯେଉଁ କାମ କୁ ସବୁ ବେଳେ ଆରମ୍ଭ କରି ଥାନ୍ତି । ସେମାନେ ସେହି କାମ କୁ ସଂମ୍ପର୍ଣ୍ଣ ଭାବେ ସେଷ ମଧ୍ୟ କରି ଥାନ୍ତି । ଜିବନ ରେ ବହୁତ ସଂଘର୍ଷ କରି ଥାନ୍ତି । ଏବଂ ଷିର୍ସକ ରେ ହିଁ ପହଁଚି ଜାଇ ଥାନ୍ତି ।

ଏହି ଲୋକ ମାନେ ପ୍ରେମ କୁ ବହୁତ ଗୁରୁତ୍ୱ ଦେଇ ଥାନ୍ତି । ହେଲେ ଏମାନେ ସେତେ ରୋମାନଟିକ୍ ହୋଇ ନ ଥାନ୍ତି । ପ୍ରେମ ସଂମ୍ପର୍କ ରେ ଏଣାନେ ବହୁତ ଲୋକି ହୋଇ ଥାନ୍ତି । ପ୍ରେମ ଏବଂ ଏମାନଙ୍କ ସଂମ୍ପର୍କ ଟିକିଏ କମ୍ ହୋଇ ଥାଏ ।

ହେଲେ ଏମାନେ ସଂମ୍ପର୍କ କୁ ବହୁତ ଗୁରୁତ୍ୱ ଦେଇ ଥାନ୍ତି । ଏମାନେ ନିଜର ପ୍ରେମ କୁ ପାଇବା ପାଇଁ ବଡ ବଡ ପରିସ୍ଥିତି ରକ ସାମ୍ନା କରି ଥାନ୍ତି । ଏମାନେ ବାହାରକୁ ଯେମିତି ଦେଖା ଏମାନେ ତା ଠାରୁ ଅଧିକ ସାହାସୀ ହୋଇ ଥାନ୍ତି । ଏମାନେ ଅନେକ ଗୁଣ ର ଅଧିକାରୀଣୀ ହୋଇ ଥାନ୍ତି । ଏହି ସବୁ ଗଣ ଯୋଗୁଁ ଏମାନେ ସମାଜ ରେ ମାନ ସମ୍ମାନ ପାଇ ଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *